ଶାଳିକୁ ନୁହେଁ ଶାଶୁଙ୍କ ପ୍ରେମରେ ପାଗଳ ଏହିବ୍ୟକ୍ତି ଜାଣନ୍ତୁ ଏହାର ପଛରେ ରହି ଥିବାର କାରଣ

jadesj fi

ଆଜିର ଦିନ ରେ ବିବାହ କୁ ନେଇ କେତେ କଣ ହେବାର ଆପଣ ମାନେ ଦେଖିବା ପାଇଁ ପାଇ ଥିବେ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏମିତି ଗୋଟିଏ ପ୍ରେମ ସଂମ୍ପର୍କ ବା ଲଭ୍ ଷ୍ଟୋରୀ ବିଷୟ ରେ କହିବୁ ଜାହାକୁ ସୁଣିଲେ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ନିଶ୍ଚିତ ଭାବେ ଲାଗିବ । ବଡ ଭାଈ ଯେତେ ବେଳେ ନିଜର ସ୍ତ୍ରୀ କୁ ବିବାହ କରି ଆସି ଥିଲେ ତେବେ ସେହି ସମୟ ରେ ସାନ ଭାଈ ଜଣଙ୍କ ଭାଉଜ ଙ୍କୁ ପଚାରି ଥିଲେ କି ତୁମର କୈଣସି ଭଉଣୀ ଅଛନ୍ତି । ତେବେ ସେମିତି ବେଳେ ଭାଉଜ ହଁ ଅଛନ୍ତି ,ସେମିତି କ୍ଷେତ୍ର ରେ ସାନ ଭଉଣୀ ସହିତ ସହିତ ରାସ ଚଲେଇବା

ପାଇଁ ପ୍ରତ୍ୟେକ ଦିନ ଭାବି ଥିବେ ସେମିତି ରେ ଏଠାରେ ବି ସେମିତି କିଛି ହୋଇଛଇ ହେଲେ ଶାଳୀ ପାଇଁ ନୁହେଁ ବରଂ ଶାଶୁ ସହିତ । ସେମିତି ରେ ଏହି ଘଟଣା କଣ ହୋଇଛି ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଏହି ଘଟଣା ଅନୁସାରେ ଉତ୍ତର ପ୍ରଦେଶ ର ଜଣେ ଭାଈ ବିବାହ କରି ଆସିବା ପରେ ସାନ ଭାଈ ଜଣଙ୍କ ବଡ ଭାଈ ଙ୍କ ଶାଶୁ ଙ୍କ କୁ ଭଲ ପାଇ ଜାଇ ଥିଲେ ଏହି ଘଟଣା ବିସ୍ତାର ହେବା ପରେ ଲୋକ ମାନେ ତାଙ୍କୁ ଅସଦାଚରଣ କରି ଥିଲେ  ସେମିତି ରେ ସେହି ସାନ ଭାଈ ଜଣଙ୍କ ମାନିନ ଥିଲେ ବରଂ ସେ ଶାଶୁ ଙ୍କୁ ଏତେ ପରିମାଣ ରେ ଭଲ ପାଇ ବସିଲେ କି ସେଷ ରେ ଶାଶୁ କୁ ନିଜ ଘର କୁ ଉଠେଇ ନେଇ ଆଶିଲେ ।seaysryh

ସେମିତି ବେଳେ ଯେତେ ବେଳେ ଏହି ଘଟଣା କୁ ବଡ ଭାଈ ଜାଣି ପରି ଥିଲେ ସେ ପୋଲିସ୍ କୁ ଫୋନ୍ କଲେ । ପୋଲିସ୍ ଏହି ଘଟଣା ସୁଣିବା ପରେ ପୋଲିସ୍ ଜାଇ ସେମାନଙ୍କୁ ବୁଝେଇ ଥିଲା ,ଏବଂ ଏପରି କ୍ଷେତ୍ର ରେ ଶାଶୁ ପୁଣି ଘରକୁ ପଳେଇ ଥିଲେ । ହେଲେ କିଛି ଦିନ ପରେ ଏମିତି ପୁଣି ଘଟଣା ହବାପରେ ପରେ ପୋଲିସ୍ ତାଙ୍କୁ ଚେତାବନୀ ଦେଇ ଥିଲେ ଏହି ପରି କ୍ଷେତ୍ର ରେ ବର୍ତମାନ ସମୟ ରେ ସେମାନେjheed arg

ଏହି ଭଲ ପାଇବା କୁ ନେଇ ହାଇ କୋର୍ଟ ପର୍ଯ୍ୟନ୍ତ ପହଁଚି ଜାଇଛନ୍ତି, ତେବେ ସେହି ପରି କ୍ଷେତ୍ର ରେ କୋର୍ଟ ସେମାନଙ୍କୁ ବିହାହ କରିବାରୁ ରାୟ ଦେଇଛନ୍ତି, ତେବେ ଏମିତି ଗୋଟିଏ ଘଟଣା ରେ ବର୍ତମାନ ସମୟ ରେ ବିବାହ କରିବା ପାଇଁ ଥିବା ଯୁବକ ଏବଂ ଯୁବତୀ ଙ୍କ ପରିବାର ଲୋକ ମାନେ ବର୍ତମାନ ସମୟ ରେ ଆଶ୍ଚର୍ଯ୍ୟ ହୋଇ ଜାଇ ଛନ୍ତି , ସେମିତି ରେ ଏହି କେସ୍ ଉପରେ ଆପଣ ମାନଙ୍କର କଣ ରାୟ ରହିଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *