ଆସିଲା ବଳରାମ ଯୋଜନା ର ଫର୍ମ ଜାଣନ୍ତୁ କେମିତି କରିବେ ଆପ୍ଲାୟ ପାଇବେ 7 ଲକ୍ଷ ଟଙ୍କା ବ୍ୟକ୍ତି ପିଛା

ବନ୍ଧୁଗଣ ଏବେ ଏବେ ଆପଣ ମାନଙ୍କ ପାଇଁ ବଡ ଖୁସୀ ଖବର ରହିଛି ଯେଉଁ ଠାରେ ସୁଣିବା ପାଇଁ ମିଳିଛି କି କାଳିଆ ଯୋଜନା ପରେ ପରେ ଏବେ ପୁଣି ବଳରାମ ଯୋଜନା ଆରମ୍ଭ ହୋଇଛି । ଯେଉଁଟା କୁ ସରକାର ଏହି ଦିନ ରେ ଲଞ୍ଚ କରିଛନ୍ତି । ତେବେ ଏହି ୟୋଜନା ମାଧ୍ୟମ ରେ ଆପଣ ମାନଙ୍କୁ ଟଙ୍କା ମିଳି ପାରିବ ହେଲେ କିପରି ଟଙ୍କା ମିଳିବ ଏବଂ କେଉଁ ମାନଙ୍କୁ ସବୁ ମିଳିବ ଏବଂ କେତେ ଟଙ୍କା ଆପଣ ମାନଙ୍କୁ ମିଳିବ ଆମେ ଆଜି ସେହି ସବୁ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କଥା ହେବାକୁ ଚାହିଁବୁ । ସୂଚନା ଦେବୁ କି ଏହା କୃଷି ଋଣ ଯୋଜନା ପାଇଁ ଚାଷୀ ମାନଙ୍କ ପାଇଁ ଏକ ନୂଆ ପ୍ରୟାସ । ଏବଂ ଏଠାରେ 1 ହଜାର 40 କୋଟି ର ଋଣ ଯୋଗାଣ ହେବ ଏହି ଥିରେ ଉପକୃତ ହେବ 7 ଲକ୍ଷ ଚାଷୀ ମାନେ ।

ଆପଣ ମାନେ ଜାଣି ଥିବେ କାଳିଆ ୟୋଜନା ରେ ଯେଉଁ ମାନଙ୍କ ଚାଷ ଜମି ଥିଲା ସେହି ମାନଙ୍କୁ ଟଙ୍କା ମିଳି ପାରୁ ଥିଲା ହେଲେ ଏବେ ଯେଉଁ ମାନଙ୍କର ଚାଷ ଜମୀ ଯେଉଁ ମାନଙ୍କର ନାହିଁ ସେମାନଙ୍କୁ ବି ଋଣ ମିଳି ପାରିବ । ଆପଣ ମାନେ ଏହି ଥିରେ ଟଙ୍କା ପାଇବେ କିପରି । ରାଜ୍ୟ ସ୍ଥର ରେ ଇମେଜ୍ ଏବଂ ଜିଲ୍ଲା ସ୍ଥର ରେ ଆତ୍ମସଂସ୍ଥା ଏହି କାର୍ଯ୍ୟ କର୍ମ ର ସଂଯୋଜନା କରିବେ ।

ସବୁଠାରୁ ବଡ଼କଥା ହେଲା, ଗୋଟିଏ ଗୁପରେ 5 ଜଣ ଚାଷୀ ରହିବେ । ବର୍ଷକୁ ସାଢେ 3 ଲକ୍ଷ ଚାଷୀ ହିସାବରେ 2 ବର୍ଷ ମଧ୍ୟରେ ପ୍ରାୟ 7 ଲକ୍ଷ ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବା ପାଇଁ ଲକ୍ଷ୍ୟ ରଖା ଯାଇଛି ।ଗ୍ରାମଞ୍ଚଳ ରେ ଏବଂ ସମବାୟ ସଂସ୍ଥା ମନଙ୍କ ରେ 7 ହଜାର ସାଖା ରହିଛି ପ୍ରତି ବ୍ୟାଙ୍କ ବ୍ରାଚକୁ ଚଳିତ ବର୍ଷ ଅତି କମରେ 10ଟି ଜସଂଟ୍ ଲିଆବିଲିଟି ଗୁପକୁ ଋଣ ଦେବା ପାଇଁ କୁହାଯାଇଛି ।

ଏହା ଫଳରେ ପ୍ରାୟ 70 ହଜାର ଗୁପ୍ ଚଳିତ ବର୍ଷ କୃଷି ଋଣ ପାଇପାରିବେ , ପ୍ରତି ଗୁପ 1 ଲକ୍ଷ 60 ହଜାର ଟଙ୍କା ଯାଏଁ ଋଣ ପାଇପାରିବେ । ପ୍ରତ୍ୟେକ ଗୃପ୍ ଯଦି 5 ଜଣ ରୁହନ୍ତି ତେବେ ଦଖିବା ପାଇଁ ଗଲେ 30 ରୁ 35 ହଜାର ଲୋକ ମାନଙ୍କୁ ପ୍ରତି ଗୃପ୍ ପିଛା ଋଣ ମିଳି ପାରିବ ତେବେ ବନ୍ଧୁଗଣ ଆପଣ ମାନେ ଏହି ବଳରାମ ଯୋଜନା ଅଶଂ ବିଶେଷ ହେବାକୁ ଥିଲେ ଆପଣ ମାନେ ନିଶ୍ଚିତ ଭାବେ ଏହି ସବୁ ବିଷୟ ରେ ଏହି ସରକାର ଙ୍କ ଅଫିସିଆଲ ୱେବସାଇଟ୍ କୁ ଜାଇ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିବେ ତେବେ ଆମର ପୋଷ୍ଟ ପସନ୍ଦ ଆସୁ ଥିଲେ ଆପଣ ମାନେ ନିଶ୍ଚିତ ଭାବେ ନିଜର ଫ୍ରେଣ୍ଡ ସହିତ ସେୟାର କରିବେ ଏବଂ ଆମକୁ ଫୋଲ କରିବା ପାଇଁ ଭୁଲିବେ ନାହିଁ ।

Love To Share

Leave a Reply

Your email address will not be published. Required fields are marked *