ଆସିଥିଲେ ଭାରତ ବୁଲି କିନ୍ତୁ ଯିବାବେଳେ କରିଗଲେ ଏମିତି କାମ କି ଲୋକ ଚାହିଁ ରହିଲେ

ବାରଣାସୀ ର ସିରର ରାମନଗର ର ବିଜନ ପୁର ରେ ଲୋକ ମାନଙ୍କୁ ଏହି ଦିନ ରେ ଗୋଟିଏ ଅଜବ୍ ଗଜବ୍ କାଣ୍ଡ ଦେଖିବା ପାଇଁ ମିଳି ଥିଲା ।ଇଟାଲୀ ରୁ ଭାରତ କୁ ବୁଲିବା ପାଇଁ ଆସି ଥିବା ଜଣେ ପର୍ଯ୍ୟଟକ  1 ଲକ୍ଷ 33 ହଜାର ଭୋଲ୍ଟ ର ତାର ଜାଇ ଥିବା ଖୁଣ୍ଟି ରେ ଚଢି ଜାଇ ଥିଲେ  ସେ ପର୍ଯ୍ୟଟକ ପାଖା ପାଖି 50 ଫୁଟ ଉପର କୁ ଚଢିବା ପରେ ଲୋକ ମାନେ ଭାବିଲେ , ବୋଧ ହୁଏ ପର୍ଯ୍ୟଟକ ଜଣଙ୍କ ବାରଣାସୀ ର ଭିଡ଼ିଓ କରିବା ପାଇଁ ଚାହୁଁଛନ୍ତି । ଏବଂ ସେମିତି ବେଳେ ଦେଖୁ ଦେଖୁ ସେହି ପର୍ଯ୍ୟଟକ ଜଣଙ୍କ ତଳକୁ ଡେଇଁ ପଡିଲେ ।

ତାଙ୍କର ଏହି କାଣ୍ଡ ଦେଖି ସାଧାରଣ ଲୋକ ମାନଙ୍କ ନିଶ୍ୱାସ ଅଟକି ଜାଇ ଥିଲା । ହେଲେ ସେମିତି ବେଳେ ଟିକିଏ ସମୟ ପରେ ସେହି ଲୋକ ମାନେ ଟିକିଏ ଆସ୍ୱସ୍ଥୀ ହେଲେ ଯେତେ ବେଳେ ସେହି ପର୍ଯ୍ୟଟକ ଙ୍କ ପାରାସୁଟ୍ ଖୋଲିବାକୁ ଲାଗିଲା ଏବଂ ସେ ଆକାଶ ରେ ଉଡିବାକୁ ଲାଗିଲେ । ସେହି ଇଲେକ୍ଟ୍ରୀ ଖୁଣ୍ଟ ତଳେ ଛିଡା ହୋଇ ସେହି ପର୍ଯ୍ୟଟକ ଙ୍କ ପତ୍ନୀ ସେହି ଭିଡ଼ିଓ କୁ ଉଠାଉ ଥିଲେ । ସେହି ସମୟ ରେ ସାଧାରଣ ଳୋକ ମାନେ ଏହି ଭିଡ଼ିଓ କୁ ସୁଟ୍ କରୁ ଥିଲେ , ଏହି ଭିଡ଼ିଓ ଟି ବହୁତ ପରିମାଣ ରେ ଭାଇରଲ ହେବା ପରେ ସେହି ପର୍ଯ୍ୟଟକ ଙ୍କୁ ପୋଲିସ୍ ତଲାସିବା ଆରମ୍ଭ କରିଛି ।

ସେମିତି ରେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେମାନେ ସେଠାକାର ପରିବେଶ କୁ ବେସ୍ ଉପଭୋଗ କରିଲେ ମଧ୍ୟ । ହେଲେ ଜଣା ନାହିଁ । କଣ ପାଇଁ ସେମାନେ 1 ଲକ୍ଷ 33 ହଜାର ଭୋଲ୍ଟ ର ତାର ଜାଇ ଥିବା ଖୁଣ୍ଟି ରେ ଚଢି ଜାଇ ଥିଲେ ଏବଂ ଆଶ୍ଚର୍ଯ୍ୟ ଜନକ ପରି ଡେଇଁ ମଧ୍ୟ ପଡି ଥିଲେ  ତେବେ ଏମିତି ରେ ପୋଲିସ୍ ବର୍ତମାନ ସମୟ ରେ ସେମାନଙ୍କୁ ଏହି ବିଷୟ ରେ ପଚାରୁ ଥିବା ବେଳେ ସେମାନଙ୍କ ତଲାସ୍ ରେ ବି ସେମାନଙ୍କ ପାଖରୁ କିଛି ମିଳି ନାହିଁ  ହେଲେ ସେମାନେ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ପେ ବୋବାଲ ମଚେଇ ଦେଇଛନ୍ତି ।

ଏମିତି ଘଟଣା କୁ ନେଇ ବର୍ତମାନ ସମୟ ରେ ସେହି ସ୍ଥାନିୟ ଲୋକ ମାନେ  ଆଶ୍ଚର୍ଯ୍ୟ ହୋଇ ଜାଇ ଥିବା ବେଳେ ଏହାର କିଛି ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି , ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସୂଚନା ଦେବୁ କି ଭାରତ କୁ ପ୍ରତି ବର୍ଷ 90 ଲକ୍ଷ ବିଦେଶୀ ପର୍ଯ୍ୟଟକ ମାନେ ଆସି ଥାନ୍ତି । ଏବଂ ସେମାନେ ସବୁ ସମୟ ରେ ଏମିତି କିଛିି ମଜାଦାର୍ ଏଡ୍ଭେଞ୍ଚର କରିବାରେ ମନ ବଳେଇ ଥାନ୍ତି , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *