11 ବର୍ଷ ରୁ କେରିଅର ଆରମ୍ଭ କରି ଏବେ ସନି ଲିୟନୀ ଙ୍କୁ ବି ଟପି ଗଲେଣୀ କାଲଜ

ବର୍ତମାନ ସମୟ ରେ ବଲିଉଡ ବା ଟଲିଉଡ ଷ୍ଟାର ନୁହେଁ ବରଂ ଭଜପୁରୀ ଅଭିନେତ୍ରୀ ମାନେ ବି ଆଜିର ଦିନ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛନ୍ତି । ତେବେ ଆପଣ ମାନେ ଏଠାରେ ରାନୀ ଚାଟାର୍ଜି ଏବଂ ମନାଲିସା ଙ୍କୁ ନେଇ ନିଅନ୍ତୁ , ଆଜି ଦୁଇ ଜଣ ଜାକ ଭଜପୁରୀ ଏବଂ ହିନ୍ଦୀ ସିନେମା ରେ ନାମ କମାଉଛନ୍ତି । ସେହି ପରି ଏହି ଲିଷ୍ଟ ରେ ଆଉ ଗୋଟିଏ ନାମ ବି ଯୋଡି ହେବାକୁ ଯାଉଛି । ତେବେ ବନ୍ଧୁଗଣ ଭଜପୁରୀ ଅଭିନେତ୍ରୀ କାଜଲ ରାଗୱାନୀ ଙ୍କୁ କିଏ ବାନ ଜାଣେ । ସେମିତି ରେ ନିଜର ସୋସିଆଲ

ଏକାଉଣ୍ଟ ରେ ବହୁତ ଗୁଡିଏ ଫେନ୍ସ ଏବଂ ଫୋଲ୍ଲଇଂ ରହି ଥିବା ବେଳେ ବିଗତ ଦିନ ରେ ସେ ନିଜର ଫୋଟ ଛାଡୁ ଥିବାର ଦେଖିବା ପାଇଁ ମିଳିଛି , ସେ ବହୁତ କମ୍ ସମୟ ରେ ହିଁ ଇଣ୍ଡଷ୍ଟ୍ରୀରେ ବହୁତ ବଡ ଅଭିନେତ୍ରୀ ଭାବେ ପରିଚିତ ହୋଇଛନ୍ତି । ହେଲେ ସେ ଗୁଜୁରାଟ ର ଅଟନ୍ତି  ତେବେ ସେ 16 ବର୍ଷ ବୟସ ରେ ହିଁ ଅଭିନୟ ଗୁଜୁରାଟୀ ଫିଲ୍ମ ରୁ ଆରମ୍ଭ କରି ଥିଲେ । ଏବଂ ପରେ ଭଜପୁରୀ ରେ ସେ 20 ବର୍ଷ ବୟସ ରେ ହିଁ କେରିଅର ଆରମ୍ଭ କରି ଦେଇ ଥିଲେ । ଏବଂ ଗୋଟିଏ ଇଣ୍ଟର୍ଭ୍ୟୁ ରେ କହି ଥିଲେ କି ତାଙ୍କୁ କେବେ ବି ଭଜପୁରୀ ରେ କାମ କରିବା ପାଇଁ କେବେ ବି କଷ୍ଟ ଉଠେଇବା ପାଇଁ ପଡି ନାହିଁ ।

ଏଠାରେ ବହୁତ ଏନଜୟ କରି ଥାନ୍ତି । ଏବଂ ସେ ଛୋଟ ସମୟ ମାନେ 11 ବର୍ଷ ରୁ ହିଁ ଗୋଟିଏ ମରାଠୀ ଫିଲ୍ମ ରେ କାମ କରି ଥିଲେ ଏବଂ ପରେ ସେ ବହୁତ ଇଚ୍ଛା କରି ଥିଲେ କି ସେ ଫିଲ୍ମ ରେ କାମ କରିବେ ବୋଲି ଏବଂ ବର୍ତମାନ ସମୟ ରେ ସେ ସଂମ୍ପର୍ଣ୍ଣ ଭାବେ ସେମିତି ଜଣେ ଅଭିନେତ୍ରୀ ହୋଇ ସାରିଛନ୍ତି , ସେମିତି ରେ ତାଙ୍କର ଅଭିନୟ କେରିଅର ବିଷୟ ରେ କହିବା ପାଇଁ ଗଲେ ସେ ନିଜର ଏକ ଇଣ୍ଟର୍ଭ୍ୟୁ ରେ ଏମିତି ଭାବେ କହି ସାରିଛନ୍ତି କି ସେ ନିଜର ଏହି କେରିଅର କୁ ଗଠନ କରିବା ପାଇଁ ବହୁତ ପରିଶ୍ରମ କରିବା ସହିତ ବହୁତ

ସମୟ ରେ ତାଙ୍କୁ କୋମ୍ପ୍ରମାଇଜ୍ କରିବା ପାଇଁ ପଡିଛି ବୋଲି ସେ କହି ଥାନ୍ତି , ସେହି ପରି ଆଜିର ଦିନ ରେ ଏକ ଜଣା ସୁଣା ନାମ ହୋଇ ସାରି ଥିବା ବେଳେ ଆଗାମୀ ଦିନ ରେ ସେ ବଲିଉଡ ରେ କାମ କରି ପାରନ୍ତି ବୋଲି ସୂଚନା ମିଳିଚି ତେବେ ଆପଣ ମାନଙ୍କୁ କାଜଲ ରାଗୱାନୀ ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ  କମେଣ୍ଟ କରିବେ , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *