ଆଜିଠାରୁ ଏହି 1ଟି ରାଶିରେ ମହାବିପଦ ଏହି ଉପାୟ କରନ୍ତୁ ନହେଲେ କୋପ ଦୃଷ୍ଟି ପଡି ପାରେ

gouo hsa

ଯେମିତି କି ଆମେ ମାନେ ଦେଖିଛେ କି ଗ୍ରହ ମାନଙ୍କ ଚଳନ କାରଣ ରୁ ହିଁ ଆମେ ମାନେ ଆମ ମାନଙ୍କ ଜିବନ ରେ ବହୁତ ପରିମାଣ ରେ ଅଦଳ ବଦଳ ଦେଖିବା ପାଇଁ ମିଳି ଥାଏ, କେବଳ ଏହି କାରଣ ରୁ ହିଁ ଆମ ମାନଙ୍କ ଜିବନ ରେ ଦୁଖଃ ଏବଂ ଶୁଖ ର ଆଗମନ ହୋଇ ଥାଏ, ସେହି ପରି ବେଳେ ଶନି ଙ୍କୁ ସବୁ ବେଳେ ନ୍ୟାୟ ଧୀସ ଉପାଧୀ ଦିଆ ଜାଇଛି ଯିଏ କି ଅନୁଚିତ କୀାର୍ଯ୍ୟ କରୁ ଥିବା ଲୋକ ମାନଙ୍କୁ ଦଣ୍ଡ ଦେବା ସହିତ ସେମାନଙ୍କୁ ଫଳ ପ୍ରଦାନ କରନ୍ତି ,ସେମିତି ରେ ଆମେ ଆପଣ ମାନଙ୍କୁ ଏମିତି କହିବାର କାରଣ ହେଲା କି ଏହି ଦିନ ରେ ଶନି ଦେବ ନିଜର ରାଶି ପରିବର୍ତନ କରିବା ପାଇଁ ଯାଉଛନ୍ତି ।yit79ol

ସେମିତି କ୍ଷେତ୍ର ରେ ଜାହାର ପ୍ରଭାବ କେବଳ ଗୋଟିଏ ରାଶି ଉପରେ ରହିବା ପାଇଁ ଯାଉଛି ହିନ୍ଧୁ ଧର୍ମ ଅନୁସାରେ ଆମ ଜିବନ ରେ ଯେଉଁ ସବୁ ଖରାପ୍ ଏବଂ ଭଲ ଫଳ ରହିଥାଏ ତେବେ ତାହା ସବୁ ଶନି ଦେବ ଙ୍କଦଶା କାରଣ ରୁ ହିଁ ହୋଇ ଥାଏ  ସେମିତି ରେ କହିବା ପାଇଁ ଚାହିଁବୁ କି ଏହି ମାଘ ମାସ ରେ ଶିନି ଦେବ ଧନୁ ରାଶି କୁ ଛାଡି ମକର ରାଶି ରେ ଜାଇ ବସିଛନ୍ତି । ସେହି ପରି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି 14 ଜାନୁଆରୀ 2017 ରେ ଏମିତି ଧନୁ ରାଶି ରେ ପ୍ରେବଶ କରି ଥିବା ବେଳେ ଏବେ ମକର ରାଶି ଉପରେ ବସିବା ପାଇଁ ଜାଉଛନ୍ତିujtiygjuj

,ତେବେ ଏହି ପରି କ୍ଷେତ୍ର ରେ କିଛି ରାଶି ମାନଙ୍କ ଉପରୁ ଶନି ଦଶା ଉଠି ଜାଉ ଥିବା ବେଳେ କିଛି ରାଶି ର ଉପରେ ଏହି ଦଶା ର ଆରମ୍ଭ ହେବ ,ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଯେଉଁ ରାଶି ବିଷୟ ରେ କହୁଛୁ ସେହି ରାଶି ଟି ହେଲା ମକର ରାଶି ଏହି ଦିନ ରେ ଏହି ରାଶି ଉପରେ ମହା ବିପତି ପଡି ପାରେ । ତେବେ ସେହି ପରି ବେଳେ ଏହି ଦିନ ରେ ଶନି ଙ୍କ ଦୃଷ୍ଟି ସବୁ ବେଳେ ଏହି ରାଶି ର ଉପରେ ହିଁ ରହିବା ପାଇଁ ଯାଉ ଥିବା ବେଳେ ଏମାନଙ୍କ ସବୁ କ୍ଷେତ୍ର ରେ ସାବଧାନ ରହିବା ପାଇଁ ପଡ଼ିବjfdjuu

ଏବଂ ଏମାନଙ୍କ ଅନାବଶ୍ୟକ ଖର୍ଚ୍ଚ ବଢିବା ସହିତ ଏମାନଙ୍କୁ କେହି ଜଣେ ବହୁତ ହଇରାଣ କରିବେ ,ଏହି ସମୟ ରେ ଚାକି୍ରୀ କ୍ଷେତ୍ର ରେ ସମସ୍ୟା ଗୁଡିକ ର ସାମ୍ନା କରିବା ପାଇଁ ପଡ଼ିବ ,ଏହି ସମୟ ରେ ଆପଣ ମାନଙ୍କ ଉପରେ ଶନି ମହାଦଶା ର ବିପରିତ ପ୍ରଭାବ ପଡ଼ିବା ପାଇଁ ଯାଉଛି । ତେବେ ଆପଣ ମାନେ ଟିକିଏ ସାବଧାନ ରହିବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *