ଗାଁ ରେ ବାହାଘର ଏଲିନା ଙ୍କ ର ଜାଣନ୍ତୁ କେଉଁ ହିରୋ ଙ୍କୁ ବିବାହ କିଲେ ଏଲିନା ସାମନ୍ତ ରାୟ

ବନ୍ଧୁଗଣ ଏଲିନା ସାମନ୍ତରାୟ ଜଣେ ସଫଳତା ପ୍ରାପ୍ତ ଅଭିନେତ୍ରୀ ଅଟନ୍ତି ଏବଂ ଆମର ଏହି ପ୍ରିୟ ହିରୋଇନ୍ ଜଣଙ୍କ କିଏ ହେବ ମୋ ହିରୋଇନ୍ ରିଆଲିଟି ସୋ ମାଧ୍ୟମ ରେ ବିଜେତା ହାସଲ କରି ଚଳଚିତ୍ର ଜଗତ ରେ ପାଦ ଦେଇ ଥିଲେ ଏବଂ ବର୍ତମାନ ସମୟ ରେ ଏଲିନା ଏମିତି ସ୍ଥାନ ରେ ପହଁଚି ଜାଇଛନ୍ତି କି । ତାଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରୀ ଜଣେ ନଂ ୱାନ୍ ହିରୋଇନ୍ ଭାବେ ପରିଚିତ କରା ଜାଇଛି, କେବଳ ଓଡ଼ିଆ ନୁହେଁ ବରଂ ସେ ବେଙ୍ଗଲ ଇଣ୍ଡଷ୍ଟ୍ରୀ ରେ କାମ କରି ସଫଳତା ହାସଲ କରିଛନ୍ତି । ସେହି ପରି ବର୍ତମାନ ସମୟ ରେ ଆପଣ ମାନେ ଦେଖିବେ ତେବେ ଏଲିନା ଙ୍କ ବିବାହ କୁ ନେଇ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି ।

ବର୍ତମାନ ସମୟ ରେ ଏଲିନା ଙ୍କ ବିବାହ ର ଫୋଟ ସୋସିଆଲ ମିଡିଆ ଭାଇରଲ ହେବାରେ ଲାଗିଛି । ତେବେ ଏହା ପଛର ସତ୍ୟତା କଣ ରହିଛି ଏବଂ ଏଲିନା କେବେ ଏବଂ କାହା ସହିତ ବିବାହ କରିଲେ ଯଦି ଦେଖିବେ ଏଲିନା ବର୍ତମାନ ସମୟ ରେ ନିଜ ଗାଁ ରେ ରହୁଛନ୍ତି । ତାଙ୍କର ଜନ୍ମ 1996 ଜୁଲାଇ ମାସ 23 ରେ ଜନ୍ମ ଗ୍ରହଣ କରି ଥିବା ଏହି ଅଭିନେତ୍ରୀ ଜଣଙ୍କ ମାତ୍ର 24 ବର୍ଷ ରେ ରହିଛନ୍ତି । ସେ ରେଭେନ୍ସା ଇୟୁନିଭର୍ସିଟି ରେ BSE ଅନର୍ସ କମ୍ପଲିଟ୍ କରିଛନ୍ତି ।

ଏବଂ ତାଙ୍କର ପ୍ରଥମ ଚଳଚିତ୍ର ଥିଲା ଇସ୍କ ତୁ ହିଁ ତୁ ଏବଂ ଏହି ଚଳଚିତ୍ର ମାଧ୍ୟମ ରେ ତାଙ୍କର କେରିଅର ଆରମ୍ଭ ହୋଇଛି । ସେମିତି ରେ ବର୍ତମାନ ସମୟ ରେ ସେ ଗାଁ ରେ ରହୁ ଥିବା ବେଳେ ସୋସିଆଲ ମିଡିଆ ରେ ବି ବହୁତ ଚର୍ଚ୍ଚା ରେ ରହିଛନ୍ତି । ହେଲେ ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ତାଙ୍କର କିଛି ବିବାହ ର ଫୋଟ ଭାଇରଲ ହେଉ ଥିବା ବେଳେ ତାହାକୁ ନେଇ ଏଲିନା ସୁଟିଂ ସେଟ୍ ର ଫୋଟ ବୋଲି କହିଛନ୍ତି ।

ହେଲେ ଏହାକୁ ଫେନ୍ସ ମାନେ ଅନ୍ୟ ନଜର ରେ ଦେଖିବା ବହୁତ ପରିମାଣ ରେ ଭାଇରଲ କରେଇ ଥିବାର ଦେଖିବା ପାଇଁ ମିଳିଛି ସେମିତି ରେ ଏହି ଦିନ ରେ ନିଜ ପାଖରେ ବହୁତ ଗୁଡିଏ ଫିଲ୍ମ ରହି ଥିବା ବେଳେ ସବୁ ଫିଲ୍ମ ରେ ଅଭିନୟ କରିବାରେ ବ୍ୟସ୍ତ ରହୁଛନ୍ତି ଏଲିନା ଏବଂ ଏମିତି ବେଳେ ଏପରି କିଛି ଫୋଟ ସବୁ ସୋସିଆଲ ମିଡିଆ ରେ ପ୍ରତୁର ପରିମାଣ ରେ ଭାଇରଲ ହୋଇ ଥିବା

ବେଳେ ଅସଲ ରେ ଲୋକ ମାନେ ଜାଣି ନାହାଁନ୍ତି କି ଏହା ରିଏଲ୍ ଲାଇଫ୍ ନୁହେଁ ବରଂ ରିଲ୍ ଲାଇଫ୍ ରେ ଏଲିନା ବିବାହ କରିଛନ୍ତି ବୋଲି ,ସେମିତି ରେ ଆପଣ ମାନଙ୍କୁ ଏଲିନା ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ କମେଣ୍ଟ କରି ଜଣେଇ ଦେବେ , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *