ବେଡ଼ରୁମ୍ ରେ ପ୍ରକୃତରେ ଏପରି ଘଟିଛି ଜାଣନ୍ତୁ ପ୍ରକୃତ ରେ କଣ ରହି ଥିଲା ସତ୍ୟ ଦେଖନ୍ତୁ ଭିଡ଼ିଓ

ଅନୁଭବ ଏବଂ ବର୍ଷା ଙ୍କୁ ନେଇ ବିବାଦ ଥମି ନ ଥିଲେ ମଧ୍ୟ ବର୍ତମାନ ସମୟ ରେ ଜାହା ବ଼ଡ ଖବର ସାମ୍ନା କୁ ଆସୁଛି ସେହିଥିରୁ ସ୍ପଷ୍ଟ ଜଣା ପଡୁଛି କି କଣ ବର୍ଷା ପ୍ରିୟଦର୍ଶନୀ ଏବେ ଯାଏ ମିଛ କହି ଆସିଛନ୍ତି । ଯଦି ଦେଖିବେ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେଶ୍ ଭାଇରଲ ହେବାରେ ଲାଗିଛି , ଅନୁଭବ ଙ୍କ ଘର ର ସେହି ଦିନ ରାତି ର ଭିଡ଼ିଓ ଯେଉଁ ଥିରେ ବର୍ଷା କହି ଥିଲେ କି ତାଙ୍କୁ ଘୋରଇ ହିଂସା ର ଶୀକାର ହେବାକୁ ପଡୁଛି , ଏବଂ ସେ ପୋଲିସ୍ ର ସହାୟତା ବି ମାଗି ଥିଲେ ।

ଏମିତି କି ବର୍ଷା କହି ଥିଲେ କି ସେ ଅନୁଭବ ମହାନ୍ତି ଙ୍କ ଘରେ ଅସୁରକ୍ଷିତ ମନେ କରୁଛନ୍ତି , ହେଲେ ବର୍ତମାନ ସମୟ ରେ କୈଣସି ସୂତ୍ର ରୁ ଏକ ଭିଡ଼ିଓ ସାମ୍ନା କୁ ଆସୁଛି । ଯେଉଁ ଥିରେ ପ୍ସଷ୍ଟ ଜଣା ପଡୁଛି କି ବର୍ଷା ପ୍ରିୟଦର୍ଶନୀ ଘୋରଇ ହିଂସା ର ଶୀକାର ହୋଇ ନ ଥିଲେ , ଏବଂ ସେହି ଦିନ ରାତି ରେ ଜାରୀ କରି ଥିବା ଭିଡ଼ିଓ ର କୈଣସି ବି ଯଥାର୍ଥ ନ ଥିଲା । ଏବଂ ସେହି ଦିନ ରାତି ରେ ବର୍ଷା ଙ୍କ ଆଉ ଗୋଟିଏ ଭିଡ଼ିଓ ହୋଇ ଥିବାର ଦେଖିବା ପାଇଁ ମିଳିଛି । ଜାହାକି ଅନୁଭବ ଙ୍କ କେହି ଜଣେ ସହଯୋଗୀ କରି ଥିବାର ଦେଖିବା ପାଇଁ ମିଳିଛି , ସେହି ଥିରେ ଦେଖିବା ପାଇଁ ମିଳିଛି

କି ପ୍ରତ୍ୟେକ ଦିନ ପରି ଅନୁଭବ ଙ୍କ ରୋଷେଇଆ ବର୍ଷା ଙ୍କୁ ଖାଇବା ପାଇଁ ଦେବାକୁ ନେଇ ଜାଇ ଥିଲେ ।ଏବଂ ସଦା ସର୍ବଦା ପରି ପରିବାର ର ସମସ୍ତ ସସସ୍ୟ ଯେଉଁ ଖାଦ୍ୟ ଖାଉଛନ୍ତି ସେହି ଖାଦ୍ୟ ମଧ୍ୟ ବର୍ଷା କୁ ଦିଆ ଜାଉଛି ।  ଏବଂ ସେଠାରେ କୈଣସି ଅସାମାଜିକ ବ୍ୟବହାର ଦେଖେଇ ନ ଥିଲେ ବି ବର୍ଷା ନିଜର ଭିଡ଼ିଓ ଜାରୀ କରି ଏହାର ଅଭିଯୋଗ କରି ଥିଲେ ଏହା ସହିତ ଘର ର ରୋଷେଇଆ ବର୍ଷା ଙ୍କ ସହିତ ସେମିତି କିଛି ବି ଅସାମାଜିକ ବ୍ୟବହାର କରି ନାହାଁନ୍ତି , ଜାହା କି ସେହି ଭିଡ଼ିଓ ରୁ ସ୍ପଷ୍ଟ ଭାବେ ଜଣା ପଡୁଛି , ଏବଂ ସେ କୈଣସି ଘୋରଇ ହିଂସା ର ଶୀକାର ହେବା ପରି ଲାଗୁ ନାହାଁନ୍ତି ।

ଯେହେତୁ ସେହି ରୋଷେଆ ଜଣଙ୍କ ଅନୁଭବ ଙ୍କ ଘର ର ନିଜ ରୋଷେଇଆ ସେହିଥି ପାଇଁ ସେ ପ୍ରତି ଦିନ ଭଳି ବ୍ୟବହାର ଦେଖେଇଛନ୍ତି ,ଏଠାରେ ପ୍ରଶ୍ନ ଉଠୁଛି କି ବର୍ଷା କଣ ମିଛ କହିଛନ୍ତି ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏଠାରେ କଣ ଲାଗୁଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *