ଷ୍ଟେଟ ବ୍ୟାଙ୍କରେ ଖାତା ଥିଲେ ଦେଖନ୍ତୁ ଖୁସି ଖବର |

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଆପଣ ମାନେ ଯଦି ଷ୍ଟେଟ ବ୍ୟାଙ୍କ ର ଏକ ଗ୍ରାହକ ହୋଇଥାନ୍ତି ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ନିଶ୍ଚିତ ଭାବରେ ପଢନ୍ତୁ ,

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଭାରତୀୟ ଷ୍ଟେଟ ବ୍ୟାଙ୍କ ତାର ସମସ୍ତ ଗ୍ରାହକ ମାନଙ୍କୁ ଖୁସି କରାଇବା ପାଇଁ ସଦା ସର୍ବଦା ଗ୍ରାହକ ମାନଙ୍କ ପାଇଁ କିଛି ନା କିଛି ନୂଆ ନୂଆ ସ୍କିମ ସବୁ ବାହାର କରିଥାଏ , ଯେଉଁଥିପାଇଁ କି ଭାରତୀୟ ଷ୍ଟେଟ ବ୍ୟାଙ୍କ ରେ ରହିଥିବା ସମସ୍ତ ଗ୍ରାହକ ମାନେ ଏହି ସୁବିଧା ର ଲାଭ ଉଠାଇ ଖୁସି ରେ ଥାଆନ୍ତି , ତେବେ ବନ୍ଧୁଗଣ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ପୁଣି ଆସିଲା ଆଉ ଏକ ଖୁସି ଖବର , ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା ସେହି ଖବର ଟି କଣ ,

sbi

ତେବେ ବନ୍ଧୁଗଣ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏବେ ଆସିବାକୁ ଯାଉଛି ୱାଟ୍ସଆପ ବ୍ୟାଙ୍କିଙ୍ଗ ଯେଇଁଥିରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଗ୍ରାହକ ମାନେ ଏବେ ତାଙ୍କର ମୋବାଇ ଯୋଗେ ଆପଣ ମାନେ ଆପଣ ଙ୍କ ର ବ୍ୟାଙ୍କ ଆକାଉଣ୍ଟ ର ଜମା ରାଶି ଜାଣି ପାରିବେ ଏବଂ ଏହା ସହ ଆପଣ ମାନେ ମଧ୍ୟ ଆପଣ ଙ୍କ ଖାତା ରେ କାରଯାଇଥିବା ସମସ୍ତ ଟ୍ରା଼ଞ୍ଜାକ୍ସନ ସେଥିରେ ଆପଣ ଦେଖି ପାରିବେ ।

ତେବେ ଏହି ସୁବିଧା କୁ ଆପଣ ପାଇବାକୁ ହେଲେ ଆପଣ ଙ୍କୁ କିଛି କରିବାକୁ ହେବ ତେବେ ଆସନ୍ତି କଣ କରିବେ , ତେବେ ଆପମ ଙ୍କୁ ପ୍ରଥମେ ଆପଣ ଙ୍କ ର ରେଜିଷ୍ଟର ରହିଥିବା ନଂ. ରୁ ଆପଣ +91 9022690226 ନଂ ରେ ଆପଣ ଙ୍କ ରେଜିଷ୍ଟର ମୋବାଇଲ ନଂ ରେ ରହିଥିବା ୱାଟ୍ସଆପ ରୁ ପ୍ରଥମେ ହାଏ ଏସଏମଏସ କରିବା ପରେ ଏହା ପରେ ଆପଣ ଙ୍କୁ ସେଥିରେ ସମସ୍ତ ଗାଇଡ ଲାଇନ ଆସିବ ଏବଂ ଯାହାକି ଆପମ ମାନେ ସେହି ଗାଇଡ ମୁତାବକ ଆପଣ ଙ୍କ ଆକାଉଣ୍ଟ ର ସମସ୍ତ କାର୍ଯ୍ୟ କରି ପାରିବେ ।

ତେବେ ବନ୍ଧୁଗଣ ଏହା ରହିଥିଲା ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫ ରୁ କିଛି ନୂଆ ଅପଡେଟ ଯାହା ଦ୍ୱାରା ଏବେ ଆପଣ ଙ୍କ ର ବ୍ୟାଙ୍କ ର ସମସ୍ତ ବିବରଣି ଏବେ ଆପଣ ଙ୍କ ର ମୋବାଇଲ ଯୋଗେ ପାଇ ପାରିବେ , ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ କରି କମେଣ୍ଟ କରିବାକୁ ଭୁଲନ୍ତୁ ନାହିଁ ।

Love To Share

Leave a Reply

Your email address will not be published. Required fields are marked *