ଆଜିର ମୁଖ୍ୟ ଖବର । ଏମିକି ଗ୍ରାମ ରେ ଫ୍ରୀ ରେ ମିଳିବ ୱାଇଫାଇ ସୁବିଧା କେନ୍ଦ୍ର ସରକାର ଙ୍କ ନୂା ଯୋଜନା

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ର କିଛି ଗୁରୁତ୍ୱ ପୁର୍ଣ୍ନ ଖବର । 1.ଏଣିକି ଏବେ ରାତି 9 ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ବ୍ୟାଙ୍କ ଅଫ ଇଣ୍ଡିଆ , ଆଜ୍ଞା ହଁ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଆସିଛି ଏହି ଖବର , ଏଣିକି ଗ୍ରାହକ ଙ୍କୁ ରାତି 9 ପର୍ଯ୍ୟନ୍ତ ବ୍ୟାଙ୍କର ସୁବିଧା ଉପଭୋଗ କରି ପାରିବେ ।
2. ଏଣିକି କେନ୍ଦ୍ର ସରକାର ଆଣିଲେ ପି.ଏମ୍. ବାଣୀ ନାମ ର ଏକ ଯୋଜନା । ଏହି ଯୋଜନା ମୁତାବକ ଏଣିକି ପ୍ରତି ଟି ଗ୍ରାମାଞ୍ଚଳ ରେ ମାଗଣା ରେ ମିଳିବ ଇଣ୍ଟରନେଟ ର ସୁବିଧା । ଏହି ପି.ଏମ୍. ବାଣୀ ନାମ ର ଏକ ଯୋଜନା କୁ ଆଜି କେବିନେଟ ରେ ନରେନ୍ଦ୍ର ମୋଦୀ ଙ୍କ ତରଫରୁ ଘୋଷଣା କରା ଯାଇଛି । କେବିନେଟ ମନ୍ତ୍ରୀ ରବି ଶଙ୍କର ପ୍ରଶାଦ ଏହି ପି.ଏମ୍. ବାଣୀ ନାମ ର ଏକ ଯୋଜନାerhrdyjtu

ସମ୍ପର୍କ ରେ ସୂଚନା ଦେଇଥିଲେ , ଯେପରି ଗ୍ରାମାଞ୍ଚଳ ମାଗଣା ରେ ମିଳିବ ଇଣ୍ଟରନେଟ ର ସୁବିଧା ପାଇ ପାରିବେ ସେ ନେଇ ସେ କହିଛନ୍ତି । ଏ ନେଇ ପ୍ରତିଟି ଗ୍ରାମାଞ୍ଚଳ ରେ 1କୋଟି ଡାଟା ସେଣ୍ଟର ପ୍ରତିଷ୍ଟା କରିବାକୁ ଅନୁୁମତି ଦିଆଯାଇଛି । ତେଣୁ ଏ ନେଇ 1072 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି କେବିନେଟ ମନ୍ତ୍ରୀ ରବି ଶଙ୍କର ପ୍ରଶାଦ । ପରବର୍ତୀ ଖବରଟି ହେଲା ଅନ୍ନଦାତା ଙ୍କ ଆନ୍ଦୋଳନ କୁ ଛୁଟୁଛି ସମର୍ଥନ ର ସୁଅ । ପୁରଷ୍କାର ପାଇଁ ମନା କଲେ କୃଷି ବୈଜ୍ଞାନିକ ମନ୍ତ୍ରୀ । ଏବେ ଦେଶ ରେ ଚାଲିଥିବା କୃଷକ ଙ୍କ ଆନ୍ଦୋଳନ କୁ ନେଇ ଦେଶ ବିଦେଶ ରୁ ସୁଅ ଛୁଟିଛି ।

ବ୍ରିଟେନ , କାନାଡା ଭଳି ଦେଶ ଭାରତ କୁ କୃଷକ ମାନଙ୍କ ଆନ୍ଦୋଳନ କୁ ସମର୍ଥନ ମିଳୁଥିବା ବେଳେ ଦେଶ ର କିଛି ଲେଖକ ଓ ଖୋଳାଳୀ କୃଷକ ଙ୍କର ଆନ୍ଦୋଳନ କୁ ସମର୍ଥନ କରି ସରକାର ଙ୍କ ଦ୍ୱାରା ଦିଆଯାଇଥିବା ପ୍ରଦପ୍ତ ପୁରସ୍କାର କୁ ଦେଖାଯାଇଛି । ଗତକାଲି ମଧ୍ୟ ରେ ଚକିତ କରିବା ପଞାବ ର ଲୁଧିଆନା ରୁ ଲୁଧିଆନା ସହ ପଞାବ କୃଷି ବିଶ୍ୱ ବିଦ୍ୟାଳୟ ର ମୃତ୍ତିକା ବୈଜ୍ଞାନିକ ବିରେନ୍ଦ୍ର ପାଲ ସିଂ କୃଷକ ମାନଙ୍କ ର ସମର୍ଥନ ରେ ବାହାରିଛନ୍ତି ।jhtukiuylu

ପରବର୍ତୀ ଖବର ହେଲା ଭାରତ ରେ କେମିତି ଚାଲିଛି କୋରନା ଟିକାର ପ୍ରସ୍ତୁତି କାମ ଦେଖିବାକୁ ବିଶ୍ୱ ର 64 ଟି ରାଷ୍ଟ୍ର ଦୂତ ଭାରତ ରେ କେମିତି ଚାଲିଛି କୋରନା ଟିକାର ପ୍ରସ୍ତୁତି କାମ ଭାରତ ରେ ଆଜି ପହଞ୍ଚିଛନ୍ତି ସାରା ବିଶ୍ୱ ର 64 ରାଷ୍ଟ୍ର ର ରାଷ୍ଟ୍ର ଦୂତ । ଆଜି ହାଇଦ୍ରାବାଦ ସ୍ଥିତ ବାଇଲୋଜିକାଲ ଟିକା ଇ ରେ ବୁଲି ଦେଖିବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *