କେମିତି ଜାଣିବେ ଆପଣ ଙ୍କ ହୋଟେଲ୍ ରୁମ୍ ଏବଂ ବାଥରୁମ୍ ରେ କ୍ୟମେରା ଲାଗିଛି ବୋଲି ଜାଣନ୍ତୁ ଟ୍ରୀକ୍ସ୍

ଆଜିର ସମୟରେ ଆପଣ ମାନେ ଜାଣିି ଥିବେ ବ୍ଲାକ୍ ମେଲିଂ ବହୁତ ବଡ ଜିନିଷ ହୋଇ ସାରିଲାଣୀ । ଏବଂ ବହୁତ ସମୟ ରେ ଝିଅ ମାନଙ୍କ ଇଜ୍ଜତ୍ ସହିତ ବି ଲୋକ ମାନେ ଖେଳିିବା ପାଇଁ ପସନ୍ଦ କରୁଛନ୍ତି । ତେବେ ଆମେ ଆଜି ଆପଣ ମାନଙ୍କୁ ଏମିତି କହିବାର କାରଣ ହେଲା ଏହି ଦିନ ରେ ସେମିତି ହିଁ କିଛି ଘଟଣା ଗୁଡିକ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ଯେଉଁ ଠାରେ ଏହି ଜିନିଷ ଭାଇରଲ ହେଉଛି କି କୈଣସି ଝିଅ କୈଣସି ଏକ ହୋଟେଲ୍ କୁ ଜାଇ ଥିବା ବେଳେ ସେଠାରେ ଥିବା ବାଥୁ ରୁମ୍ ରେ ବ୍ୟବହାର କରି ଥିଲା ଏଏବଂ ପରେ ସେହି ବାଥରୁମ୍ ର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ।

ତେବେ ଆପଣ ମାନଙ୍କୁ କହିବୁ କି । ଆପଣ ମାନେ ବି ଯଦି ଏମିତି ହିଁ ହୋଟେଲ୍ ରେ ରହି ଥାନ୍ତି , ଏବଂ ବହୁତ ସମୟ ରେ ଏଣେ ତେଣେ ହୋଟେଲ୍ ମାନଙ୍କରେ ରହି ଜାଇ ଥାନ୍ତି । ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନେ କିପରି ଜାଣିବେ ସେହି ହୋଟେଲ ର ବାଥରୁମ୍ ରେ ହିଡେନ୍ କ୍ୟମେରା ରହିଛି କି ନାହିଁ ।ସେହି ବିଷୟ ରେ ଆପଣ ମାନଙ୍କୁ ଜଣେଇବୁ । ପ୍ରଥମେ ଆପଣ ମାନେ ସେହି ରୁମ୍ ର ଲାଇଟ୍ କୁ ବନ୍ଧ କରନ୍ତୁ । ପରେ ଦେଖନ୍ତୁ ଆପଣଙ୍କୁ କେଉଁ ଠାରେ ଛୋଟ ଲାଇଟ୍ ବ୍ଲିଙ୍କ୍ ହେଉଛି କି । ତେବେ ଆପଣ ମାନେ ଜାଣି ନିଅନ୍ତୁ ସେଠାରେ କ୍ୟମେରା ରହିଛି ।

ଦୁଇ ରେ ରହିଛି ଆପଣ ମାନଙ୍କ ପାଇଁ ରହି ଥିବା ମିରର୍ ରେ ହାତ ରଖନ୍ତୁ ଯଦି ଗେଭ୍ ରହୁ ଥିବା ତେବେ ତାହା ଠିକ୍ ଅଛି ହେଲେ ଯଦି ଆଙ୍ଗୁଳୀ ର ଗେଭ୍ ରହୁ ନ ଥିବ ତେବେ ଜାଣି ନିଅନ୍ତୁ ଏହା ଦୁଇ ପଟର ଆଇନା ବୋଲି । ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିବେ କି ଏହି ମିରର ପଛରୁ ବି ଦେଖି ହେବ , ସେମିତି ରେ ଆପଣ ମାନଙ୍କୁ ଜଣେଇ ଦେବୁ କି ଆଜିର ଦିନ ରେ ଲୋକ ମାନେ ଇନଫ୍ରାରିଟ୍ ର ଅଖିକ ପରିମାଣ ରେ ବ୍ୟବହାର କରୁଛନ୍ତି , ସେହି ପରି ଆପଣ ମାନେ ନିଜର ମୋବାଇଲ କ୍ୟମେରା ର ବ୍ୟବହାର କରି ଏହି ସବୁ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସେହି ସ୍ଥାନ ର ଜାଞ୍ଚ କରି ପାରିବେ ।

ଏବଂ ଆପଣ ମାନେ ସବୁ ବେଳେ ନିଜର ହୋଟେଲ୍ ରୁମ୍ ରେ ରହି ଥିବା ବେଡ୍ ର ଅପର ପଟ କୁ ବି ନିଶ୍ଚିତ ଭାବେ ଚେକ୍ କରନ୍ତୁ , ବହୁତ ସମୟ ରେ ଏମିତି ହୋଇ ଥାଏ କି ସେମାନେ ସେହି ବେଡ୍ ରେ ଏହି ହିଡେନ୍ କ୍ୟମେରା କୁ ଫିଟ୍ କରନ୍ତି ଜାହା ଆପଣ ମାନଙ୍କୁ ସାଧାରଣ ଭାବେ ଜଣା ପଡେ ନାହିଁ , ତେବେ ନିଶ୍ଚିତ ଭାବେ ଆପଣ ମାନେ ଏହି ଥିରୁ କିଛି ନା କିଛି ଜାଣି ପାରି ଥିବେ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *