ଆସନ୍ତା 24 ଘଣ୍ଟା ମଧ୍ୟ ରେ ରାଜ୍ୟ ର ଏହି ସବୁ ଜିଲ୍ଲା କୁ ହୋଇ ପାରେ ପ୍ରବଳ ବର୍ଷା

ବନ୍ଧୁଗଣ ଏବେ ଏବେ ପାଣି ପାଗ ପକ୍ଷ ରୁ କିଛି ନୂଆ ରିପୋର୍ଟ ଜାରି ହୋଇଛି, ଆପଣ ମାନେ ଜାଣି ଥିବେ ଏହି ଦୁଇ ଦିନ ତଳେ ଏକ ଲଘୁଚାପ ର ପ୍ରଭାବ ଜାଇଛି । ସେହି ପରି ଆଜି ଏକ ଘୂର୍ଣିଂ ବଳୟ ଯୋଗୁଁ 10 ଜିଲ୍ଲା କୁ ୟୋଲ ୱାର୍ଣିଂ ଜାରୀ ହେବା ସହିତ ପ୍ରବଳ ମାତ୍ରା ରେ ବର୍ଷା ହେବାର ରହିବା ସହିତ ଘଡ ଘଡି ର ସୂଚନା ରହିଛି , ତେବେ କଣ ରହିଛି ଆଞ୍ଚଳିକ ପାଣି ପାଗ ପକ୍ଷ ରୁ ସୂଚନା ସେହି ବିଷୟ ରେ ଆମେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ , ଆଗାମୀ 24 ଘଣ୍ଟା ମଧ୍ୟ ରେ ଉତ୍ତର ଓଡ଼ିଶା ର କିଛି ସ୍ଥାନରେ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣି ପାଗ ବିଭାଗ , ଏହିଥି ପାଇଁ 13 ଜିଲ୍ଲା କୁ ୟୋଲ ୱାର୍ଣିଂ ଜାରୀ କରିଛି । ପାଣି ପାଗ ର ସୂଚନା ଅନୁସାରେ ଆଜି ଉତ୍ତର ଓଡ଼ିଶା ର ଏବଂ ଦକ୍ଷିଣ ଓଡ଼ିଶା ରେ ବିଭିନ୍ନ ସ୍ଥାନ ରେ ପ୍ରଚୁର ପରିମାଣ ରେ ବର୍ଷା ହୋଇ ପାରେ , ପଶ୍ଚିମ ଓଡିଶା ର କିଛି ସ୍ଥାନ ରେ ହାଲ୍କା ଏବଂ ମଧ୍ୟମ ଧରଣ ର ବର୍ଷା ହୋଇ ପାରେ । ବିଷେଶ କରି ଆଗାମୀ 24 ଘଣ୍ଟା ମଧ୍ୟ ରେ ନୂଆ ପଡା , ବଲାଙ୍ଗୀର , ବରଗଡ , ଝାଡସୁଗୁଡା , ସୁନ୍ଦର ଗଡ , ସମ୍ବଲପୁର, ଦେଓଗଡ, କେଉଁଝର , ଅନୁଗୁଳ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ସହିତ ଝାଡସୁଗୁଡା , ସୁନ୍ଦର ଗଡ , ସମ୍ବଲପୁର, ଦେଓଗଡ, କେଉଁଝର , ଅନୁଗୁଳ , ମୟୁରଭ଼ଞ , ବାଲେଶ୍ୱର , ଭଦ୍ରକ , ଏବଂ କନ୍ଧମାଳ ଜିଲ୍ଲା କୁ ୱୋଲ ୱାର୍ଣ୍ଣିଂ ଜାରି କରା ଜାଇଛି ।ଏହି ସବୁ ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ହେବା ସହିତ ଘଡ ଘଡି ର ବି ସମ୍ଭାବନା ରହିଛି ,ସେହି ପରି ଭାବେ ଏହି ଦିନ ରେ ଏହି ଲଘୁଚାପ କୁ ନେଇ ସତର୍କ ବାଣୀ ଦେଇ ଥିବା ବେଳେ ଏହି ରାଜ୍ୟ ରେ ପାର୍ବଣ ଋତୁ ରହି ଥିବା ବେଳେ ।ଏହାକୁ ନେଇ ଏହି ମାସ ଟି ସଂମ୍ପର୍ଣ୍ଣ ଭାବେ ବର୍ଷା ଦେଖିବା ପାଇଁ ମିଳିବା ସହିତ ରାଜ୍ୟ ର ଉପକୂଳ ବର୍ତି ଜିଲ୍ଲା ମାନଙ୍କରେ ମତ୍ସ୍ୟ ଜିବୀ ମାନଙ୍କୁ ସମୁଦ୍ର ମଧ୍ୟ କୁ ଏହି ଦିନ ରେ ଯିବାକୁ ମନା କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗ ବିଭାଗ । ତେବେ ସେହି କ୍ଷେତ୍ର ରେ ଉତ୍ତର ଆଭ୍ୟନ୍ତରଣିୟ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇ ଥିବା ଏହି ଲଘୁଚାର ଆଜି ସଂନ୍ଧ୍ୟା ସୁଧା ଲୋ ପ୍ରସେର ର ରୂପ ନେଇ ଓଡ଼ିଶା ମୁହାଁ ଆଗଉ ଥିବାରୁ ଏହାର ମୁକାବିଲା କରିବା ସହିତ 14 ତାରିଖ ରୁ 17 ତାରିଖ ଯାଏ ଏହାର ପରିମାଣ ଓଡ଼ିଶା ର କିଛି ଜିଲ୍ଲା ମାନଙ୍କ ରେ ଖୁବ୍ ଅଧିକ ରହିବ ବୋଲି ସୂଚନା ରହିଛି ।

Love To Share

Leave a Reply

Your email address will not be published. Required fields are marked *