ରାତି ମଝିରେ ନିଦ ଭାଙ୍ଗିବା ପଛରେ କଣ କାରଣ ଅଛି ଜାଣନ୍ତୁ ନହେଲେ ପରେ ପସ୍ତେଇବେ

dhygjihl

ବନ୍ଧୁଗଣ କଣ ଆପଣ ମାନଙ୍କ ନିଦ ରାତି 3 ଟା ରୁ 5 ଟା ମଧ୍ୟ ରେ ଭାଙ୍ଗୁଛି କି ତେବେ ଏହା ପାଇଁ ଆପଣ ମାନେ ସାବଧାନ ରୁହନ୍ତୁ , କାରଣ ଏହି ବିଷୟ ରେ ଆପଣ ମାନଙ୍କୁ ଜାଣିବା ପରେ ନିଶ୍ଚିତ ଭାବେ ରୁମ ଟାଙ୍କୁରି ଉଠିବ , ଏହି ଦୁନିଆଁ କୁ ରହସ୍ୟ ମୟ ଦୁନିଆଁ ବୋଲି କୁହା ଜାଇ ଥାଏ । ଏମିତି ରେ ଆଜିର ଦିନ ରେ ବି ଏମିତି ବହୁତ କଥା ରହିଛି ଜାହା ରହସ୍ୟ ମୟ ହୋଇ ପଡି ରହିଛି , ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏମିତି ଗୋଟିଏ ରହସ୍ୟ ମୟ ଘଟଣା ବିଷୟ ରେ କହିବୁ ଜାହା ରାତି 1 ଟା ରୁ 3 ଟା ମଧ୍ୟ ରେ ହୋଇ ଥାଏvtfngm,k

ଏବଂ ସେହି ସମୟ ରେ ଆପଣ ମାନଙ୍କ ନିଦ ଭାଙ୍ଗିଲେ ତାହାର ପ୍ରଭାବ ଆପଣ ମାନଙ୍କ ଶରୀର ଉପରେ ପଡେ । ସେମିତି ରେ ଆପଣ ମାନେ ଏହି ବିଷୟ ରେ ନିଶ୍ଚିତ ଭାବେ ଜାଣି ଥିବେ କି ଅଧ ରାତ୍ରୀ ରେ ମନ୍ଦିର ରେ ନା ପୂଜା ଅର୍ଚ୍ଚନା ହୋଇ ଥାଏ ନା ମନ୍ଦିର ର ପହ଼ଡ ଖୋଲେ ନା ସୂର୍ଯ୍ୟ ଉଦୟ ହୋଇ ଥାଏ । କାରଣ ସେହି ସମୟ କୁ ଆମେ ମାନେ ଅଶୁଭ ସମୟ ଭାବେ ମାନି ଥାନ୍ତି , ସେହି ପରି ଏହି ରାତି 3ଟା ରୁ 5 ଟା ମଧ୍ୟରେ ନାକାରାତ୍ମକ ଶକ୍ତି ମାନଙ୍କ ଉର୍ଜା ଅଧିକ ପରିମାଣ ରେ ଦେଖିବା ପାଇଁ ମିଳେ ସେହି ସମୟ ରେ ସିଧି ପ୍ରାପ୍ତି ପାଇଁ ତାନ୍ତ୍ରିକ ମାନେ ସବୁ ପ୍ରକାର ର ଚେଷ୍ଟା କରି ଥାନ୍ତିdfgbyyfjy

ଯେମିତି କି ବଳୀ ଦେବା ବା ଗୁପ୍ତ ସାଧନା କରିବା ତନ୍ତ୍ର ବିଦ୍ୟା ଅନୁସାରେ ରାତି 3 ଟା ରୁ 5 ଟା ମଧ୍ୟ ରେ ଦିଆ ଜାଉ ଥିବା ସାଧନା ବା ବଳୀ ସଫଳ ହୋଇ ଥାଏ । ଏବଂ ଏହି ସମୟ ରେ ସାରା ସଂସାର ରେ ଭୂତ ପ୍ରେତ ଙ୍କ ଶକ୍ତି ବହୁତ ଅଧିକ ହୋଇ ଥିବା ବେଳେ ଏହି ଉପରେ ଆମ ମାନଙ୍କ ଶରୀର ପସି ଏମାନେ ସାକାରାତ୍ମକ ଶକ୍ତି କୁ ନଷ୍ଟ କରିବା ପାଇଁ ଚେଷ୍ଟା କରନ୍ତି ତେବେ ଆପଣ ମାନଙ୍କ ଶରୀର ରେ ଏମିତି କିଛି ଏକ୍ଟିଭିଟି ହେଲେ ଆପଣ ମାନଙ୍କ ନିଦ ପ୍ରତି ଦିନ ରାତି ରେ ଭାଙ୍ଗି ଜାଇ ଥାଏdsgdthjfk

ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନେ କେବେ ବି ରାତି ରେ ଶୋଇବା ପୂର୍ବ ରୁ ଭୁତ ପ୍ରେତ ଙ୍କ ବିଷୟ ରେ ଭାବି ବା କଥା ପକେଇ ସୁଅନ୍ତୁ ନାହିଁ , ଏମିତି କରିଲେ ଆପଣ ମାନଙ୍କ ସ୍ୱପ୍ନ ରେ ସେହି ମାନେ ଆସିବାର ଭୟ ଏବଂ ଆପଣ ମାନଙ୍କର ଦେହ ପ୍ରି଼ଡା ହେବାର ବହୁତ ପରିମାଣ ରେ ସମ୍ଭାବନା ରହି ଥାଏ, ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *