ଆମେ ଆପଣ ମାନଙ୍କୁ ଏମିତି ଭାବେ କହିବାର କାରଣ ହେଉଛି କି ,ଏହି ପରି ଭାବେ କିଛି ଘଟଣା ଘଟିଛି ଆମର କ୍ରିକେଟର ମାନଙ୍କ ସହିତ ତେବେ ଆମେ ଆଜି ଆପଣ ମାନଙ୍କୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ବିବରଣୀ ଦେବା ପାଇଁ ଚାହିଁବୁ, ତେବେ ଆମ ଲିଷ୍ଟ ର ପ୍ରଥମ ନମ୍ବର ରେ ଆସୁଛନ୍ତି ଦିନେସ କାର୍ତିକ୍ ଏବଂ ମୂରଲୀ ବିଜୟ ଦିନେସ କାର୍ତିକ୍ 2007 ମସିହା ରେ ନିକିତା ବନ୍ଜାରୀ ଙ୍କୁ ବିବାହ କରି ଥିଲେ ତ ଏହି ସମୟ ରେ କାର୍ତିକ୍ ଙ୍କ ବେଷ୍ଟ ଫ୍ରେଣ୍ଡ ମୂରଲୀ ବିଜୟ ଯିବା ଆସିବା କରୁଥିଲେ ,ଏହା ମଧ୍ୟ ରେ ସେମାନଙ୍କ ମଧ୍ୟ ରେ ପ୍ରେମ ସଂମ୍ପର୍କ ଗଢି ଉଠି ଥିଲା ।
ଏବଂ ସେଷ ରେ 2012 ରେ ନିକିତା ଦିନେସ୍ ଙ୍କୁ ଡିଭୋର୍ସ ଦେଇ ଥିଲେ ମୂରଲୀ ବିଜୟ ଙ୍କୁ ବିବାହ କରି ଥି୍ଲେ ଏବଂ ପରେ ପୁଣି 2015 ରେ ସେ ନିକିତା ଙ୍କୁ ଦ୍ୱତୀୟ ବିବାହ କରି ଥିଲେ ଦୁଇ ରେ ରହିଛନ୍ତି, ତିଲକ୍ ରତ୍ନୀ ଦି୍ଲ୍ଲ ସ୍ୟାମ୍ ଏବଂ ଉପଲ ତରଙ୍ଗା । ଶ୍ରୀଲଙ୍କା ର ବ୍ୟଟ୍ସ ମ୍ୟନ୍ ତିଲକ୍ ରତ୍ନୀ ଦି୍ଲ୍ଲ ସ୍ୟାମ୍ ଙ୍କୁ ଆପଣ ମାନେ ନିଶ୍ଚିତ ଭାବେ ଦେଖି ଥିବେ, ସେମିତି ରେ ସେ ମିଲଙ୍କା ଭିଟନୋଗୀ ଙ୍କ ସହିତ ବିବାହ କରି ଥିଲେ , ଏବଂ ପରେ ସେମାନଙ୍କର 5 ବର୍ଷ ର ପୁଅ ଟିଏ ଥିଲା ଏବଂ ପରେ ଏମାନଙ୍କ ମଧ୍ୟ ରେ ଉପଲ ତରଙ୍ଗା ଙ୍କ ପାଇଁ ଫାଟ ସୃଷ୍ଟି ହୋଇ ଥିଲା ଏବଂ ସେମିତି ରେ ପରେ
ଏହି ସବୁ କି ଦେଖିବା ପରେ ତିଲକ୍ ରତ୍ନୀ ଦି୍ଲ୍ଲ ସ୍ୟାମ୍ ନିଜର ପତ୍ନୀ ଙ୍କୁ ଡିଭର୍ସ ଦେଇ ଥିଲେ ଏବଂ ପରେ ସେମାନେ 2011 ମସିହା ରେ ବିବାହ କରି ନେଇ ଥିଲେ ଏବଂ ତିନି ନମ୍ବର ରେ ଆସୁଛନ୍ତି ମହମ୍ମଦ ସାମୀ । ତେବେ ଆପଣ ମାନଙ୍କୁ ଜଣେଇବୁ କି ମହମ୍ମଦ ସାମୀ ଙ୍କ ସ୍ତ୍ରୀ ହୋସେନ୍ , 2002 ରେ ପ୍ରଥମ ବିବାହ କରି ଥିଲେ, ସେ ସେହି ସମୟ ରେ ସେଖ୍ ସୟଜମନ୍ ଙଅକୁ ବିବାହ କରି ଥିବା ବେଳେ ସେମାନଙ୍କ ମଧ୍ୟ ରେ ପରେ ସଂମ୍ପର୍କ ସଠିକ୍ ଭାବେ ଚାଲି ପାରି ନ ଥିଲା ଏବଂ ସେମାନଙ୍କ ମଧ୍ୟ ରେ 2010 ମସିହା ରେ ଡିଭର୍ସ ହୋଇ ଥିଲା ଏବଂ ପରେ 2013 ମସିହା ରେ ସେ ମହମ୍ମଦ ସାମୀ ଙ୍କୁ ବିବାହ କରି ଥିଲେ
ସେମିତି ରେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଏହି ଠାରେ ଜାଣି ପାରି ଥିବେ କେଉଁ ଖେଳାଳି ମାନେ ବର୍ତମାନ ସମୟ ରେ ନିଜ ସାଙ୍ଗର ସ୍ତ୍ରୀ ଙ୍କୁ ବାହା ହେଇଛନ୍ତି ଏବଂ ଏହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ତଥ୍ୟ ମିଳି ସାରି ଥିଲେ ଏମିତି ଖବର ପାଇଁ ସେୟାର ଏବଂ ଫୋଲ୍ଲ କରିବା ପାଇଁ ଭୁଲିବେ ନାହିଁ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।