ଝିଅକୁ ଦେଖି ସିଂପାଞ୍ଜି କଲା କିଛି ଏପରି କାରନାମା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

fhtjilkghfty gy

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଝିଅ ଟିକୁ ଦେଖି ସିମ୍ପାଜି ହୋରେଇଲା ନିଜର ହୋସ ଝିଅ ଟିକୁ ଦେଖିବା ପରେ କିଛି ଏମିତି କାର୍ଯ୍ୟ କରିଲା ସିମ୍ପାଜି ଜାହାକୁ ଆପଣ ମାନେ ବି ଦେଖିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇ ଯିବେ , ତେବେ ବନ୍ଧୁଗଣ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ସାଧାରଣ ଭାବେ ପୃଥୀର ରେ ବହୁତ ପ୍ରକାରର ଜିବ ଜନ୍ତୁ ରହିଛନ୍ତି । ହେଲେ ଯଦି ଆମେ ବୁଝିବା ଏବଂ ଚିନ୍ତା କରିବା ବିଷୟ ରେ କହିବା ତେବେjkhjkjzdc

ଏମିତି ଗୋଟିଏ ଜିବ ରହିଛି ଯିଏ ଏହି ସବୁ ମାମଲା ରେ ଦୁଇ ନମ୍ବର ସ୍ଥାନ ରେ ଆସେ ସେହି ଜବ କୁ ଆମେ ମାନେ ସିମ୍ପାଜୀ ନାମ ରେ ଜାଣିଛୁ , ଏବଂ ବର୍ତମାନ ସମୟ ରେ ଏମିତି ଗୋଟିଏ ଭିଡ଼ିଓ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି । ଯେଉଁ ଠାରେ ଏହି ସିମ୍ପାଜି ର କାମ କୁ ଦେଖି ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇ ଯିବେ ଏବଂ ଦେଖିବା ପାଇଁ ଗଲେ ଏହି ଭାଇରଲ ହୋଇ ଥିବା ଭିଡ଼ିଓ ରେ ଗୋଟିଏ ଝିଅ ଏବଂ ସିମ୍ପାଜି ଦେଖା ଜାଉଛନ୍ତି , ଏହି ଠାରେ ଗୋଟିଏ ଝିଅ ଏବଂ ତାଙ୍କର ସାଥି ମାନେ ଜଙ୍ଗଲ କୁ ଜାଉଛନ୍ତି ଏବଂ ପରେ ସେହି ସିମ୍ପାଜି ଦେଖା ହେଲା ଏବଂ ପରେ ସେହି ଝିଅ ସିମ୍ପାଜି କୁ ଭଲ ଲାଗିଲାghgldsz

ଏବଂ ପରେ ସେହି ସିମ୍ପାଜି ପାଖରେ ବସିଲା ଏବଂ ଝିଅ ବି ପାଖରେ ବସିବା ପରେ କିଛି ଖାଦ୍ୟ ସେହି ଝିଅ ଟି ଖୁଆଇଲା ଏବଂ ପରେ ସେହି ଝିଅ ସହିତ ପ୍ରେମ ହୋଇ ଗଲା ଏହା ପରେ ସିମ୍ପାଜି ଝିଅ ର ହାତ ଧରି ନେଲା ଏବଂ ପରେ ସେ ଲଗାତାର ଭାବେ କିସ୍ କରିବା ପାଇଁ ଲାଗିଲା ଏବଂ ମୋଟେ ବି ସେହି ଝିଅ କୁ ଛାଡିବା ପାଇଁ ପ୍ରସ୍ତୁତ ନ ଥିବା ବେଳେ ସେହି ଝିଅ ର ସାଙ୍ଗ ମାନେ ସିମ୍ପାଜି ଖାଦ୍ୟ ଦେଲେ ଏବଂ ଜାହାକୁ ଦେଖି ସେହି ଝିଅ ର ହାତ କୁ ଛାଡି ଖାଦ୍ୟ ଆଡକୁ ଚାଲି ଜାଇ ଥିଲା ଏବଂuykkg

ପରେ ସେହି ଝିଅ ଟି ସେହି ଠାରୁ ଖସି କରି ଆସି ପାରି ଥିଲା ନଚେତ୍ ସେହି ସିମ୍ପାଜି ମୋଟେ ବି ଝିଅ କୁ ଛାଡିବା ପାଇଁ ପ୍ରସ୍ତୁତ ନ ଥିଲା ଏବଂ ଯେଉଁ ସମୟ ରେ ସେହି ସିମ୍ପାଜି ଝିଅ ର ହାତ ଧରି ଥିଲା ତେବେ ସେହି ସମୟ ରେ ଝିଅ ର ସ୍ପନ୍ଦନ ବଢି ଜାଇ ଥିଲା ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *