ଆପଣଙ୍କ ଜାତକରେ ଅଛିକି ବିଧବା ଯୋଗ କେମିତି ଖଣ୍ଡନ ହୁଏ ଜାଣନ୍ତୁ ଭୟଙ୍କର କଥା

ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ ଗୋଟିଏ ଗୁରୁତ୍ୱ ପୂର୍ଣ୍ଣ ବିଷୟ ବସ୍ତୁ ଉପରେ ଆଲୋଚନା କରିବା , ଜାହାକି ନାରୀ ଜିବନ ର ଗୋଟିଏ ଦୁର୍ଭାଗ୍ୟ ବୋଲି କହି ପାରିବା ଜାହାକୁ ଆମେ ମାନେ ବିଧବା ଯୋଗ ବୋଲି କହି ଥାନ୍ତି , ଯଦି ଆପଣ ମାନଙ୍କ ଭାଗ୍ୟ ରେ ବିଧବା ଯୋଗ ରହିଛି । ତେବେ ତାହା କେମିତି ଭାବେ ଭଙ୍ଗ ହେବ ସେହି ବିଷୟ ରେ ଆମେ ଆଜି ଆପଣ ମାନଙ୍କ ସହିତ ଆଲୋଚନା କରିବା ,ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ସେମିତି ରେ ଯଦି କେହି ମହିଳା ଙ୍କ ଭାଗ୍ୟ ରେ ଏହି ବିଧବା ଯୋଗ ରହିଛି ଏବଂ ତାହା ଭଙ୍ଗ ହୋଇଛି ତେବେ ସେହି ମହିଳା ଙ୍କ ଜିବନ ସୁଖ ପୂର୍ଣ୍ଣ ହୋଇ ଥାଏ ।

ହେଲେ ଯଦି ଏହି ଯୋଗ ଭଙ୍ଗ ନ ହୁଏ ତେବେ ସେହି ନାରୀ ଜିବନ ରେ ବହୁତ ବଡ ଦୁର୍ଭାଗ୍ୟ ଆଣି ଥାଏ । ଅଧିକ ପୂର୍ଣ୍ଣ ବିଧବା ଯୋଗ ସେହି ସମୟ ରେ ହୋଇ ଥାଏ । ଯେଉଁ ସମୟ ରେ ଯଦି ଗୋଟିଏ ମହିଳା ବିବାହ କରିବା ର ସ୍ୱାମୀ 2 ରୁ 3 ବର୍ଷ ମଧ୍ୟ ରେ ମୃତ୍ୟୁ ହୋଇ ଥାଏ । ହେଲେ ବିବାହ ର ଯଦି 25 ରୁ 30 ବର୍ଷ ପରେ ସ୍ୱାମୀ ମରି ଥାଏ ତେବେ ତାହା ବେସୀ ଦୁର୍ଭାଗ୍ୟ ଦେଇ ନ ଥାଏ । ଲଗ୍ନ ରେ ରବି ଏବଂ ସପ୍ତମ ଭାଗ ରେ ମଙ୍ଗଳ ଥିଲେ ତେବେ ବି ସେହି ମହିଳା ବିଧବା ହୋଇ ଥାଏ ।

ଯଦି ଲଗ୍ନ ର ପ୍ରଥମା ଅଧିପତି ଶନି ଙ୍କୁ ପାପସ୍ତ ଗ୍ରହ ମାନଙ୍କ ନଚସ୍ତ ଥିଲେ ତେବେ ବି ସେହି ମହିଳା ବିଧା ହୋଇ ଥାଏ , ଗୋଟିଏ ମହିଳା ବିଧାବା ହେବାର କାରଣ କଣ । ଯଦି ମହିଳା ଙ୍କ ଲଗ୍ନ ରେ ମଙ୍ଗଳ ରହିଛି ଏବଂ ସପ୍ତମ ରେ ଶନୀ ରହିଛି । ତେବେ ସେ ବିଧାବା ହୋଇ ଥାଏ , ସେହି ପରି ଲଗ୍ନ ରେ ପାପ ଗ୍ରହ ସହିତ ମଙ୍ଗଳ ଥିଲେ ତବେ ବି ବିଧବା ଯୋଗ ହୋଇ ଥାଏ ।

ହେଲେ ବେଳେ ଏହି ଯୋଗ କୁ ଭଙ୍ଗ ମଧ୍ୟ କରି ହୁଏ । ଯଦି ସପ୍ତମା ଅଧିପତୀ ଜନ୍ମ ଜାତକ ରେ ସଂମ୍ପର୍ଣ୍ଣ ଭାବେ ବଳ ବାନ ରହିଛନ୍ତି , ଏବଂ ସପ୍ତମ ସ୍ଥାନ କୁ ଶୁଭ ଗ୍ରହ ବୃହସ୍ପତି ଙ୍କ ଦୃଷ୍ଟି ସଂମ୍ପର୍ଣ୍ଣ ରୂପେ ରହିଛି ତେବେ ଜାଇ ଏହି ବିଧବା ଯୋଗ କାଟି ଜାଇ ଥାଏ । ସେମିତି ରେ ଯଦି ଆପଣ ମାନଙ୍କ ଜାତକ ରେ ଏହି ବିଧବା ଯୋଗ ରହିଛି ତେବେ ଆପଣ ମାନେ ଭଲ ଜ୍ୟୋତିଷ ଙ୍କ ସହିତ ଜାଇ ତର୍ଜମା କରନ୍ତୁ ।

ସେମିତି ରେ ଆପଣ ମାନେ ଏହି ସବୁ ବିଷୟ ରେ ଆଗରୁ ଯଦି ଜାଣି ପାରିବେ ତଥା ଆପଣ ମାନଙ୍କ କୁଣ୍ଡଳୀ ରେ ଯଦି ଏହି ବିଧବା ଯୋଗ ରହିଛି ତେବେ ଆପଣ ମାନେ ନିଶ୍ଚିତ ଭାବେ ନିଜ ଆଖ ପାଖରେ ରହି ଥିବା ବଡ ବଡ ଜ୍ୟୋତିଷ ତଥା ନାୟକ ଙ୍କ ସହିତ ଜାଇ ପରାମର୍ଶ କରି ଆପଣ ମାନେ ଏହାର ସଠିକ୍ ଉପାୟ ବା ସମାଧାନ ଉପରେ ଆଲୋଚନା କରନ୍ତୁୁ ତଥା ଆପଣ ମାନଙ୍କୁ ପୋଷ୍ଟ ଭଲ ଲାଗି ଥିଲେ ଅନ୍ୟ ସହିତ ସେୟାର କରିବେ ।

Love To Share

Leave a Reply

Your email address will not be published. Required fields are marked *