ମହିଳା ମାନେ କେଉଁ ଦିନ ଚୁଟି ଧୋଇବା ଭଲ ଆଉ କେଉଁ ଦିନ ନାହିଁ ଜାଣନ୍ତୁ |

Hair washing women

ବନ୍ଧୁଗଣ ଆମର ହିନ୍ଦୁ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ ଘର ର ଲକ୍ଷ୍ମୀ ବୋଲି ମାନା ଯାଇଥାଏ । ସାଧାରଣତ ବିବାହିତ ମହିଳା ମାନଙ୍କ ଉପରେ ଘର ର ସୁଖ ଓ ସମୃଦ୍ଧି ନିର୍ଭର ହୋଇଥାଏ ଜଣେ ମହିଳା ଚାହିଁଲେ ଘରକୁ ସ୍ୱର୍ଗ ଓ ଘରକୁ ନର୍କ ରେ ପରିଣତ କରି ପାରିଥାଏ । ସାଧାରଣତ ବିବାହିତ ମହିଳା ମାନେ କେଶ କେବେ ଧୋଇବା ଉଚିତ ଏହା ବାର ଓ ତିଥି ଉପରେ ନିର୍ଭର କରିଥାଏ ।

ତେବେ ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି କିଛି ବା ଦିନ ରହିଛି ଯେଉଁ ଦିନ ବିବାହିତ ମହିଳା ମାନଙ୍କୁ ଭୁଲ ରେ ମଧ୍ୟ ନିଜର କେଶ ଧୋଇବା ଉଚିତ ନୁହେଁ ଆଜି ଆମେ ଆପଣ ଙ୍କୁ କେଶ ଧୋଇବା ର ସଠିକ ଦିନ ଏବଂ କେଶ ନ ଧୋଇବାର ସଠିକ ଦିନ ଆମେ ଆପଣ ଙ୍କୁ କହିବୁ । ତେବେ ବନ୍ଧୁଗଣ ସେହି ସବୁ ଦିନ କୁ ଜାଣବା ପାଇଁ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ।

Hair washing

ତେବେ ବନ୍ଧୁଗଣ ସାଧାରଣତ ଅମାବାସ୍ୟା ଏବଂ ପୁର୍ଣ୍ଣମି ଏବଂ ଏକାଦଶୀ ରେ ଭୁଲ ରେ ମଧ୍ୟ ବିବାହିତ ମହିଳା ମାନଙ୍କୁ କେଶ ଧୋଇବା ଉଚିତ ନହେଁ କାରଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରମା ନିଜର ଉଚ୍ଚ ନିଚ୍ଚ ସ୍ଥାନ ରେ ରହିଥାଏ ତେଣୁ ଯଦି ମହିଳା ମାନେ ଏହି ଦିନ ରେ କେଶ ଧୋଇବେ ତାହାଲେ ମହିଳା ମାନଙ୍କର ସେମାନଙ୍କର ପରିବାର ଉପରେ ସଂଙ୍କଟ ଆଶି ପାରେ ତେବେ ବନ୍ଧୁଗଣ ଏହି ଦିନ ମାନଙ୍କ ରେ ଭୁଲ ରେ ମଧ୍ୟ କେଶ ଧୋଇବେ ନାହିଁ ।

ସାଧରଣତ ହିନ୍ଦୁ 95 ତିଥି ଅନୁସାରେ ବ୍ରତ ଓ ପର୍ବ ଓ ପର୍ବାଣି ପାଳନ କରାଯାଇଥାଏ ଏହି ସବୁ ଦିନ ର ପୁର୍ବ ଦିନ ରେ ମହିଳା ମାନେ ନିଜର କେଶ କୁ ଧୋଇ ପାରିବେ ଭୁଲ ରେ ମଧ୍ୟ ଏହି ଦିନ ମାନଙ୍କରେ କେବେ କେଶ ଧୋଇବେ ନାହିଁ ନଚେତ ଆପଣ ଙ୍କୁ ବହୁତ ଅସୁବିଧା ର ସମୁଖୀନ କରିବାକୁ ପଡିବ ଯଦି ମହିଳା ମାନେ କୈଣସି ଦିନ ରେ କିଛି ବତ୍ର ରଖିଛନ୍ତି ତାହାଲେ ସେମାନ ନିଜ କେଶ କୁ ଧୋଇବା ଉଚିତ ନୁହେଁ ମହିଳା ମାନେ ସେହି ଦିନ ର ପୁର୍ବ ଦିନ ରେ ନିଜର କେଶ କୁ ଧୋଇ ପାରିବେ ।

Hair wash

ଯଦି ବନ୍ଧୁଗଣ ଆପଣ ମାନେ ମଙ୍ଗଳବାର ଦିନ ବର୍ତ ରଖିଛନ୍ତି ଏବଂ କୈଣସି ଅନିବାର୍ଯ୍ୟ ହେତୁ ଆପଣ କେଶ ଧୋଇବା ପାଇଁ ବାଧ୍ୟ ହୁଅନ୍ତି ତାହାଲେ ଆପଣ ପଳାସ ର ଫୁଲ କୁ ହାତ ରେ ଦଳୀ ନିଜ ର କେଶ ରେ ଲଗାଇ ଦିଅନ୍ତୁ ଓ ଏହା ପରେ ନିଜର କେଶ କୁ ଧୁଅନ୍ତୁ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *