ଝିଅ ତୁମ ପ୍ରେମରେ ସବୁଦିନ ପାଇଁ ରହିବାକୁ ଚାହୁଁନି ୩ଟି ବଡ଼ ସଂକେତ

fgjgkhjlj

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ କିପରି ଜାଣିବା ଆମ ପାର୍ଟନର ଆମ ସହିତ ସବୁ ଦିନ ରହିବ କି ନାହିଁ ତେବେ ବନ୍ଧୁଗଣ ସାଇକୋଲଜି ର ସବୁଠୁ ବଡ ଭଲ ଗୁଣ ହେଉଛି ଯେ କୈଣସି ଘଟଣା ଘଟିବା ଆଗରୁ ସେ ଆମକୁ କିଛି ସଂଙ୍କେତ ମାଧ୍ୟମ ରେ ଜଣାଇ ଦେଇଥାଏ କି ଆମେ ଯାହାକୁ ଭଲ ପାଉଛେ ସେ ଆମ ସହିତ ସବୁ ଦିନ ପାଇଁ ରହିବ କି ନାହିଁ ଏ ସବୁ ସଂଙ୍କେତ ଆମକୁ ଆଗରୁ ଜଣା ପଡିଯିବ ଆଜି ଆମେ ପାର୍ଟନର 3 ଟି ବଡ ସଂଙ୍କେତ ବିଷୟ ରେ ଆଲୋଚନା କରିବା ଯାହା ଆମକୁ ପୂର୍ବ ରୁ ଆଭାସ ଦେବ ଯେ ଆମର ପାର୍ଟନର ଆମ ସହ ସାରା ଜୀବନ ।savfdghfhj

ହୋଇ ରହିବ କି ନାହିଁ ତାହାଲେ ଆମକୁ କଣ କରିବା ଦରକାର ଏହି ଚୟନ ଆପଣ ଙ୍କ ହାତ ରେ କିନ୍ତୁ ପ୍ରଥମେ ଜାଣିବାକୁ ପଡିବ ତା ପ୍ରେମ ଆପଣ ଙ୍କ ପ୍ରତି ରହିବ କି ନାହିଁ ପ୍ରଥମ ସଂଙ୍କେତ ହେଉଛି ସେ କେବେ ବି ତା ଅତୀତ କୁ ଭୁଲି ପାରେନି ମାନେ ପାର୍ଟନ ଆପଣ ଙ୍କର ଭୁଲ କୁ ଆପଣ ଙ୍କ ଆଗରେ ଦହରାଏ ଟିକେ ଟିକେ କଥା ରେ ଆପଣ ଙ୍କ ଉପରେ ରାଗେ ହୁଏତ ତା ପୁରୁଣା ପ୍ରେମିକ ବିଷୟ ରେ କଥା ହେଉ ତା ପୁରୁଣା ପ୍ରେମିକ ଙ୍କୁ ଆପଣ ଙ୍କ ସହ ତୁଳନା କରିବା କଥା ହେଉ କିମ୍ବା ତା ପୁରୁଣା ପ୍ରେମିକ ବିଷୟ ରେ ଆଉ କିଛି କଥା ହେଉ କିନ୍ତୁ ତା ଅତିତ କୁ ସେ ଭୁଲି ପାରେନି ପୁର୍ବ ।asGshdfghjfgj

କଥା କୁ ମନେ ପକାଇ ଦୁଃଖ କରେ ଅନୁତାପ କରେ କିମ୍ବା ତାର ଅତୀତ କୁ ବାରମ୍ବାର ଆପଣ ଙ୍କର ସାମନା ରେ ଦୁହୁରାଏ ଆପଣ ଙ୍କ ର ଭୁଲ ଗୁଡିକ ଗଣିବା ରେ ଲାଗି ଯାଏ ଭୁଲ ନ ଥିଲେ ବି ଆପଣ ଙ୍କ ଭୁଲ ବାହାର କରେ ଏହା ଦ୍ୱାରା କଣ ହୁଏନା ଆପଣ ଙ୍କର ଚେହେରା ତା ସାମନା ରେ ନଷ୍ଟ ହୁଏ ତେଣୁ ଆପଣ ଙ୍କୁ ବୁଝିବା କୁ ପଡିବ ଯେ ଏ ମଣିଷ ଆପଣ ଙ୍କ ସହିତ କେବେ ବି ରହିବ ନି ଯିଏ ନିଜର ପୁରୁଣା କଥା ।asfgedwsgg

କୁ ଭୁଲି ପାରୁନି ଯିେ ଆପଣ ଙ୍କୁ ତାର ପୁରୁଣା ପ୍ରେମିକ ବିଷୟ ରେ ବାରମ୍ବାର ମନେ ପକାଇ ଦେଉଛି ଯିଏ ଆପଣ ଙ୍କ ସହ ସାମନା ରେ ତାର ତାରିଫ କରୁଛି ସେ ମଣିଷ ଆପଣ ଙ୍କୁ କେମିତି ଭଲ ପାଇବ ଆପଣ ଙ୍କ ସହ ସବୁ ଦିନ ପାଇଁ ରହିବ ତେବେ ଏହି ଭଳି ଝିଅ ମାନ ଙ୍କୁ କେବେ ବି ନିଜର ପାର୍ଟନ ର କରନ୍ତୁ ନାହିଁଁ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *