ଜାଣନ୍ତୁ କଣ ପାଇଁ ମାତ୍ର 20 ଟଙ୍କାରେ ଏହି ଝିଅମାନେ କରୁଛନ୍ତି ଦେହ ବେପାର

ଆଜି ଆପଣ ମାନଙ୍କୁ ଏମିତି ଗୋଟିଏ କାହାଣୀ ବିଷୟ ରେ କହିବା ତଥା ଦେଖେଇବା ପାଇଁ ଚାହିଁବୁ ଜାହାକୁ ଜାଣିବା ପରେ ଆପଣ ମାନଙ୍କ ମନକୁ ଛୁଇଁବ । ଏମିତି ଏରିଆ ରହିଛି ଯେଉଁ ଠାରେ ଗୋଟିଏ ଝିଅ ନିଜର ପେଟ ପୋଷଣ କରିବା ପାଇଁ । ବେଶ୍ୟ ବୃତି କରିବା ପାଇଁ ବାଧ୍ୟ ହୋଇଛି  ସେ ବାଧ୍ୟ ହେଉଛି ନିଜର ଦେହ କୁ ନିଲାମ୍ କରିବା ପାଇଁ ତେବେ ଆସନ୍ତୁ ସେହି ଝିଅ ବିୟରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବୁ, ଏଠାରେ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିବାର କଥା ଏହା ଲାଗିବ କି ଏହି ପିଲା ଟି ନିଜର ଦେହ କୁ ବିକ୍ରୀ କରିବା ପାଇଁ କେବଳ 20 ରୁ 50 ଟଙ୍କା ନେଇ ଥାଏ ।

ଏହି ଘଟଣା ଟି ହେଉଛି ଅମ୍ବୁଲା ର ଏହା ସାଉଥ ଆଫ୍ରିକା ର ଗୋଟିଏ ସହର ର, ଏଠାରେ ବର୍ତମାନ ସମୟ ରେ ଅର୍ଥନୀତି ର ସମସ୍ୟା ଲୋକ ମାନଙ୍କ ଅଣ୍ଟା କୁ ଭାଙ୍ଗି ଦେଇ ଥିବା ବେଳେ । ଏଠାରେ ଆପଣ ମାନେ ଖାଦ୍ୟ ସାମଗ୍ରୀ କୁ ଆକାଶ ଛୁଆଁ ରେଟ୍ ରେ ହିଁ ପାଇ ପାରିବେ । ତେବେ ସେମିତି କ୍ଷେତ୍ର ରେ, ଏଠାରେ କାମ ଧନ୍ଦା ନ ଥିବାରୁ ପରିବାର ଲୋକ ମାନେ ଯଦି ଘରେ ଗୋଟିଏ ଝିଅ ରଗିଛି  ତେବେ ବାଧ୍ୟ ହୋଇ ସେମାନଙ୍କୁ ବେଶ୍ୟା ବୃତି କରିବା ପାଇଁ କହୁଛନ୍ତି ।

ସେହି ପରି କ୍ଷେତ୍ର ରେ ଯେତେ ବେଳେ ପରିବାର ଏମିତି ଗୋଟିଏ ଅବସ୍ଥା ଦେଖିବା ପରେ ସେ ବି ନିଜେ ବାଧ୍ୟ ହେଉଛି ଏମିତି କରିବା ପାଇଁ ଏମିତି ମଧ୍ୟ ଦକ୍ଷିଣ ଆଫ୍ରିକା ରେ ଦେଖିବା ପାଇଁ ମିଳିଛି କେବଳ 12 13 ବର୍ଷ ର ଝିଅ ମାନେ ନିଜର ପରିବାର କୁ ପୋଷିବା ପାଇଁ ସେମାନେ ଏହି ପରି ଭାବେ ବେଶ୍ୟା ବୃତି କରିବାରେ ଲାଗିଛନ୍ତି । ସେମିତି ରେ ଆଫ୍ରିକା ସମେତ ଜିମ୍ବାୱେ ଆଜି ସ୍ଥାନ ମାନଙ୍କ ରେ ଏହି ପରି ଭାବେ ବେଶ୍ୟା ବୃତି କରୁ ଥିବାର ଦେଖିବା ପାଇଁ ମିଳୁ ଥିବା ବେଳେ କିଛି ଲୋକ ମାନେ ନିିଜର ଝିଅ ମାନଙ୍କୁ

ଏମିତି କରିବା ପାଇଁ ଦେବେ ନାହିଁ ବୋଲି ସେମାନେ ନିଜର ଝିଅ ମାନଙ୍କ ର ବିବାହ ଛୋଟ ବେଳ ରୁ ହିଁ କରି ଦେଉଛନ୍ତି, ସେମିତି ରେ ଆଜିର ଦିନ ରେ ମହିଳା ମାନଙ୍କ ପାଇଁ ବହୁତ କିଛି ସରକାର ବାହାର କରୁ ଥିବା ସମୟ ରେ ସେମାନେ ନିଜର ପେଟ ଭଲ କର୍ମ କରି ବି ପୋଷି ପାରିବେ ହେଲେ ଏଠାରେ ମହିଳା ମାନେ ଏହି କଣ ପାଇଁ ନିଜର ରୋଜଗାର ର ପନ୍ଥା ଏପରି ରଖିବାର କାରଣ ବର୍ତମାନ ସମୟ ରେ ଜଣା ପଡି ନାହିଁ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *