ଆପଣଙ୍କର ( ବିବାହ ରେଖା ) କଣ କହୁଛି ଜାଣନ୍ତୁ କେମିତି ବିବାହ ହେବ

ghmjhj,j

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍କୁ ଜାଣି ନେବା ଆପଣ ଙ୍କର ହାତ ପାପୁଲି ରେଖା ଆପଣ ଙ୍କର ବିବାହ ବିଷୟ ରେ କଣ କହୁଚି । ଆପଣ ଙ୍କର ହାତ ରେଖା ରୁ ଆପଣ ଯାଣି ପାରିବେ ବିଭିନ୍ନ ପ୍ରକାର ର ବିବାହ ବିଷୟ ରେ । ଯଦି ଶୁକ୍ର ପର୍ବତ ଓ ଗୁରୁ ପର୍ବତ ବଢି ଥାଏ , ତେବେ ବିବାହ ଯୋଗ ହୋଇଥାଏ । କିନ୍ତୁ ବିଦ୍ୟାନ ମାନେ ଏହି କୁ ନାନା ପ୍ରକାର ର ମତ ପ୍ରଦାନ କରିଛନ୍ତି । ଯାହା ନେଇ ବିବାହ ର ଯୋଗ ବିଷୟ ରେ ଯାଣିବାକୁ ମିଳି ଥାଏ ।
1. ସୁଖିନ ବିବାହ – ଯଦି ଆପମ ଙ୍କର ହାତ ର ରେଖା ଉତ୍ତମ ପର୍ବତ ରେଖା ଠାରୁ ବାହାରି ହୃଦୟ ରେଖା ଠାରେ ଶେଷ ହୋଇଥିବ କିମ୍ବା ଗୁରୁପର୍ବତ ରେଖା ଉପରେ ଛକି ଚିହ୍ନ ଭଳି ପଡିଥିବ , ତେବେ ଏହା ସୁଖିନ ବିବାହ ର ଯୋଗ ହୋଇଥାଏ ।dfhgjngmjgv

ଯଦି ଶୁକ୍ର ପର୍ବତ ରେଖା ଅଧିକ ବଢି ନଥାଏ କିମ୍ବା ଲାଲି ରଙ୍ଗ ର ତାରା ଚିହ୍ନ ଭଳି ହୋଇଥାଏ ଏହା ସୁଖିନ ବିବାହ ର ଯୋଗ ହୋଇଥାଏ । ଏହି ଲୋକ ମାନଙ୍କର ହଠାତ୍ ବିବାହ ହୋଇଥାଏ ଏବଂ ଏମାନଙ୍କର ପ୍ରେମ ବିବାହ ହୋଇଥାଏ । ଏମାନେ ବିବାହ ବିଷୟ ରେ କିଛି ଭାବି ନଥାନ୍ତି । ଏମାନେ ବୈବାହିକ ଜୀବନ ପରେ ବହୁତ ଖୁସି ରେ ଯିବନ ଯାପନ କରିଥୀନ୍ତି । ଏମାନେ ଏମାନ ଙ୍କର ସନ୍ନାନ ମାନଙ୍କ ସହ ଖୁସି ରେ ଜୀବନ କଟାଇଥାନ୍ତି ।
2. ଆନମେଳା ବିବାହ – ଯଦି ବିବାହ ରେଖା ଓ ସୂର୍ଯ୍ୟ ରେଖା ପରସ୍ପର ମଧ୍ୟ ରେ ଯୋଡି ହୋଇଥାନ୍ତି କିମ୍ବା ସୂର୍ଯ୍ୟ ପର୍ବତ ଛୋଟ ହୋଇଥାଏ , ତେବେ ଏହା ଆନମେଳା ବିବାହ ଯୋଗ ହୋଇଥାଏ ।sdbvgdb f

ଏହି ଭଳି ଲୋକ ମାନଙ୍କର ଘର ଲୋକ ମାନଙ୍କ ସହମତି ରେ ହୋଇଥାଏ । ଯାହାକୁ ଆମେ arranged marriage ବୋଲି କହୁଚୁ । ଏହି ଦମ୍ପତି ମାନଙ୍କର ଗୋଟିେ କିମ୍ବା ଦୁଇଟି ସନ୍ତାନ ଯାତ ହୋଇଥାଏ ।
3. ବେଇପାରିକ ବିବାହ – ମଣି ବଂଶ ରେଖା ଠାରୁ ବୁଧ ପର୍ବତ ରେଖା ପର୍ଯ୍ୟନ୍ତ ଯାଇଥାଏ କିମ୍ବା ସୂର୍ଯ୍ୟ ରେଖା ଶୁକ୍ର ପର୍ବତ ସହ ମିଳୁ ଥାଏ , ତେବେ ଏଭଳି ଲୋକ ଙ୍କ ବିବାହ ବହୁତ ବିଳମ୍ବ ରେ ହୋଇଥାଏ । ଏହି ଲୋକ ମାନେ ବିବାହ ମଧ୍ୟ କରି ପାରନ୍ତି ନାହିଁ ଏବଂ ମହିଳା ମାନେ ବ୍ୟବସାୟ କରୁଥିବା ବ୍ୟକ୍ତି ଙ୍କୁ ବିବାହ କରିଥାନ୍ତି ଏବଂ ସେମାନ ଙ୍କର ସ୍ବାମୀ ଟିକେ କଂଜୁସ ଭଳି ହୋଇଥାନ୍ତି ।

4. ବୁଧ ବିବାହ – ଯଦି କାହାର ହାତ ଅଧିକ ସଂକୀଣ୍ନ ଥାଏ କିମ୍ବା ଚନ୍ଦ୍ର ପର୍ବତ ନିକଟ ରେ ଅଧକ ଛୋଟ ଛୋଟ ରେଖା ଖଣ୍ଡ ବିଖଣ୍ଡିତ ହୋଇଥାଏ , ତେବେ ଏପରି ଲୋକ ନିଜ ବୟଷ ର ଅଧିକ ବୟଷ ର ବ୍ୟକ୍ତି ଙ୍କୁ ବିବାହ କରିଥାନ୍ତି । ଏମାନଙ୍କର ସନ୍ନାନ ପ୍ରାପ୍ତି ର ଯୋଗ ନ ଥାଏ କିନ୍ତୁ ଏମାନେ ଏମାନଙ୍କର ବୈବାହିକ ଜୀବନ ରେ ଅଧିକ ଖୁସି ରେ କଟିଥାଏ ।vbfgnghnhg

5. ଛାଡ ପତ୍ର ବିବାହ ଯୋଗ – ଯଦି ଶକ୍ର ପର୍ବତ ରୁ ହୃଦୟ ରେଖା ପର୍ୟ୍ୟନ୍ତ ଶିଧା ଯାଇଥାଏ କିମ୍ବା ବିବାହ ରେଖା ଶେଷ ରେ ଅନେକ ରେଖା ହୋଇଥାଏ , ତେବେ ଏହା ଛାଡ ପତ୍ର ବିବାହ ର ଯୋଗ ହୋଇପାରେ । ଏପରି ଦମ୍ପତି ମାନଙ୍କ ମଧ୍ୟ ରେ ଦୁଇ ଜଣ ଙ୍କ କଥା ମିଶି ନ ଥାଏ । ଏମାନ ଙ୍କ ମଧ୍ୟ ରେ କଳହ ସଦା ସର୍ବଦା ଲାଗି ରହଥାଏ , ତେଣୁ ଏମାନେ ବୈବାହିକ ଜୀବନ ପରେ ଖୁସି ରେ କେବେ ରହି ପାର ନଥାନ୍ତି ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *