ଭଗବାନ ନିଜେ କହିଛନ୍ତି ଘରେ ଦରିଦ୍ରତା ବୃଦ୍ଧି ହେବାର ଏହି 4ଟି ମୂଖ୍ୟ କାରଣ ।

Rising poverty

ବନ୍ଧୁଗଣ ଆପଣ ମାନେ ଲକ୍ଷ କରିଥିବେ ଆଜିକାଲି ପରିବାର ରେ ପ୍ରାୟତହ ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ମଧ୍ୟ ରେ ମନାନ୍ତର ଓ ମତାନ୍ତର ଦେଖା ଦେଇଥାଏ ଏମିତିକି ବେଳେ ବେଳେ ଝଗଡା ମଧ୍ୟ ହୋଇଜାଇ ଥାଏ । ତେବେ ବନ୍ଧୁମାନେ ଏହାର କାରଣ ଯାହାବି ହେଉନା କାହିଁକି କିନ୍ତୁ ଏହାର ଖରାପ ପ୍ରଭାବ ସେମାନଙ୍କ ସନ୍ତାନ ସହିତ ପୁରା ପରିବାର ଉପରେ ପଡିଥାଏ, ଯାହା ଦ୍ୱାରା ପରିବାର ର ସମସ୍ତ ସୁଖ ସାନ୍ତି ନଷ୍ଟ ହୋଇଜାଇ ଥାଏ । ତେବେ ବନ୍ଧୁଗଣ ଯଦି ଆପଣଙ୍କ ଘରେ ବି ଯଦି ଏପରି ଝଗଡା ଲାଗି ରହୁଥାଏ ତେବେ ବସ୍ତୁ ଶାସ୍ତ୍ର ଅନୁସାରେ ଏପରି କିଛି ଉପାୟ ରହିଛି ଯାହା କୁ ଯଦି ଆପଣ ପାଳନ କରନ୍ତି ତେବେ ଆପଣଙ୍କ ଘରେ ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ମଧ୍ୟ ରେ କେବେବି ଝଗଡା ଲାଗିବ ନାହିଁ ଏବଂ ପୁଣି ଥରେ ଆପଣଙ୍କ ଘରେ ସୁଖ ସାନ୍ତି ର ବାତା ବରଣ ଫେରି ଆସିବ ।

ତେବେ ଆସନ୍ତୁ ଜାଣି ନେବା ସେହି ସବୁ ଉପାୟ ବିଷୟରେ , ସେମିତି ରେ ବନ୍ଧୁଗଣ ଆପଣ ମାନେ ବହୁତ ସମୟ ରେ ଆପଣ ମାନଙ୍କ ଘରେ ଏମିତି କିଛି ଜିନିଷ ଲୁଚି ଦେଇଥାନ୍ତି ଯାହାର ପରିମାଣ ରେ ଘରେ ନାକାରାତ୍ମକ ଉର୍ଜା ପ୍ରଭାବିତ ହୋଇଥାଏ , ତେବେ ଆପଣ ମାନେ ସେହି ସବୁ ଜିନିଷ କୁ ପ୍ରଥମେ ଘରୁ ବିଦା କରନ୍ତୁ ।

Others' clothes

ସେମିତି ରେ ଅନ୍ୟ ର କପଡା ବା ପୋଷାକ ଅସୁବିଧା ସମୟ ରେ ଆପଣ ମାନେ ଅନ୍ୟ ର ଡ୍ରେସ୍ ପିନ୍ଧନ୍ତି ହେଲେ ଆପଣ ମାନେ କେବେ ବି ଏହାକୁ ସବୁ ସମୟ ରେ ପିନ୍ଧନ୍ତୁ ନାହିଁ କାରଣ ସେହି ମଣିଷ ର ନାକାରାତ୍ମକ ଶକ୍ତି ଆପଣ ଙ୍କ ମଧ୍ୟ ରେ ପ୍ରବେଶ କରି ଥାଏ ଏହା ଫଳ ରେ ଆପଣ ମାନଙ୍କ ଦେହ ଖରାପ ମଧ୍ୟ ହୋଇଥାଏ ଏବଂ ଘରେ ମନାନ୍ତର ଦେଖିବା ପାଇଁ ମିଳେ ।

ସେହି ପରି ଅନ୍ୟ ଲୋକ ମାନଙ୍କ ବାଥ୍ ରୁମ୍ କେବେ ବି ବ୍ୟବହାର କରିବା କଥା ନୁହେଁ, କାରଣ ଏହା ଦ୍ୱାରା ରୋଗ ଗ୍ରସ୍ଥ ହେବାର ଆଶଂକା ରହି ଥାଏ । ଯଦି ଆପଣ ମାନଙ୍କ ବହୁତ ଜୁରୁରୀ ତେବେ ସ୍ନାନା ଗାର କୁ ସଫା କରି ହିଁ ଆପଣ ମାନେ ବ୍ୟବହାର କରନ୍ତୁ , ନଚେତ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ମନାନ୍ତର ଦେଖିବା ପାଇଁ ମିଳେ ।

Bathroom

ସେହି ପରି ଭୁଲ ରେ ଅନ୍ୟ ର ଚପଲ ବ୍ୟବହାର କରନ୍ତୁ ନାହିଁ ଅନ୍ୟ ର ଟକ୍ସିକ୍ ମାନେ ସବୁଠୁ ବିଶାକ୍ତ ଅଙ୍ଗ ହେଲେ ପାଦ ତେବେ ସେହି ପରି ବେଳେ ଆପଣ ମାନଙ୍କୁ ସଂଙ୍କ୍ରମଣ ହେବାର ଆଶଂକା ରହି ପାରେ ଏହା ସହିତ ଆପଣ ମାନଙ୍କ ଉପରେ ଏହାର ପ୍ରଭାବ ଆପଣ ମାନଙ୍କ ଜିବନ ଉପରେ ବି ପଡି ପାରେ ଏବଂ ଘରେ ନାକାରାତ୍ମକ ଉର୍ଜା ବି ଆଦାନ ପ୍ରଦାନ ହୋଇଥାଏ ଯାହା ଦ୍ୱାରା ଘରେ କଳହ ସୃଷ୍ଟି ହୋଇଥାଏ, ସେଥିପାଇଁ ଆପଣ ମାନେ କେବେବି ଅନ୍ୟର ଚପଲ ବ୍ୟବହାର କରନ୍ତୁ ନାହିଁ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *