ପ୍ରଥମ ଥର ପାଇଁ 75 ବର୍ଷ ର ବୁଢି ସହିତ ଡେସ୍ନ କରିଲେ ଓଲିଉଡ କୁଇନ୍ ଅର୍ଚ୍ଚିତା ସାହୁ

ବର୍ତମାନ ସମୟ ରେ କୋରନା ର ସ୍ଥିତି ରହିଛି ଆପଣ ମାନେ ଏହି କଥା ନିଶ୍ଚିତ ଭାବେ ଜାଣି ଥିବେ ଏହି ଦିନ ରେ ଲକଡାଉନ୍ ଚାଲି ଥିବାରୁ ଏବେ ଘରେ ଲୋକ ମାନଙ୍କ ପାଖରେ ବି ବହୁତ ସମୟ ରହିଛି । କି ସେମାନେ ଘରେ ରହି ବହୁତ କିଛି କରି ପାରିବେ । ସେମିତି କ୍ଷେତ୍ର ରେ ଲୋକ ମାନେ ସୋସିଆଲ ମିଡ଼ିଆ ର ବ୍ୟବହାର କରିବା ହିଁ ବିଷେଶ ଭାବେ ପସନ୍ଦ କରୁଛନ୍ତି । ଏମିତି ମଧ୍ୟ ରେ ଆମେ ଆଜି ଆପଣ ମାନଙ୍କୁ ଏମିତି ଜଣେ ଓଲିଉଡ ଅଭିନେତ୍ରୀ ଙ୍କ ବିଷୟ ରେ କହିବୁ ଜାହାଙ୍କ ବିଷୟ ରେ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଏମିତି କିଛି ଭାଇରଲ ହେବାରେ ଲାଗିଛି ।ydutdu

ଆମେ ଆପଣ ମାନଙ୍କୁ ଓଲିଉଡ଼ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କ କଥା କହୁଛୁ । ଯେ କି ବର୍ତମାନ ସମୟ ରେ ଘରେ ରହି ଥିବା ବେଳେ କିଛି ଦିନ ତଳେ ମାନେ ଯେତେ ବେଳେ ଲକଡାଉନ ର ସ୍ଥିତି ରହି ନ ଥିଲା ସେହି ସମୟ ରେ ସେ ଗୋଟିଏ ଷ୍ଟେଜ୍ ସୋ ପାର୍କ ଉତ୍ସବ ରେ ଯୋଗ ଦାନ କରି ଥିଲେ । ଏବଂ ସେଠାରେ ସେ ଯୋଗ ଦାନ କରିବା ସମେତ ସେ ଗୋଟିଏ 65 ର୍ଷ ର ମାଆ ଙ୍କ ସହିତ ଡେନ୍ସ କରୁ ଥିବାର ର ବି ଦେଖିବା ପାଇଁ ମିଳି ଥିଲେ ।

ଏମିତି ରେ ଏହି ଦିନ ରେ ଲକଡାଉନ୍ ସ୍ଥିତି ରେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଏବଂ ଲୋକ ମାନେ ଅର୍ଚ୍ଚିତା ସାହୁ ଙ୍କ ସହିତ ସେହି ବୁଢୀ ଲୋକ ଙ୍କ ଡେନ୍ସ ଦେଖିବା ପାଇଁ ବହୁତ ପସନ୍ଦ କରୁ ଥିବା ବେଳେ ସେମାନେ ଏହି ଭିଡ଼ିଓ କୁ ଏବେ ସୋସିଆଲ ମିଡ଼ିଆ ରେ ଏଣେ ତେବେ ସେୟାର କରିବା ରେ ଲାଗିଛନ୍ତି । ତେବେ ଆପଣ ମାନେ ବି ଏହି ଭିଡ଼ିଓ କୁ ୟୁଟିୟୁବ୍ ରେ ପାର୍କ ଉତ୍ସବ ନାମ ରେ ସର୍ଚ୍ଚ କରିଲେ ଆପଣ

ମାନେ ସେମାନଙ୍କ ଡେନନ୍ସ ବା ଆପଣ ମାନେ ଏହାକୁ ଟିକଟକ୍ ରେ ନିଶ୍ଚିତ ଭାବେ ଦେଖି ପାରିବେ ସେମିତି ରେ ବନ୍ଧୁଗଣ ଆପଣ ମାନେ ଆମର ଓଲିଉଡ ର ସୁପର ଏକ୍ଟ୍ରେସ୍ ବା ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ଏବଂ ଆପଣ ମାନଙ୍କୁ ଏମିତି ଟାଇପ୍ ର ପୋଷଶ୍ଟ ଦେଖିବା ପାଇଁ  ଥିଲେ ଆପଣ ମାନେ ନିଶ୍ଚିତ ଭାବେ ଆମର ପେଜ୍ କୁ ତଳେ ଲାଇକ୍ କରି ପାରିବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

 

Love To Share

Leave a Reply

Your email address will not be published. Required fields are marked *