ନିଜର ଜନ୍ମ ତାରିଖରୁ ଜାଣନ୍ତୁ Love marriage ହବେ ନା Arrange Marriage

ଆଜି ଆପଣ ମାନଙ୍କୁ ଗ୍ରହ ଏବଂ ଅଙ୍କ କୁ ନେଇ କହିବୁ କି ଆପଣ ମାନଙ୍କ ବିବାହ କେମିତି ହେବ । ଆପଣ ମାନେ ବି ଏହି ଟ୍ରିକ୍ କୁ ଫୋଲ କରି ଆପଣ ମାନେ ବି ଜାଣି ପାରିବେ କି ଆପଣ ମାନଙ୍କର ବିବାହ କେମିତି ହେବେ ଲଭ୍ ରେ ହେବ ନା ଆରେଞ୍ ରେ ହେବ । ପ୍ରଥମେ ଆପଣ ନିଜର ଜନ୍ମ ତାରିଖ ର ପ୍ରତ୍ୟେକ ଅଙ୍କ କୁ ଯୋଡି ମୂଲ୍ୟାଅଙ୍କ ବାହାର କରି ପାରିବେ  ଉଦାହରଣ ହେଲା ଯଦି ଆପଣ ମାନଙ୍କ ଜନ୍ମ 25 ତାରିଖ ରେ ହୋଇଛି ତେବେ ଏହା ଦୁଇଟି ସଂଖ୍ୟା କୁ ଯୋଗ କରନ୍ତୁ ମାନେ 2+5 = 7 ହେଲା ଆପଣଙ୍କ ମୂଲ୍ୟାଙ୍କ ତେବେ ଏହି ଭିତ୍ତି ରେ ଜାଣିବା ଆପଣ ଙ୍କ ବାହାର ଘର ଲଭ ହେବ ନା ଆରେଞ୍ ।

ମୂଲ୍ୟାଙ୍କ 1 ହେଲା ସୂର୍ଯ୍ୟ ଦେବ ଙ୍କ ର ହିଁ ପ୍ରତିକ  ଏମାନେ ଲାଜୁଆ ସ୍ୱଭାବ ର ହୋଇ ଥିବାରୁ ଏମାନଙ୍କ ଲଭ ମ୍ୟରେଞ ହେବା କଷ୍ଟ କର ହୋଇ ଥାଏ । 2 ମୂଲ୍ୟାଙ୍କ ଥିଲେ ଚନ୍ଦ୍ର ଙ୍କର ପ୍ରତିକ ହୋଇ ଥାଏ । ଏମାନେ ବହୁତ ବୁଝି କରି ହିଁ ଲଭ ଉପରେ ବିଶ୍ୱାସ କରନ୍ତି । ଏମାନେ ଜାହାକୁ ଭଲ ପାଆନ୍ତୁ ସେମାନଙ୍କୁ ବାହା ହେବାକୁ ସବୁ ପ୍ରୟାସ କରନ୍ତି , ମୂଲ୍ୟାଙ୍କ 3 ବାଲା ଲୋକ ମାନେ ସବୁ ବେଳେ ଲଭ୍ ମ୍ୟରେଞ କରି ଥାନ୍ତି  ସେହି ମୂଲ୍ୟାଙ୍କ 4 ର ଲୋକ ମାନେ ବି ସବୁ ବେଳେ ପ୍ରେମ ସମନ୍ଧ ବନେଇ ଥାନ୍ତି  ଏହା ପରେ ରହିଛି ମୂଲ୍ୟାଙ୍କ 5 ଏହା ବୁଦ୍ଧ ଙ୍କ ପ୍ରତିକ ଅଟେ ।

ଏମାନେ ସବୁ ବେଳେ ପାରମ୍ପରୀକ ବିବାହ କରି ଥାନ୍ତି । 6 ନମ୍ବର ମୂଲ୍ୟାଙ୍କ ର ଲୋକ ମାନଙ୍କ ମାନେ ସବୁ ବେଳେ ଲଭ ମ୍ୟରେଞ ଉପରେ ବିଶ୍ୱାସ, ରଖନ୍ତି ହେଲେ କିଛି କ୍ଷେତ୍ର ରେ ଆରେଞ୍ ହୋଇ ଥାଏ । 7 ନମ୍ବର ର ମୂଲ୍ୟାଙ୍କ ରହି ଥିବା ଲୋକ ମାନେ ଏହି ଲୋକ ମାନେ ଅଧିକ ସଂଙ୍କୋଚିତ ସ୍ୱଭାବ ର ହୋଇ ଥାନ୍ତି ସେହିଥି ପାଇଁ ଲଭ ମ୍ୟରେଞ ରେ ମନ ଥିଲେ ବି ଏମାନେ ଆରେଞ୍ କରି ଥାନ୍ତି ।

8 ନମ୍ବର ମୂଲ୍ୟାଙ୍କ ଏମାନେ କମ୍ ବୟସ ରୁ ହିଁ ପ୍ରେମ ରେ ପଡି ଥାନ୍ତି ହେଲେ ଏମାନେ ଚେଷ୍ଟା କରିଲେ ହିଁ ଲଭ ସକସ୍ସେସ୍ ହୋଇ ଥାଏ । 9 ନମ୍ବର ମୂଲ୍ୟାଙ୍କ ର ଲୋକ ମାନେ ସବୁ ବେଳେ ଲଭ ମ୍ୟରେଞ କରିବା ପାଇଁ ଡରି ଥାନ୍ତି ,ଏମାନେ ବହୁତ ସମୟ ରେ ନିଜର ପ୍ରେମ କୁ ପାଇବା ପାଇଁ ଏମାନେ ବିଭିନ୍ନ ପ୍ରକାରର କଷ୍ଟ କରିବା ପାଇଁ ଚେଷ୍ଟା କରି ଥାନ୍ତି , ଏବଂ ସେମାନଙ୍କୁ ପରେ ନିଶ୍ଚିତ ଭାବେ ସଫଳତା ବି ମିଳି ଥାଏ ,

ସେହି ପରି ବେଳେ ଏମାନେ କେବେ କେବେ ନିଜର ଭୁଲ ପାଇଁ ଅନ୍ୟ କିଛି ରାସ୍ତା  ରେ ଆଗକୁ ବଢିବା ପାଇଁ ପଡି ପାରେ କିନ୍ତୁ ଏହା ଆପଣ ମାନେ ଯଦି ଲଭ୍ କରୁ ଥାନ୍ତି ତେବେ ଚେଷ୍ଟା କରନ୍ତୁ କି ତାଙ୍କୁ ହାସଲ କରିବା ପାଇଁ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *