ଅନୁଭବ ଗୋଟେ ଛ***(ବାବୁଶାନ୍) କଣ କହିଲେ ବାବୁସାନ ଅନୁଭବ ଙ୍କ ବିପକ୍ଷ୍ୟ ରେ ଜାଣନନ୍ତୁ ସ୍ପେସାଲ ରିପୋର୍ଟ

ଅନୁଭବ ଙ୍କୁ ଜବାବ୍ ଦେଲେ ବାବୁସାନ୍ ବର୍ଷା ଏବଂ ଅନୁଭବ ମାମଲା ରେ କିଛି ଏମିତି କହିଲେ ବାବୁସାନ୍ ତେବେ ଆପଣ ମାନଙ୍କୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଟୀପଣୀ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି , ସେମିତି ରେ ଅନୁଭବ ଏବଂ ବର୍ଷା ଙ୍କ ମଧ୍ୟ ରେ ତିକ୍ତତା ରହି ଥିବା ବେଳେ  ବାବୁସାନ୍ ଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ବହୁତ ଚର୍ଚ୍ଚା ହେଉଛି , ଯଦି ଦେଖିବେ ଦୁହେଁ ପଚି ପତ୍ନୀ ଦୁହିଁଙ୍କ ବିରୋଧ ରେ ଆରୋପ ପ୍ରତ୍ୟାରୋପ ଲେଗଇବାରେ ଲାଗି ଥିଲେ । ହେଲେ ଠିକ୍ ଏତିକି ବେଳେ ବାବୁସାନ୍ ଙ୍କୁ ନେଇ ଆସିଛି ନୂଆ ଖବର  ବାବୁସାନ୍ ଙ୍କ ବିଚାର ଧାରା କୁ ନେଇ ସୋସିଆଲ ମି଼ଡିଆ ରେ ଲାଗିଛି ଚର୍ଚ୍ଚା ଘୋରଇ ହିଂସା କୁ ନେଇ ବାବୁ ସାନ୍ ଙ୍କ ମତ ଅସାଧାରଣ ନୁହେଁ ।

ସେ ଘୋରଇ ହିଂସା ଏବଂ ମାରପିଟ୍ କୁ ମୋଟେ ବି ପସନ୍ଦ କରନ୍ତି ନାହିଁ । ଘର ସଂସାର ଥିଲେ ଝଗଡା ବି ରହେ , ପ୍ରତ୍ୟେକ ପରିବାର ରେ ଏମିତି ଛୋଟ ବଡ ଝଗଡା ଲାଗି ରହେ ।ଏବଂ ଜାହାର ସମାଧାନ ବି ସେହି ପରିବାର ମଧ୍ୟ ରେ ହିଁ ହୋଇ ଥାଏ । ହେଲେ ଏପଟେ ବର୍ଷା ଙ୍କ କହିବା ଅନୁସାରେ ଅନୁଭବ ଜଣେ ବଡ ମଦ୍ୟପ ଅଟନ୍ତି, ଏବଂ ସେ ବର୍ଷା ଙ୍କ ଉପର କୁ ହାତ ମଧ୍ୟ ଉଠେଇ ଛନ୍ତି ,ଜାହାକି ସମାଜ ପାଇଁ ଏକ ନିନ୍ଦନିୟ ଘଟଣା  ହେଲେ ଏଠାରେ ବାବୁସାନ୍ ଙ୍କ କହିବା ଅନୁସାରେ ସମାଜ କୁ ଜଣେ ରିୟଲ୍ ହିରୋ ର ଆବଶ୍ୟକତା ରହିଛି ।

ରିଲ୍ ହିରୋ ସବୁ ବେଳେ ରିୟଲ୍ ହିରୋ ହୋଇ ନ ଥଏ ଅର୍ଥାତ୍ ଚଳଚିତ୍ର ର ହିରୋ ମାନେ କେବେ ବି ରିୟଲ୍ ଲାଇଫ୍ ର ହିରୋ ହୋଇ ନ ଥାନ୍ତି । ଯଦି ଆପଣ ମାନେ ବାବୁସାନ୍ ଙ୍କ ଖବର ବିଷୟ ରେ କହିବା ତେବେ ତାଙ୍କର ବିବାହ ର ଏତେ ଦିନ ବିତିଗଲା ପରେ ସେମାନଙ୍କ ସଂମ୍ପର୍କ ରେ ଏମିତି କିଛି ତିକ୍ତତା ଦେଖିବା ପାଇଁ ମିଳି ନାହିଁ  ଏମିତି ରେ ବାବୁ ସବୁ ବେଳେ ମାତା ପିତା ଙ୍କ କଥା ରେ ହିଁ ଚାଲି ଥାନ୍ତି  ସେହିଥି ପାଇଁ ହୁଏତ ତାଙ୍କ ସହିତ ଏମିତି କିଛି ହୋଇ ନାହିଁ ।

ବୋଲି ସେ କହିଛନ୍ତି , ସେହି ପରି ବେଳେ ଅନୁୁଭବ ଏବଂ ବର୍ଷା ଙ୍କ ବିଷୟ ରେ  କହିବା ତେବେ ଦିର୍ଘ 6 ବର୍ଷ ପରେ ପୁଣି ଭାଙ୍ଗିବା ପାଇଁ ଯାଉଛି ଏହି ଦୁହିଁଙ୍କ ସଂମ୍ପର୍କ , ବର୍ତମାନ ସମୟ ରେ ଦୁହିଁଙ୍କ ସଂମ୍ପର୍କ ମଧ୍ୟ ରେ ଫାଟ ଆସି ଜାଇଛି , ଦୁଇ ଜଣ ଦୁହିଁଙ୍କ ପାଖରୁ ବିମୂଖେ ହେବା ପରେ ଏବେ ଛାଡପତ୍ର ନେବାକୁ ଏମାନେ ଦୁହେଁ ନିସ୍ପତି ନେଇଛନ୍ତି , ହେଲେ କଣ ଦିର୍ଘ 6 ବର୍ଷ ପରେ ଏମିତି କଣ ଘଟିଲା କି ଏମାନେ ଛାଡପତ୍ର ନେବା ବିଷୟ ରେ ଭାବିଲେ ଏବଂ

ଏମାନଙ୍କ ଛାଡପତ୍ର ର ସୁଣାଣି ଅକ୍ଟୋବର 12 ରେ କୋର୍ଟ ରେ ହୋଇ ପାରେ ଏହି ନେଇ ଏମାନେ ଦୁହେଁ ଏହି ଦିନ ରେ କୋର୍ଟ ର ଦ୍ୱାରସ୍ତ ହୋଇ ଥିଲେ । ଅନୁଭବ ଦିଲ୍ଲୀ ର ପଟିଆଲ୍ଲା କୋର୍ଟ ର ଦ୍ୱାରସ୍ତ ହୋଇ ଥିବା ବେଳେ କଟକ କୋର୍ଟ ର ଦ୍ୱାରସ୍ତ ହୋଇ ଥିଲେ ବର୍ଷା ପ୍ରିୟଦର୍ଷନୀ , ଏବଂ ପରେ ବର୍ଷା ଙ୍କୁ କିଛି ଦିନ ହେଲା ସିନ୍ଦୁର ପିନ୍ଧୁ ନ ଥିବାର ଦେଖିବା ପାଇଁ ମିଳଉ ଥିଲା ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *