ଅନୁଭବ ଏବଂ ବର୍ଷା ଙ୍କ ମୁହାଁ ମୁହିଁ ଝଗଡା

kjljfgjfjk

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ଓଡିଆ ଜଗତ ରେ ଅନୁଊବ ଏବଂ ବର୍ଷା ଙ୍କର ଯୋଡି ବହୁତ ସୁନ୍ଦର ଅଟେ ସେମାନେ ଦୁଇ ଜଣ ଗୋଟିଏ କଲେଜ ରେ ପାଠ ପଢିଥିଲେ ପରେ ସେମାନେ ଓଡିଆ ଫ୍ଲିମ୍ ଜଗତ କୁ ଆସି ସମଗ୍ର ଓଡିଆ ବାସୀ ଙ୍କର ହୃଦୟ ମଧ୍ୟ ଜିଣି ପାରିଥିଲେ ପ୍ରଥମେ ଅନୁଭବ ଓଡିଆ ଜଗତ ରେ ଆଲବମ୍ ରେ କାମ କରିଥିଲେ ପରେ ସେ ଧିରେ ଧିରେ ଓଡିଆ ଫ୍ଲିମ୍ ଜଗତ ରେ ତାଙ୍କର କଳା ପ୍ରଦର୍ଶନ କରିବା କୁ ସୁଯୋଗ ପାଇ ଥଲେ ପରେ ସେ ପ୍ରସିଦ୍ଧ ହେବା ପରେ ସେ ତାଙ୍କର ସାଥୀ ବର୍ଷା ଙ୍କୁ ସେ ଏହି ଲାଇନ କୁ ଆଣି ଥିଲେ ।dghfkhjl

ପରେ ସେମାନ ଙ୍କ ଭିତରେ ସଂମ୍ପର୍କ ଘନିଷ୍ଠ ହେବା ରୁ ସେମାନେ ପରସ୍ପର କୁ ଭଲ ପାଇଥିଲେ ଏବଂ ପରେ ସେମାନେ ବିବାହ ମଧ୍ୟ କରି ନେଇଥିଲେ ଏମିତି ରେ ଦେଖିବାକୁ ଗଲେ ଓଡିଆ ଜଗତ ର ସମସ୍ତ ଦର୍ଶକ ଏହି ଦୁଇ ଜଣଙ୍କ ର ଯୋଡି କୁ ବହୁତ ଅଧିକ ପସନ୍ଦ କରନ୍ତି କିନ୍ତୁ ବନ୍ଧୁଗଣ ଆପଣ ତ ଶୁଣିଥିବେ କି ଏହି କିଛି ଦିନ ତଳେ ସେମାନ ଙ୍କ ମଧ୍ୟ ରେ ବିବାଦ ଲାଗି ରହିଥିଲା ଯେଉଁ ପାଇଁ କି ସେମାନେ ପରସ୍ପର ଦୁହିଁ ଙ୍କ ଠାରୁ ଅଲଗା ହେବାକୁ ମଧ୍ୟ ନିସ୍ପତ୍ତି ନେଇ ସାରିଥିଲେ କିନ୍ତୁ ତାଙ୍କୁ କୋର୍ଟ ରୁ କିଛି ଦିନ ପାଇଁ ସେମାନଙ୍କୁ ସାଥିରେ ରହିବାକୁ ଆଦେଶ ମିଳି ଥିଲା କିନ୍ତୁ ।asgfdjhgk

ବନ୍ଧୁଗଣ ଆମେ ଆପଣ ଙ୍କୁ ଏହା ପର ର ଘଟଣା ସମ୍ବନ୍ଧ ରେ କହିବାକୁ ଯାଉଛୁ ଯାହାକି ସେମାନେ ଏବେ ଏକାଠି ସାଥି ରେ ରହିବା ପରେ କଣ କଣ ସବୁ ଘଟିଛି ତେବେ ଘଟଣା ଟି ହେଉଛି ବର୍ଷା ଏବଂ ଅନୁଭବ କୋର୍ଟ ର ଆଦେଶ ମୁତାବକ ସାଥି ରେ ରୁହନ୍ତି ଏ କଥା ସତ କିନ୍ତୁ ସେମାନେ ଏବେ ସୁଦ୍ଧା ମଧ୍ୟ ପରସ୍ପର ଙ୍କ ସହ ଝଗଡା କରନ୍ତି ଏବଂ ଏହି ଝଗଡା କରୁଥିବା ର ଭିଡିଓ ଏବେ ସୋସିଆଲ ମିଡିଆ ରେ ଏବେ ବହୁତ ପରିମାଣ ରେ ଭାଇରାଲ ହେବା ।gdfjhghkhl

ରେ ଲାଗିଛି ତେବେ ଏହି ଭିଡୋ ଟି ସେମାନ ଙ୍କ ର ଅର୍ଥାତ ଅନୁଭବ ଏବଂ ବର୍ଷା ଙ୍କ ଅଜାଣ ତ ରେ ହେଇଛି ବୋଲି ସେମାନେ କହିଛନ୍ତି ତେବେ ଏହା ନେଇ ଏବେ ପ୍ରଶ୍ନ ଉଠିଚି କି ଏହି ଭିଢଓ ଟି କିଏ ଏବଂ କେତେବେଳେ ଉଠାଇଛି ଏବଂ ଏହା କୁ କିଏ ସୋସିଆଲ ମିଡିଆ ରେ ଭାଇରାଲ କରିଛି ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *