ଏହି 5ଟି ଲକ୍ଷଣ ଥିବା କନ୍ୟା ନିଜ ସ୍ୱାମୀଙ୍କୁ କରନ୍ତି ମାଲାମାଲ୍ ଆପଣଙ୍କ ପତ୍ନୀ ପାଖରେ ଏହି ଲକ୍ଷଣ ରହିଛି କି ?

ବନ୍ଧୁଗଣ ଏହି ପାଞ୍ଚ ଟି ଲକ୍ଷଣ ରହି ଥିବା ଲୋକ ମାନେ ସ୍ୱାମୀ ଙ୍କୁ କରି ଥାନ୍ତି ମାଲାମାଲ୍ । ମଣିଷ ଶରୀର ର ହସ୍ତ ରେଖା ତଥା ଶରୀର ରେ ରହି ଥିବା ବିଭିନ୍ନ ଚିହ୍ନ ଏବଂ ଶାରୀରିକ ଗଠନ ରୁ ଜଣେ ଯୁବତୀ ଙ୍କର ସ୍ୱଭାବ ଏବଂ ଚରିତ୍ର ବିଷୟ ରେ ଜାଣି ହୋଇ ଥାଏ । ତଥା ସେମାନଙ୍କ ଭାଘ୍ୟ ଏବଂ ଭଭିଷ୍ୟୟତ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଆକଳନ କରି ହୋଇ ଥାଏ , ସେହି ପରି ସାମୁଦ୍ରିକ ଶାସ୍ତ୍ର ଏକ ପ୍ରାଚୀନ ଷାସ୍ତ୍ର ଯେଉଁ ଥିରେ ଏହି ବିଷୟ ରେ ସବୁ କିଛି ମିଳି ଥାଏ , ଏହି ଶାସ୍ତ୍ର ଅନୁସାରେ କନ୍ୟା ର ଲକ୍ଷଣ ଯଦି ଏହି 5 ପ୍ରକାରର ହୋଇ ଥାଏ ତେବେ ସେମାନେ ନିଜର ସ୍ୱାମୀ ଙ୍କୁ ମାଲା ମାଲ କରି ଦେଇ ଥାନ୍ତି । ତେବେ ଆମେ ଆଜି ଏଠାରେ ଆପଣ ମାନଙ୍କୁ ସେହି ସବୁ ଲକ୍ଷଣ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବୁ , ପ୍ରଥମ ଲକ୍ଷଣ ହେଲା କନ୍ୟା ର ଶୀର ଯଦି ଆଗ ପଟକୁ ଉଚ୍ଛା ରହି ଥାଏ ତେବେ ବି ସେ ସ୍ୱଭାଗ୍ୟବତୀ ହୋଇ ଥାନ୍ତି । ଏମାନେ ସବୁ ବେଳେ ସ୍ୱାମୀ ଙ୍କ ପ୍ରତି ବିଶ୍ୱସ୍ଥ ହୋଇ ଥାନ୍ତି । ଏବଂ ଚାରି ନମ୍ବର ଲକ୍ଷଣ ହେଲା ଯେଉଁ କନ୍ୟାଙ୍କର ତଳିପାଦ ଚିକଣ ଏବଂ ସମତଳ ହୋଇ ଥାଏ ସେମାନେ ଲକ୍ଷ୍ମୀବନ୍ତ ହୋଇ ଥାନ୍ତି , ଏମାନେ ସବୁ ବେଳେ ନିଜ ସ୍ୱାମୀ ଙ୍କ ପାଇଁ ବହୁତ ଶୁଭ ହୋଇ ଥାନ୍ତି । ଏମାନେ ସବୁ ବେଳେ ନିଜ ସ୍ୱାମୀ ଙ୍କୁ ଧନୀ ହେବାର ବି ବହୁତ ସାହାଯ୍ୟ କରି ଥାନ୍ତି । ସେହି ପରି ସେଷ ଲକ୍ଷଣ ହେଲା ଯେଉଁ ନାରୀ ର ଗଭୀର ନାଭୀ ଥାଏ ସେମାନେ ବି ଧନ ସଂମ୍ପତୀ କ୍ଷେତ୍ର ରେ ବହୁତ ଗୁରୁତ୍ୱର ହୋଇ ଥାନ୍ତି । ଏମାନେ ସ୍ୱାମୀ ଙ୍କୁ ଧନୀ କରିବାରେ ଲାଗି ପଡି ଥାନ୍ତି । ତେବେ  ଆଉ ଗୋଟିଏ ଲକ୍ଷଣ ଟି ହେଲା ସିଧା ବା ଉନ୍ନତ ସାଶା ବା ନାକ କୁ ଶୁଭଙ୍କର ବୋଲି କୁହା ଜାଇଛି , ଏହା ସହିତ ଲାଲ ରଙ୍ଗ ର ଓଠ ହୋଇ ଥିଲେ ମଧ୍ୟ ଅଧିକ ଶୁଭ ବୋଲି ବିବେଚନା ହୋଇଛି । ଏମାନେ ନିଜ ସ୍ୱାମୀ ନ ଙ୍କ ଭାଗ୍ୟ ଶାଳୀ କରି ଥାନ୍ତି , ଦ୍ୱତୀୟ ଲକ୍ଷଣ ଯେଉଂ କନ୍ୟା ମାନଙ୍କ ଜିଭ ଲମ୍ଭା ଏବଂ ବେକ ଛୋଟ ହୋଇ ଥାଏ ସେମାନେ ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇ ଥାନ୍ତି , ଏମାନେ ନିଜ ସ୍ୱାମୀ ଙ୍କ ଅଧିକ ଯତ୍ନ ନେଇ ଥାନ୍ତି  ଏମାନେ ସବୁ ସମୟ ରେ ନିଜର ସ୍ୱାମୀ  ପ୍ରତ୍ୟେକ କାର୍ଯ୍ୟ ହାତ ବଟେଇ ଥାନ୍ତି ଏବଂ ସେମାନଙ୍କ ପାଇଁ ଏମାନେ କିଛି ବି କରିବା ପାଇଁ ପ୍ରସ୍ତୁତ ରହି ଥାନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Love To Share

Leave a Reply

Your email address will not be published. Required fields are marked *