ବର୍ଷା କଲେ ବଡ଼ ଖୁଲାସା ବାବୁସାନ୍ ଙ୍କ ସହ ଫିଲ୍ମି କରିବାକୁ ବର୍ଷାଙ୍କୁ କାହିଁକି ମନା କରୁଥିଲେ ଜାଣନ୍ତୁ

jhg hhh

ଓଲିଉଡ କୁଇନ୍ ବର୍ଷା ପ୍ରୟଦର୍ଶନୀ ଏବଂ ବାବୁସାନ ମହାନ୍ତି ଏକାଠୀ କାମ କରିବାରେ ନଜର ଆସୁ ନାହାଁନ୍ତି , ଏମିତି ରେ ବାବୁସାନ ବର୍ତମାନ ସମୟ ରେ ଓଲିଉଡ ରେ ସବୁ ନାମୀ ଦାମୀ ଅଭିନେତ୍ରୀ ଙ୍କ ସହିତ କାମ କରି ସାରି ଥିଲେ ମଧ୍ୟ କଣ ପାଇଁ ବାବୁସାନ ବର୍ଷା ପ୍ରୟଦର୍ଶନୀ ଙ୍କ ସହିତ କାମ କରି ନାହାଁନ୍ତି । ଏମିତି କି ଆପଣ ମାନେ କେବେ ବି ବାବୁସାନ ଏବଂ ବର୍ଷା ପ୍ରୟଦର୍ଶନୀ ଙ୍କ ଯୋଡି କୁ ଆପଣ ମାନେ ସିନେ ପରଦା ମାଧ୍ୟମ ରେ ଦେଖିବା ପାଇଁ ପାଇ ନାହାଁନ୍ତି ତେବେ ଏହାକୁ ନେଇ ଏହି ଦିନ ରେ ବର୍ଷା ବି ବହୁତ ବଡ ଖୁଲାସା କରିଛନ୍ତି , ଏବଂ କଣ ପାଇଁ ବାବୁସାନ ଙ୍କୁ ନେଇ ଏକାଠୀ କାମ କରି ନାହାଁନ୍ତି ତାର ଉତ୍ତର ମଧ୍ୟ ରଖିଛନ୍ତି ।juio0iew

ତେବେ କଣ ରହିଛି ବର୍ଷା ପ୍ରୟଦର୍ଶନୀ ଏବଂ ବାବୁସାନ ଏକାଠି କାମ ନ କରିବାର କାରଣ । ଏହି ଦିନ ରେ ସୁପର ଷ୍ଟାର ଅନୁଭବ ଏବଂ ବର୍ଷା ପ୍ରୟଦର୍ଶନୀ ଙ୍କ ସହିତ ବିବାଦ ଲାଗି ରହି ଥିଲା ସେମିତି ରେ ସେମାନଙ୍କ ବିବାହ 2014 ରେ ହୋଇ ଥିବା ବେଳେ ଏବଂ ସେମାନେ ତାହା ପୂର୍ବ ରୁ ପରସ୍ପର ଭଲ ମଧ୍ୟ ପାଉ ଥିଲେ , କିନ୍ତୁ ବିବାହ ପରେ ଅନୁଭବ ବର୍ଷା ଙ୍କୁ ଅନ୍ୟ କୈଣସି ହିରୋ ସହିତ କାମ କରିବା ପାଇଁ ଦେଇ ନାହାଁନ୍ତି ଜାହା ଫଳ ରେ ବର୍ଷା ପ୍ରୟଦର୍ଶନୀ ଅନୁଭବ ମହାନ୍ତି ଙ୍କ ଛଡା ଆଉ କାହା ସହିତ କାମ କରି ପାରୁ ନାହାଁନ୍ତି ହେଲେ ବର୍ତମା ସମୟ ରେ ବର୍ଷା ପ୍ରୟଦର୍ଶନୀ କହୁଛନ୍ତି କି ତାଙ୍କୁ ସବୁ ସମୟ ରେ ଅନ୍ୟ ହିରୋ ଙ୍କ ସହିତ କାମ କରିବା ପାଇଁ ପସନ୍ଦ ରହିଛିiyuoy9o

ଏବଂ ବର୍ତମାନ ସମୟରେ ଅନୁଭବ ଙ୍କ ଏବଂ ବର୍ଷା ପ୍ରୟଦର୍ଶନୀ ଙ୍କ ତିକ୍ତତା ପରେ ପରେ ସେ ଆଗାମୀ ସମୟ ରେ ବାବୁସାନ ଙ୍କ ସହିତ କାମ କରିବେ ବୋଲି ସୂଚନା ଦେଇଛନ୍ତି । ତେବେ ମିଳି ଥିବା ସୂଚନା ଅନୁସାରେ ପୂର୍ବ ରୁ ବି ଏମିତି ଚେଷ୍ଟା କରା ଜାଇ ଥିଲା ଯେଉଁ ଥିରେ ବର୍ଷା ଏବଂ ବାବୁସାନ ଙ୍କୁ ନେଇ ସ୍କ୍ରିପ୍ଟ  ପ୍ରସ୍ତୁତ ହୋଇ ଥିବା ବେଳେ ସେହି ଥିରେ ବର୍ଷା କାମ କରି ପାରିବେ ନାହିଁ ବୋଲି କହି ଥିଲେ ଏବଂ ଏହା ପଛର କାରଣ ହେଲା ଅନୁବଭ ମହାନ୍ତି ହେଲେ ଏହା ପରେ ବର୍ତମାନସମୟ ରେ ପୁଣି ଥରେ କାମ କରିବେ ସେହି ସ୍କ୍ରିପ୍ ଉପରେ ବୋଲି ସୂଚନା ରହିଛି uiyiuyoopu89

ସେମିତିି ରେ ବର୍ତମାନ ସମୟ ରେ ଆପଣ ମାନେ ଜାଣି ଥିବେ କେଉଁ ପରି ଭାବେ ବର୍ଷା ଏବଂ ଅନୁଭବ ଙ୍କ ମଧ୍ୟ ରେ ତିକ୍ତତା ଲାଗି ରହି ଥିବା ବେଳେ ବର୍ତମାନ ସମୟ ରେ ବାବୁସାନ ଏବଂ ବର୍ଷା ଙ୍କୁ ନେଇ ଫିଲ୍ମ ଆସୁ ନ ଥିବା ବେଳେ ଏହାକୁ ନେଇ ପ୍ରଶଂସକ ମାନେ ଏହାକୁ ଚର୍ଚ୍ଚା ର ବିଷୟ ବସ୍ତୁ କରିଛନ୍ତି,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *