ସ୍ମିତା ମହାନ୍ତି ଙ୍କ ଝିଅ କୁ ପ୍ରଥମ ଥର ଦେଖନ୍ତୁ ଆପଣ ମାନେ କେବେ ବି ଭାବି ନ ଥିବେ

GFJHHIGL

ଆପଣ ମାନେ ନିଶ୍ଚିତ ଭାବେ ଓଲିଉଡ ଇଣ୍ଡଷ୍ଟ୍ରୀ ବିଷୟ ରେ ଜାଣି ଥିବେ , ସେମିତି ରେ ଓଲିଉଡ ରେ କାମ କରୁ ଥିବା ସବୁ ହିରୋ ହିରୋଇନ୍ ମାନେ ହୁଅନ୍ତୁ ବା ଓଲିଉଡ ରେ କାମ କରୁ ଥିବା କଳାକାର ମାନଙ୍କୁ ଆପଣ ମାନେ ବେସ୍ ଭଲ ଭାବେ ଜାଣି ଥିବେ , ସେମିତି ରେ ବନ୍ଧୁଗଣ ଆମେ ଏଠାରେ ଅଭିନେତ୍ରୀ ସ୍ମିତା ମହାନ୍ତି ତାଙ୍କର ଘର ପରିବାର ଏବଂ ତାଙ୍କ ବିଷୟ ରେ କିଛି ଅଜଣା କଥା ବିଷୟ ରେ ଜାଣିବା ପାଇଁ ଚେଷ୍ଟା କରିବା । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ସ୍ମିତା ମହାନ୍ତି ସାମନ୍ତ ଚନ୍ଦ୍ରସେଖର ସ୍ୱୟଂ ଶାସିତ SSC କଲେଜ୍ ପୁରୀ ରୁ ସେ ନିଜର ପାଠ ପଢା କମ୍ଲିଟ୍ କରିଛନ୍ତି , ସ୍ମିତା ମହାନ୍ତି 1982 ମସିହା ସେପ୍ଟେମ୍ବର ମାସ 25 ତାରିଖ ରେ ପୁରୀ ଠାରେGFHGUK

ସେ ଜନ୍ମ ଲାଭ କରି ଥିଲେ ,ଏବଂ ଏବେ ସେ ନିଜର ପରିବାର ସହିତ ପୁରୀ ଠାରେ ରହୁଛନ୍ତି ଏହା ସହିତ ଆପଣ ମାନେ ତାଙ୍କର ବାପା ଏବଂ ମାଆ ଙ୍କୁ ଏଠାରେ ଫୋଟ ରେ ଦେଖି ପାରୁ ଥିବେ , ତାଙ୍କର ଶିକ୍ଷା ଗତ ଯୈଗ୍ୟତା ବିଷୟ ରେ କହିବା ତେବେ ସେ ଇଂରାଜୀ ରେ PG କରିଛନ୍ତି । ଅଭିନେତ୍ରୀ ସ୍ମିତା ମହାନ୍ତି ଓଡ଼ିଆ ସିନେମା ରେ କାମ କରିବା ସହିତ ସେ ଓଡ଼ିଆ ଧାରାବାହୀକ ରେ ବି କାମ କରିଛନ୍ତି । ସେ 1996 ମସିହା ରେ ନିଜର ଅଭିନୟ ଜିବନୀ କୁ ଆରମ୍ଭ କରି ଥିବା ବେଳେ ଆପଣ ମାନେ ଏଠାରେ ତାଙ୍କର ପରିବାର ବିଷୟ ରେ ନିଶ୍ଚିତ ଭାବେ ଜାଣିବା ପାଇଁ ପାଇ ସାରି ଥିବେ ।hdfhsr

ମାଉସୀ ନାମକ ଧାରା ବାହୀକ ରେ ସେ କାମ କରିଛନ୍ତି , ଏହା ସହିତ ତାଙ୍କର ଅଭିନିତ କିଛି ଚଳଚିତ୍ର ଗୁଡିକ ହେଲେ କଣ୍ଢେଇ ଆଖି ରେ ଲୁହ , ପବିତ୍ର ବନ୍ଧନ ପରି ସିନେମା କରି ଥିବାର ଦେଖିବା ପାଇଁ ମିଳିଛନ୍ତି ସେହି ପରି ଭାବେ ଆମେ ମାନେ ସ୍ମିତା ମହାନ୍ତି ଙ୍କ ସଂମ୍ପତୀ ବିଷୟ ରେ କହିବା ତେବେ ତାଙ୍କର ବହୁତ ଗୁଡିଏ ବିଜନେସ୍ ରହି ଥିବା ବେଳେ ଏହି ସବୁ କୁ ତାଙ୍କର ସ୍ୱାମୀ ହେଣ୍ଡେଲ କରନ୍ତି ତେବେ ସେ ବର୍ତମାନ ସମୟ ରେ ବିଭିନ୍ନ ସିରିଏଲ ମାନଙ୍କ ଅଭିନୟ କରୁ ଥିବାhgjhgkgad

ବେଳେ ମିଳି ଥିବା ସୂଚନା ଅନୁସାରେ ସ୍ମିତା ମହାନ୍ତି ଙ୍କ ପାଖରେ 2021 ପାଇଁ ଦୁଇଟି ଫିଲ୍ମ ହାତ ରେ ରହିଛି ଯେଉଁଟା କି ଜି ସାର୍ଥକ୍ ବ୍ୟନର ରେ ନିର୍ମାଣିତ ହେବାକୁ ଜାଉଛି ବୋଲି ଜଣା ପଡିଛି ତେବେ ଆପଣ ମାନଙ୍କୁ ତାଙ୍ଖର ଅଭିନୟ କେମିତି ଲାଗୁଛି ଆପଣ ମାନେ କମେଣ୍ଟ କରିବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *