ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତି ବାବୁସାନ ଙ୍କୁ ଘରୁ ବାହାର କରି ଦେଲେ ଜାଣନ୍ତୁ କଣ ଖବର

paha ha jar

ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ କୋରନା ସମୟ ଚାଲିଛି ଏହି ସମୟ ରେ ଆପଣ ମାନଙ୍କୁ ସୂଚନା ଦେବୁ କି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ସୁପର ଷ୍ଟାର ବାବୁସାନ ମହାନ୍ତି ଏହି ଲକଡାଉନ୍ ସମୟ ରେ ନିଜର ଗ୍ରାମ ରେ ଆସି ପହଁଚିଛନ୍ତି ସେମିତି ରେ ସେ କେବଳ ନୁହେଁ ବରଂ ତାଙ୍କ ସହିତ ତାଙ୍କର ପରିବାର ମାନେ ବାପା ଉତ୍ତମ ମହାନ୍ତି ଏବଂ ମାଆ ଅପରାଜିତା ମହାନ୍ତି ବି ଆସି ପହଁଚିଛନ୍ତି । ତେବେ ଏମିତି କ୍ଷେତ୍ର ରେ ଆମେ ଆଜି ଆପଣ ମାନଙ୍କୁ କହିବୁ କି ଏହି ସମୟ ରେ ବାବୁ ସାନ୍ ଙ୍କ ମାଆ ଅପରାଜିତା ମହାନ୍ତି ଘରେ ରହି କଣ କରୁଛନ୍ତି ସେହି ବିଷୟ ରେ ଆମେ ଆପଣ ମାନଙ୍କୁ କହିବୁ ।dghytu8yio

ଏମିତି ରେ ବହୁତ ଅଭିନେତା ଏବଂ ଅଭିନେତ୍ରୀ ମାନେ ଏହି ଦିନ ରେ ଘରେ ରହି ଥିବାର ଆପଣ ମାନେ ସୋସିଆଲ ମିଡ଼ିଆ ରେ ଘୂରି ବୁଲି ଥିବା ଭିଡ଼ିଓ ରେ ନିଶ୍ଚିତ ଭାବେ ଦେଖି ପାରୁ ଥିବେ ସେମିତି ବେଳେ ଏହି ଦିନ ରେ ସୋସିଆଲ ମିଡ଼ିଆ ରେ ଅପରାଜିତା ମହାନ୍ତି ଙ୍କର ବି ଗୋଟିଏ ଭିଡ଼ିଓ ଭାଇରଲ ହୋଇଛି ଯେଉଁ ଠାରେ ସେ ନିଜ ହାତରେ ବେଲ ପଣା ତିଆରି କରି ଉତ୍ତମ ମହାନ୍ତି ଙ୍କୁ ଦେଇଛନ୍ତି । ଏବଂ ଏହା ସହିତ ସେ କୋରନା ସଂମ୍ପର୍କ ରେ ବହୁତ ତଥ୍ୟ ମଧ୍ୟ ପ୍ରଦାନ କରିଛନ୍ତି , ସେ କହିଛନ୍ତି ଏହି କୋରନାjk;kghtd

ଆମ ପାଇଁ ଯେତେ ବି ବିପଦ ହେଉ ଏହାକୁ ହରେଇବା ପାଇଁ ଆମେ ପ୍ରସ୍ତୁତ ରହିବା ଉଚିତ୍ । ତେବେ କୋରନା ଆପଣ ମାନଙ୍କୁ ନ ହରାଉ ବରଂ ଆପଣ ତାଙ୍କୁ ହରାନ୍ତୁ ଏବଂ ଏହା ସହିତ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ବୋଲି ସେ କହିଛନ୍ତି ସେହି ପରି ବନ୍ଧୁଗଣ ଆପଣ ମାନଙ୍କୁ କହି ଦେବାକୁ ଚାହିଁବୁ ଏହି ଦିନ ରେ ଘରେ ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତି ବାବୁସାନ ଙ୍କୁ  ଘରୁ ବିଦା କରି ଦେଉ ଥିବାର ବି ଏକ ଭିଡ଼ିଓ ଭାଇରଲ ହୋଇ ଥିଲା ଜାହା ଆପଣ ମାନଙ୍କୁ ସତ ବୋଲି ଲାଗି ଥିବ ହେଲେ ଏହା ଗ୍ରାମ ରେ ରହିବା ସମୟ ରେ ସେମାନେ ଫ୍ରାଙ୍କ୍ କରି ଥିବାର ଜଣା ପଡିଛି , ତଥା ଏହି ଦିନ ମାନଙ୍କ ରେ ବାବୁସାନfgkifiuou

ମଧ୍ୟ ନିଜର ମାତା ପିତା ଙ୍କ ସହିତ ଗ୍ରାମ ରେ ରହୁ ଥିବା ବେଳେ ସେ ସେଠାରେ ବିଲ ରେ ଚାଷ ବାସ ବି କରୁ ଥିବାର ନଜର ଆସିଛନ୍ତି , ଏବଂ ସଂମ୍ପର୍ଣ୍ଣ ଗ୍ରାମ କୁ ବି ବୁଲେଇ କରି ଭିଡ଼ିଓ ରେ ଦେଖେଇ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି , ତେବେ ଆପଣ ମାନଙ୍କୁ ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତି ବାବୁସାନ ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ .ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *