ସେ ପାଗଳ ଭଳି ଭଲ ପାଇବ ଓ ବହୁତ ମିସ କରିବ

jhkdgdftjhguk

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏମିତି କିଛି ଟିପ୍ସ ଦେବୁ କି ଆପଣ ଭଲ ପାଉଥିବା ଆପଣ ଙ୍କର ପାର୍ଟନ ର ଦିନ ତମାମ ଆପଣ ଙ୍କ କଥା ଭାବିବ ଆପଣ ଙ୍କ ବିନା ଗୋଟେ ମୁହୁର୍ତ ବି ରହି ପାରିବ ନାହିଁ ତେବେ ବନ୍ଧୁଗମଣ ଏହି ଟିପ୍ସ ର ଅଧିକ ବ୍ୟବହାର କରନ୍ତୁ ନାହିଁ ଆଉ ଯଦି ଆପଣ ଏହାକୁ ଅଧିକ ବ୍ୟବହାର କରନ୍ତି ତେବେ ଏହା ଆପଣ ଙ୍କର ସଂମ୍ପର୍କ ମଧ୍ୟ ରେ କ୍ଷତି ପହଞ୍ଚାଇବ ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ଟପିକ ଯଦି ଆପଣ ଚାହାନ୍ତି କି ଆପଣ କୁ କେହି ଦିନ ଯାକ ଆପଣ ଙ୍କ କଥା କୁ ମନେ ପକାଉ ଆଉ ଆପଣ ଙ୍କୁ ମିସ୍ କରୁ ଆପଣ କାହାକୁ ମିସ୍ କରନ୍ତି ଯିଏ ଆପଣ ଙ୍କ ଠାରୁ ଦୂର ରେ ଥାଏ ବା ସବୁବେଳେ ଆପଣ ଙ୍କ ପାଖ ରେ ନ ଥାଏ।vfdhfgjhjk,

କେହି ଯଦି ଆପଣ ଙ୍କ ସହ ଦିନ ଯାକ ମିଶି ଯାଆନ୍ତି କିମ୍ବା ଦିନ ଯାକ ଫୋନ କରନ୍ତୁି ଆମେ କାହିଁକି ତାକୁ ମନେ ପକାଇବା ତାଙ୍କ ମେସେଜ୍ ଆସୁ ଆସୁ ଆପଣ ତୁରନ୍ତ ରିପ୍ଲାଏ କରି ଦିଅନ୍ତି ଫୋନ ଆସୁ ଆସୁ ତୁରନ୍ତ ଜବାବ ଦେଇ ଦିଅନ୍ତି ଏହା ଦ୍ୱାରା ସାମ୍ନା ବାଲା ଭାବନ୍ତି କି ଆପଣ ତାଙ୍କ ପାଇଁ ସବୁବେଳେ ଉପଲବ୍ଧ ଅଛନ୍ତି ଯେଉଁ ମାନେ ସବୁ ବେଳେ ଅନ୍ୟ ମାନଙ୍କ ପାଇଁ ଉପଲବ୍ଧ ଥାଆନ୍ତି ସେମାନଙ୍କୁ କେହି ଗୁରୁତ୍ୱ ଦିଅନ୍ତି ନାହିଁ ମେସେଜ ଆସିଲେ ଲେଟ ରେ ରିପ୍ଲାଏ କରନ୍ତୁ ଫୋନ କରିବା କମ୍ କରି ଦିଅନ୍ତୁ ବେଳେ ବେଳେ କାମ ବାହନା କରି ନିଜ ପଟ ରୁ ଫୋନ କାଟିବା ଶିଖନ୍ତୁ ଜଣ ଙ୍କର ଅଭାବ ଆଉ ଜଣେ ଅନୁଭବ।hgkhDSgdh

କଲେ ହିଁ ଜଣକ ର ଗୁରୁତ୍ୱ ଆଉ ଜଣେ ବୁଝିବ ଆଉ ଯଦି ଆପଣ କୈଣସି ଜାଗା କୁ ବୁିଲିବାକୁ ଯାଇଥାନ୍ତି ତେବେ ଆପଣ ଙ୍କ ର ଏକ ଫୋଟ ଉଠାଇ ତାଙ୍କୁ ପଠାନ୍ତୁ ଏଭଳି କରିବା ଦ୍ୱାରା ସେ ଯେତେବେଳେ ଏକା ରହିଥିବେ ସେ ଆପଣ ଙ୍କ ଫୋଟ କୁ ଦେଖି ଆପଣ ଙ୍କ କଥା ମନେ ପକାଇବ ଏବଂ ଏହା ସହିତ ଆପଣ ତାଙ୍କ ସହ ସୋସିଆଲ ମିଡିଆ ରେ ଚାଟ କରନ୍ତୁ ଏଭଳି କରିବା ଦ୍ୱାରା ସେ ଯେତେବେଳେ ଆପଣ ଙ୍କ ଉପରେ ରାଗି ଥିବେ ସେତେବେଳେ ସେ ଆପଣ ଙ୍କ କରିଥିବା ଚାଟ ଗୁଡିକ ଦେଖି ଆପଣ ଙ୍କୁ ମନେ ପକାଇବେ।bgcvmnjhb,

ଏବଂ ଏହା ସହିତ ଆପଣ କିଛି ଖୁସି ମୁହୁରତ୍ର ଫୋଟ ଉଠାଇ ସୋସିଆଲ ମିଡିଆ ରେ ଅପଲୋଡ କରନ୍ତୁ ଆଉ ସେ ଏହାକୁ ଦେଖିବା ପରେ ଭାବିବେ କି ଆପଣ ତାଙ୍କ ବିନା ବହୁତ ଖୁସି ରେ ଅଛନ୍ତି ତାଙ୍କ ବ୍ୟତୀତ ଆପଣ ଙ୍କ ଲାଇଫ ରେ କେହି ଆସି ଗଲା ବାବିବେ ଆଉ ସେ ନିଜେ ଆପଣ ଙ୍କୁ ଫୋନ କିମ୍ବା ମେସେଜ କରିବେ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *