ଅଧିକ ବୟସ ର ଝିଅ କୁ ପ୍ରେମ କରିଲେ କଣ ଅସୁବିଧା ହୁଏ ଜାଣନ୍ତୁ କେମିତି ରଖିବେ ହାତ ମୁଠା ରେ

ଆମେ ଆଜି ଜାଣିବା କି ନିଜ ଠାରୁ ଅଧିକ ବୟସ ର ଝିଅ ମାନଙ୍କୁ ପ୍ରେମ କରିଲେ ବା ବିବାହ କରିଲେ କଣ କଣଣ ସବୁ ଅସୁବିଧା ର ସାମ୍ନା କରିବା ପାଇଁ ପଡେ , ତେବେ ଆପଣ ମାନେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ ଏହି ପୋଷ୍ଟ କୁ ପ୍ରଥମ ରୁ ସେଷ ଯାଏ ପଢନ୍ତୁ । ଏହାକୁ ନେଇ ଆମେ ଯଦି ପ୍ରଥମ କଥା କହିବା ଯଦି ଆପଣ ମାନେ ଗୋଟିଏ କିଆଁରୀ ଝିଅ ମାନେ 20 ବର୍ଷ ରୁ କମ୍ ବୟସ ର ଝିଅ କୁ ବିବାହ କରୁଛନ୍ତି ମାନେ ସେଠାରେ ଆପଣ ମାନଙ୍କ ବୟସ କମ୍ ରହି ଥିଲେ ପ୍ରଥମ ଅସୁବିଧା ଜାହା ହେବ ଆପଣ ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖିବା ପାଇଁ ମିଳିବ ଆପଣ ମାନଙ୍କ ଶରୀର ସଠିକ୍ ରହିବ ନାହିଁ ।ଏଠାରେ ଆପଣ ମାନେ ଜାଣି ପାରିବେ କି ଯେଉଁ ଝିଅ କୁ ଆପଣ ମାନେ ବାହା ହେଲେ ସେ ବଡ ହୋଇ ଥିଲେ ଆପଣଙ୍କ ବୟସ କମ୍ ରହିଛି ଏବଂ ତେବେ ସଂମ୍ପର୍କ ସ୍ଥାପନା ପାଇଁ ଆପଣଙ୍କ ଶରୀର ଗଠନ ହୋଇ ନାହିଁ । ଏବଂ ସେହି ପରି କ୍ଷେତ୍ର ରେ ଆପଣ ମାନେ ଆଉ ଗୋଟିଏ ଶରୀର ରେ ରୋମାନ୍ସ କରି ଆଉ ଗୋଟିଏ ଶରୀର କୁ ଗଠନ କରବେ ଏହା ହେଲେ ଆପଣ ମାନଙ୍କ ଶରୀର ଉପରେ ନିଶ୍ଚିତ ଭାବେ ପ୍ରଭାବ ଦେଖିବା ପାଇଁ ମିିଳିବ , ସେହି ପରି ଦୁଇ ରେ କହିବା ତେବେ ଆପଣ ମାନଙ୍କ ସହିତ ତାଙ୍କର ବୁଝିବା ଶକ୍ତି ଭଲ ରହିବ ନାହିଁ କାରଣ ସେ ଆପଣଙ୍କ ଠାରୁ ବଡ ହୋଇ ଥିଲେ ସେ ନିଜ ଅନୁସାରେ ସବୁ ବେଳେ କାମ କରିବା ପାଇଁ ଚେଷ୍ଟା କରିବେ ଏବଂ ନିଜ ମନ ମୁତାବକ ସେ ସବୁ ସମୟ ରେ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରିବେ ଜାହା ଫଳ ରେ ଆପଣ ମାନଙ୍କ ମଧ୍ୟ ରେ ମନ ମାଳିନ୍ୟ ବି ଦେଖିବା ପାଇଁ ମିଳିବ । ତେବେ ଏଠାରେ ଆପଣ ମାନଙଅକୁ କହିବୁ କି ଆପଣ ମାନେ ଯେତେ ବେଳେ ବି ବିବାହ କରୁଛନ୍ତି ତେବେ ଆପଣ ମା୍ନେ ନିଜ ଠାରୁ କମ୍ ବୟସ ର ଝିଅ କୁ ପସନ୍ଦ କରନ୍ତୁ ଏବଂ ଜାହା ଫଳ ରେ ଆପଣ ମାନଙ୍କୁ ସେ ଯେମିତି ଭାବେ ବୁଝି ପାରିବେ ସେହି ବିଷୟ ରେ ଧ୍ୟନ ରଖନ୍ତୁ ।ସେହି ପରି କ୍ଷେତ୍ର ରେ ଆପଣ ମାନେ ସବୁ ସମୟ ରେ 20 ବର୍ଷ ରୁ ଉପରକୁ ବିବାହ କରିବା ପାଇଁ ଚେଷ୍ଟା କରନ୍ତୁ ଯେମିତି ଆପଣଙ୍କ ପାର୍ଟନର ଙ୍କ ବୟସ ନିଶ୍ଚିତ ଭାବେ ଆପଣଙ୍କ ସହିତ ଦୁଇ ବର୍ଷ ର ଗେଭ୍ ରହି ଥିବା ଆବଶ୍ୟକ ହେବ ,ତେବେ ଆପଣ ମାନଙ୍କୁ ପୋଷ୍ଟ ଭଲ ଲାଗି ଥିଲେ ସେୟାର ଅନ୍ୟ ସହିତ କରିବା ପାଇଁ ଚେଷ୍ଟା କରିବେ ।

Love To Share

Leave a Reply

Your email address will not be published. Required fields are marked *