ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ ଆପଣ ମାନଙ୍କୁ ବର୍ତମାନ ସମୟ ରେ ଜଣେଇବୁ ଏକ ବହୁତ ବଡ ଦୁଖଃ ଖବର ହଁ ବନ୍ଧୁଗଣ ଆଜି ସେହି ବରିଷ୍ଟ ଅଭିନେତା ରବି ମିଶ୍ର ମୃତ୍ୟୁ ବରଣ କରିଛନ୍ତି ତେବେ କଣ ରହିଛି ଏହାକୁ ନେଇ ସଂମ୍ପର୍ଣ୍ଣ ଖବର ଆସନ୍ତୁ ଜାଣି ନେବା ବନ୍ଧୁଗଣ ଗତ କିଛି ଦିନ ହେବ ଆମର ରବି ମିଶ୍ର ଭୁବନେଶ୍ୱର ର ଏକ ଘୋରଇ ହସ୍ପିଟାଲ ରେ ଚିକିତ୍ସିତ ହେଉ ଥିବା ବେଳେ ଦୁଖଃ ର କଥା କି ଆଜି ସକାଳେ ହିଁ ତାଙ୍କର ହୃତଘାତ ରେ ପରଲୋକ ହୋଇ ଜାଇଛି , ସେମିତି ରେ ରବି ମିଶ୍ର ଆଗରୁ ଅନେକ ଗୁଡିଏ ଫିଲ୍ମ ସହିତ ଅନେକ ସିରିଏଲ
ରେ ବି କାମ କରି ସାରିଛନ୍ତି ସେମିତି ରେ ଏହି ଦିନ ରେ ସେ ନୂଆ ମେଗାଧାରା ବାହୀକ ହେ ପ୍ରଭୁ ର ସୁଟିଂ କରୁ ଥିବା ସମୟ ରେ ସୁଟିଂ ସେଟରୁ ସିଧା ମେଡିକାଲ ଜାଇ ଥିଲେ ଏବଂ ସେଠାରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କଲେ ଅଭିନେତା ରବି ମିଶ୍ର। ଗୋପାଳ ରହସ୍ୟ ସିରିଏଲର ମୁଖ୍ୟ ଚରିତ୍ରରେ ଅଭିନୟ କରି ବର୍ଷ ବର୍ଷ ଧରି ଲୋକଙ୍କୁ ହସାଉଥିବା ବର୍ଷୀୟାନ ଅଭିନେତା ରବି ମିଶ୍ର ଶେଷରେ ନୀରବି ଗଲେ। 64 ବର୍ଷ ବୟସରେ ହୃଦଘାତ ରେ ତାଙ୍କ ପରଲୋକ ହୋଇଯାଇଛି
ବର୍ତ୍ତମାନ ସମୟରେ ‘ହେ ପ୍ରଭୁ’ ସିରିଏଲରେ ସେ କାମ କରୁଥିଲେ ରବି ,ଏହି ସିରିୟଲରେ ସେ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ଜେଜେ ଭୂମିକାରେ ଅଭିନୟ କରୁଥିଲେ ସେହିପରି ଓଡିଆ ଫିଲ୍ମ ସୌଭାଗ୍ୟବତୀରେ ଅଭିନୟ କରି ଖୁବ୍ ପ୍ରଶଂସା ସାଉଁଟିଥିଲେ । ତେବେ ରବି ମିଶ୍ରଙ୍କ ପରଲୋକରେ ଓଡିଆ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ତେବେ ଏବେ ଏବେ ତାଙ୍କ ଶେଷ ଭିଡିଓ ଭାଇରାଲ ହେଉଛି ଉପରେ ଆପଣ ସେହି ଭିଡିଓ କୁ ଦେଖି ପାରୁଥିବେ
ଆପଣଙ୍କୁ ଏହି ମହାନ ଅଭିନେତାଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ରେ ଜଣେଇବା ପାଇଁ ମୋଟେ ବି ଭୁଲିବେ ନାହିଁ ଏରହା ସହିତ ଆପଣ ମାନେ ତାଙ୍କର ଆତ୍ମା ର ସଦଗତି ପାଇଁ ନିଶ୍ଚିତ ଭାବେ ପ୍ରାର୍ଥନା କରିବା ପାଇଁ ଭୁଲିବେ ନାହିଁ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।