ଝିଅ ମାନେ ଜିନ୍ସ ତଳେ କଣ ପିନ୍ଧନ୍ତି ଜାଣନ୍ତୁ କିଛି ମଜାଳିଆ ପ୍ରଶ୍ନ ଏବଂ ତାର ଉତ୍ତର

ଆଜି ଆମେ ଆପଣ ମାନଙ୍କୁ ଏଠାରେ କିଛି GK ପ୍ରଶ୍ନ ଏବଂ ତାହାର ଉର୍ତ୍ତର ବିଷୟ ରେ କହିବା ପାଇଁ ଚାହିଁବୁ । ଏମିତି ରେ ଆଜିର ସମୟ ରେ ଆପଣ ମାନେ ନିଶ୍ଚିତ ଭାବେ କୈଣସି ଟିଭି ସୋ ବା କୈଣସି ବଡ ବଡ ଜବ୍ ଇଣ୍ଟରଭିୟୁ ରେ ଏମିତି କିଛି ସାଧାରଣ ପ୍ରଶ୍ନ ଗୁଡିକ କୁ ପଚାରୁ ଥିବା ବେଳେ ଆମ ପାଖରେ ସେହି ସବୁ ର ସିଠ୍କ୍ ଉତ୍ତର ମାନ ରହି ନ ଥାଏ । ସେମିତି କ୍ଷେତ୍ର ରେ ଆମେ ଆଜି୍ ଆପଣ ମାନଙ୍କ ପାଇଁ କିଛି ସେମିତି୍ ହିଁ ପ୍ରଶନ୍ନ ସହିତ ଉତ୍ତର ନେଇ କରି ଆସିଛୁ । ଜାହାକୁ ଆପଣ ମାନେ ଜାଣିଲେ ନିଶ୍ଚିତ କୈଣସି ସ୍ଥିତି ରେ ପରିକ୍ଷା ରେ ଉତିର୍ଣ୍ଣ ହୋଇ ପାରିବେ ।

ଆମେ ଆଜି ଆପଣ ମାନଙ୍କୁ ମହାଭାରତ ସମନ୍ଧିୟ କିଛି ପ୍ରଶ୍ନ ଏବଂ ଏହାର ଉତ୍ତର ଆପଣ ମାନଙ୍କ ପାଇଁ ନେଇ କରି ଆସିଛୁ ତେବେ ଆସନ୍ତୁ ମୋଟେ ବି ଡେରୀ ନ କରି ଜାଣି ନେବା । 1: ସେ କିଏ ଯିଏ ବୁଡି ଜାଇ ଥିବା ବେଳେ ତାହାକୁ କେହି ବଞ୍ଚେଇବା ପାଇଁ ଜାଆନ୍ତି ନାହିଁ ?
ଏହାର ସଠିକ୍ ଉତ୍ତର ହେଲା ସୂର୍ଯ୍ୟ । 2: ଗୋଟିଏ କୂଅ ରେ 5 ଟି ବେଙ୍ଗ ଥିଲେ ସେଥି ମଧ୍ୟ ରୁ ଗୋଟିଏ ବେଙ୍ଗ ମରି ଗଲା ତେବେ କହିଲ ସେହି କୂଅ ରେ କେତୋଟି ବେଙ୍ଗ ରହିବ ? ଏହାର ଉତ୍ତର ହେଲା ଗୋଟିଏ ଗାତ ରେ 5 ଟି ବେଙ୍ଗ ଥିଲେ ଗୋଟିଏ ମରିଗଲେ ସେହି ଗାତ ରେ 5 ଟି ହିଁ ରହିବ।

3: ଏମିତି କେଉଁ ଗୋଟିଏ ଫଳ ଜାହାକୁ ଆମେ ନ ଧୋଇକି ଖାଇ ଦେଇ ଥାଉ ?
ଏହାର ଉତ୍ତର ହେଲା କଦଳୀ ।
4 : ତାର ଉପରେ ଦୈଡୁ ଥିବା ସେ କିଏ ଅଟେ ଯିଏ ମେଘ ଉପରେ ବି ଖେଳି ଥାଏ ?
ଏହାର ଉତ୍ତର ହେଲା ବିଯୁଳୀ ।

5: ଝିଅ ମାନେ ଜିନ୍ସ ତଳେ କଣ ପିନ୍ଧନ୍ତି ?
ଏହାର ଉତ୍ତର ହେଲା ଜୋତା ବା ସେଣ୍ଡେଲ୍ ।
6: ଯେଉଁ ନଦୀ ପ୍ରତି ଦିନ ରଙ୍ଗ ବଦଳେଇ ଥାଏ ସେହି ନଦୀ ର ନାମ କଣ ?
ଏହାର ସଠିକ୍ ଉତ୍ତର ହେଲା କନୋ ଖ୍ରୀଷ୍ଟଲ ରିଭାର୍ (କୋଲମ୍ବିଆ) ରେ ଉପସ୍ଥିତ ଅଟେ ।
7: ଯେଉଁ ଝିଟିପିଟି ଉଡି ପାରେ ସେହି ଝିଟିପିଟି ର ନାମ କଣ ?
ଏହାର ସଠିକ୍ ଉତ୍ତର ହେଲା ଫ୍ଲାଇଙ୍ଗ୍ ଡ୍ରାଗନ୍ ଲିଜାର୍ଡ ଅଟେ ।
8: କେଉଁ ଦେଶ ର ରାଷ୍ଟ୍ର ପତି ଭବନ କୁ ବ୍ଲୁ ହାଉସ୍ ବୋଲି କୁହା ଯାଏ ?
ସାଉଥ୍ କୋରିଆ ର ରାଷ୍ଟ୍ରପତି ଭବନ କୁ ବ୍ଲୁ ହାଉସ୍ ବୋଲି କୁହା ଯାଏ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Love To Share

Leave a Reply

Your email address will not be published. Required fields are marked *