ଅନୁଭବଙ୍କୁ ଘରୋଇ କଳି ପଡ଼ିଲା ମାହାଙ୍ଗା ବହୁତ ଜଲ୍ଦି ଜାଇ ପାରନ୍ତି ଜେଲ ଘର ଆଗରେ ପୋଲିସ୍ ର ଅପେକ୍ଷା

ପର ଷ୍ଟାର ଅନୁଭବ ମହାନନ୍ତି ଙ୍କୁ ମହଙ୍ଗା ପଡିଲା ଘର କଳି BJD ଷ୍ଟାର ପ୍ରଚାରକ ତାଲିକା ରୁ ଏହି ଦିନ ରେ ବାଦ୍ ପଡିିଲେ ଅନୁଭବ ମହାନ୍ତି ,ବର୍ତମାନ ସମୟ ରେ ସଂସାଦ ଅନୁଭବ ଙ୍କୁ ବହୁତ ବଡ ଝଟ୍କା ଲାଗିଛି , ସେମିତି ରେ ଆପଣ ମାନେ ଜାଣି ଥିବେ ସଂସାଦ ଅନୁଭବ ମହାନ୍ତି ବର୍ତମାନ ସମୟ ରେ ନିଜର ପାରିବାରିକ କଳହ କୁ ନେଇ ବର୍ଷା ସହିତ ଭିଡି ଜାଇଛନ୍ତି । ଏବଂ ସେ ବର୍ଷା ଶାରୀରିକ ଏବଂ ମାନଶୀକ ନିର୍ଜାତନା ଦେଉ ନେଇ ବର୍ତମାନ ସମୟ ରେ ଅନୁଭବ ଙ୍କ ବିରୋଧ ରେ କୋର୍ଟ ରେ ମାମଲା ଚାଲିଛି , ତେଣୁ ଏହି ଭଳି ପରିସ୍ଥିତି ରେ ଦଳ ତାଙ୍କୁ ଗୋଟିଏ ଷ୍ଟାର ପ୍ରଚାରକକ ଭାବେ ସିଲେକ୍ଟ କରି ନାହିଁ ଏବଂ ଭୋଟ୍ ମାଗିବା ପାଇଁ ଠିକ୍ ଭାବି ନାହିଁ ବୋଲି ଜଣା ପଡିଛି ।

ସେମିତି ରେ ଅନୁଭବ ଙ୍କୁ ଷ୍ଟାର ପ୍ରଚାରକ କରିବା ହେଲେ ଦଳ ବେକକ୍ ଫୁଟର୍ ରେ ରହିବା ସହିତ ମହିଳା ଭୋଟର ଙ୍କ ସମର୍ଥନ ବହୁତ ପରିମାଣ ରେ BJD ଉପରୁ କମି ବୋଲି ରାଜଜନୈତିକ ବିଷେଶଜ୍ଞ୍ୟ ମାନେ କହିଛନ୍ତି । ଏହା ସହିତ ଅନୁଭବ ବର୍ତମାନ ସମୟ ରେ କିଛି ମାସ ହେବ ସେ ବହୁତ ଗୁଡିଏ କଥା କୁ ନେଇ ବିବାଦ ଘେର ରେ ରହିଛନ୍ତି , ଟିଭି ସାମ୍ବାଦିକା ଙ୍କୁ ଅସଦାଚରଣ ଏବଂ ମହିଳା ସାମ୍ବାଦିକା ଙ୍କୁ ଧମକ୍ , ପୋଡଶୀ ଙ୍କୁ ଅସଭଭ୍ୟ ଭାଷା ରେ ଗାଳୀ କରିବା ଆଦି ଅନେକ ଘଟଣା ଏହି କିଛି ଦିନ ରେ ତାଙ୍କ ବିପକ୍ଷ ରେ ହୋଇ ଥିବା ବେଳେ

ଏହି ଦିନ ରେ ତାଙ୍କୁ ଏହି ଷ୍ଟାର କାଷ୍ଚ ଭୋଟିଂ ରେ ଯୋଗ ଦେବାର ସୁଯୋଗ ମିଳି ନାହିଁ । ବର୍ତମାନ ସମୟ ରେ ଷ୍ଟାର ପ୍ରଚାରକ ତାଲିକା ରେ ଅରବିନ୍ଦମ୍ , ଏବଂ ଆକାସ୍ ଙ୍କୁ ଏହି ଦିନ ରେ ନୂଆ ଭାବେ ଆଡ୍ କରା ଜାଇ ଥିବା ବେଳେ BJD ଷ୍ଟାର ପ୍ରଚାରକ ତାଲିକା ରୁ ଅନୁଭବ ମହାନ୍ତି କୁ ବାଦ୍ କରି ଦେଇ ଥିବାର ସୂଚନା ରହିଛି ,ସେମିତି ରେ ବର୍ତମାନ ସମୟ ରେ ସୁପର ଷ୍ଟାର ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟ ଦର୍ଶନୀ ଙ୍କ କଥା କହିବା ତେବେ ଏମାନଙ୍କ କେସ୍ ବର୍ତମାନ

ସମୟ ରେ କୋର୍ଟ ରେ ଚାଲି ଥିବା ବେଳେ  ଆଗାମୀ ମାସ ରେ ଏହି ସବୁ କେସ୍ ର ଦ୍ୱତୀୀୟ ସୁଣାଣୀ ଧାର୍ଯ୍ୟ କରା ଜାଇ ଥିବାର ଜଣା ପଡିଛି , ସେମିତି ରେ ଆପଣ ମାନଙ୍କୁ ଏହି ଦୁଇଟିି ଯୋଡି କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ , ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *