ଏହି କାରଣ ପାଇଁ ବିବାହିତା ମହିଳାଙ୍କ ପଛ ରେ ଆକର୍ଷିତ ହେଇଥାନ୍ତି ପୁରୁଷ ମନେ

ବନ୍ଧୁଗଣ କିଛି ମହିଳା ରହିଛନ୍ତି ଯେଉଁ ମାନେ ନିଜ ସ୍ୱାମୀ ଙ୍କ ସହିତ ଅନ୍ୟ ଜଣଙ୍କ ସହିତ ସଂମ୍ପର୍କ ରଖୁଛନ୍ତି ,ଏବଂ ବିବାହ ପରେ ଏହା ଏମିତି ଭାବେ ସଂମ୍ପର୍କ ରଖିବା କିଛି ନୂଆ କଥା ନୁହେଁ । ନାରୀ ବିବାହ କରି ସାରିବା ପରେ ବି ଆପଣ ମାନେ କେମିତା ତାଙ୍କ ସହିତ ପ୍ରେମ ସଂମ୍ପର୍କ ବନେଇବେ ସେହି ବିଷୟ ରେ ଆପଣ ମାନେ ଭାବୁ ଥିବେ । ତେବେ ପୁରୁଷ ମାନେ ଏହି ସବୁ ବିଷୟ ରେ ଜାଣି ବି କଣ ପାଇଁ ସେମାନେ ଏହାକୁ କରିବା ପାଇଁ ବାଧ୍ୟ ହୋଇ ଥାନ୍ତି ,ଏହି ବିଷୟ ରେ ଆସନ୍ତୁ ଜାଣି ନେବା ,ପ୍ରଥମେ କଥା ଟି ହେଲା ଅବିହିତା ନାରୀ ଙ୍କ ଠାରୁ ବିବାହିତ ନାରୀ ମାନେ ଆତ୍ମନିର୍ଭର ଶୀଳ ହୋଇ ଥାନ୍ତି । ସେହିଥି ପାଇଁ ପୁରୁଷ ମାନଙ୍କୁ କିଛି ଅଧିକ ଦାୟୁତ୍ୱ ନେବାକୁ ପଡେ ନାହିଁ ,ସେହିଥି ପାଇଁ ବିବାହିତା ନାରୀ ମାନେ ସେମାନଙ୍କୁ ପସନ୍ଦ ଆସେ । ସେହି ପରି ବେଳେ ଦୁଇ ରେ ନିର୍ଜ ଦୃଢ ଆତ୍ମବିଶ୍ୱାସ ପାଇଁ ମଧ୍ୟ ବିବାହିତ ନାରୀ ମାନେ ପୁରୁଷ ମାନଙ୍କ ମନ ନେଇ ପାରନ୍ତି , ବିବାହିତା ନାରୀ ମାନେ ସାଧାରଣ ଭାବେ ମିଠା କଥା କହି ଥାନ୍ତି । ଏବଂ ସେମାନଙ୍କ ମିଠା କଥା ରେ ଫିଦା ହୋଇ ଜାଇ ଥାନ୍ତି ପୁରୁଷ ମାନେ । ସେହିଥି ପାଇଁ ବି ପୁରୁଷ ମାନଙ୍କୁ ସବୁ ସମୟ ରେ ଶାରୀରିକ ସଂମ୍ପର୍କ ପାଇଁ ବିବାହିତ ନାରୀ ମାନେ ପସନ୍ଧ ଆସନ୍ତି ଏମାନେ ଟିକିଏ କେୟାରିଂ ହୋଇ ଥାନ୍ତି । ସେହି ସମୟ ରେ ସେମାନେ ସବୁ ବେଳେ କେୟାରଂ ପାର୍ଟନର ଚାହୁଁ ଥିବାରୁ ସେମାନେ ବିବାହିତ ନାରୀ ଙ୍କୁ ପସନ୍ଦ କରନ୍ତି । ସେମାନେ ନିଜର ଚେହେରା ର ଉଜ୍ୱଳତା ପାଇଁ ବି ହୋଇ ଥାଏ ,ବିବାହ ପରେ ନାରୀ ମାନଙ୍କ ଚେହେରା ଆଗ ଅପେକ୍ଷା ଅଧିକ ଗ୍ଲୋ କରେ ,ସେହିଥି ପାଇଁ ଏହା ଏକ ପୁରୁଷ କୁ ଆକର୍ଶିତ କରିବା ପାଇଁ ଜଥେଷ୍ଟ ହୋଇ ଥାଏ । ସେହି ପରି ବେଳେ ଆପଣ ମାନେ ବହୁତ ସମୟ ରେ ବିବାହିତ ମହିଳା ମାନଙ୍କ ଆକର୍ଶିତ ଶରୀର ମାନେ ପ୍ରତ୍ୟେକ ଝିଅ ମାନେ ବିବାହ ପରେ ପରେ ସେମାନେ  ଟିକିଏ ଭରି ଜାଇ ଥାନ୍ତି ଏବଂ ଏହି କାରଣ ପାଇଁ ସେମାନେ ଅଧିକ ସୁନ୍ଦର ପୁରୁଷ ମାନଙ୍କୁ ଲାଗନ୍ତି ଜାହା ଫଳ ରେ ସେମାନେ ବହୁତ ଆକର୍ଶିତ ଲାଗନ୍ତି । ସାଧାରଣ ଭାବେ ବିବାହିତ ମହିଳା ମାନେ ସଂମ୍ପର୍କ ସ୍ଥାପନା ବିଷୟ ରେ ବହୁତ ଭଲ ଭାବେ ଅବଗତ ରହି ଥିବା ବେଳେ ସେମାନଙ୍କ ଠାରୁ ଅନ୍ୟ ପୁରୁଷ ମାନେ ସିଖିବା ପାଇଁ ଚେଷ୍ଟା କରି ଥାନ୍ତି , ଏହାବି କାରଣ ହୋଇ ଥାଏ କି ପୁରୁଷ ମାନେ ବିବାହିତ ମହିଳା ମାନଙ୍କ ପ୍ରତି ଆକର୍ଷିତ ହୋଇ ଥାନ୍ତି , ଆପଣ ମାନଙ୍କୁ ଆମର ପୋଷ୍ଟ ଭଲ ଲାଗିଲେ ସେୟାର କରିବା ପାଇଁ ଭୁଲିବେ ନାହିଁ ।

Love To Share

Leave a Reply

Your email address will not be published. Required fields are marked *