ବର୍ଷା ଙ୍କୁ ଘରୁ ବିଦା କଲେ ଅନୁଭବ ଘରୁ ତଡିବାରେ ଘର ଙ୍କ ଗୋପନ ଚକ୍ରାନ୍ତ

UYFRAEWRAW

ବର୍ଷା ଙ୍କୁ ଘରୁ ବିଦା କରିଲେ ଅନୁଭବ ଦିଲ୍ଲୀ ରୁ ଫେରି ବର୍ଷା ଙ୍କୁ ବିଦା କରିଲେ ଅନୁଭବ ,ଏହା ବର୍ତମାନ ସମୟ ର ସବୁଠାରୁ ବଡ ଖବର ଅଟେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସଂମ୍ପର୍ଣ୍ଣ ଭାବେ ପଢନ୍ତୁ । ପୁଣି ଦିଲ୍ଲୀ ରୁ ଫେରିଲେ ସାଂସଦ ଅନୁଭବ ମହାନ୍ତି ପାର୍ଲ୍ୟାମେଣ୍ଟ ର ଅଧିବେଶନ ସେଷ ହେବା ପରେ କଟକ ର ନିଜ ଘରକୁ ଫେରି ପୁଣି ଗୋଟିଏ କଳି ଝଗଡା ଆରମ୍ଭ କରିଛନ୍ତି ଅନୁଭବ , ଏହି ଉପରେ ସଂମ୍ପର୍ଣ୍ଣ କଥା ଅନୁଭବ ଙ୍କ ପୋଡଶୀ କହିଛନ୍ତି । ସେମାନେ କହିଛନ୍ତି ଅନୁଭବ ଙ୍କ ଘରୁ ପାଟି ତୁଣ୍ଡ ସୁଣିବା ପାଇଁ ମିଳି ଥିଲା ବୋଲି ଏବଂ ଏବେ ସେ ସଂମ୍ପର୍କ ର ସୂତା ଖିୟ ର ଛନ୍ଧି ହୋଇ ପଡିଛନ୍ତି ଏବେ ଅନୁଭବ ଏବଂ ବର୍ଷା ଙ୍କ ସଂମ୍ପର୍କ ରେ ଆସିଛି ଏକ ନୂଆ ମୋଡ ।gstaeq

ତେବେ ଆସନ୍ତୁ ନଜର ପକେଇବା ସେହି ଖବର ଉପରେ ଅନୁଭବ ଙ୍କ ସବୁଠାରୁ ବଡ ଶତୃ କିଏ ସଂଶଦ ଙ୍କ ଏହି ଟୁଇଟ୍ ଉପରେ ପୁଣି ଆରମ୍ଭ ହେଲା ଚର୍ଚ୍ଚା , କହିଲେ ଶତୃ କୁ ସାମ୍ନା କରିବା ମୁଁ ସିଖି ଜାଇଛି ଏହା ପରେ ବର୍ଷା ଙ୍କୁ କଲେ ଟାର୍ଗେଟ୍ ଏବେ ବଡ ପ୍ରଶ୍ନ ଉଠୁଛି କି ଅନୁଭବ ଙ୍କ ସେହି ବଡ ଶତୃ କିଏ , ଏହାକୁ ନେଇ ଏବେ ବଡ ଆଲୋଚନା ଆରମ୍ଭ ହୋଇ ଜାଇଛି । ଅନୁଭବ ଙ୍କ ବଡ ଶତୃ କିଏ ନାମ ନ ନେଇ କାହାକୁ ଇଂଙ୍ଗିତ କରୁଛନ୍ତି ସାଂଶଦ ଅନୁଭବ ମହାନ୍ତି ବର୍ତମାନ ସମୟ ରେ ଅନୁଭବ ଏବଂ ବର୍ଷା ଙ୍କ ପାରିବାରିକ ବିବାଦ କୁ ନେଇ ଚର୍ଚ୍ଚା ଟିକିଏ ଥମି ଥିବା ବେଳେ ପୁଣି ଏହାକୁ ପରକ୍ଷ୍ୟ ରେ ତେଜିବା ପାଇଁ ଚାହିଁଛନ୍ତି ଅନୁଭବFDHTJU

ଏହି ଅଡୁଆ ମଧ୍ୟ ରେ ପୁଣି ଆସିଛି ଚାଞ୍ଚଲ୍ୟ କର କଥା ତାଙ୍କର ପୋଡଶୀ ଙ୍କ କହିବା ଅନୁସାରେ ତାଙ୍କ ଘର ଦୁଇ ମହଲା ରୁ କେବଳ ପାଟି ତୁଣ୍ଡ ସୁଭୁଛି ଯେବେ ଠାରୁ ଦିଲ୍ଲୀ ରୁ ଫେରିଛନ୍ତି ଅନୁଭବ ମହାନ୍ତି ଏମିତି ରେ ସେ ଦିଲ୍ଲୀ ରୁ ଫେରି ଗୋଟିଏ ଟୁଇଟ୍ କରିଛନ୍ତି ଏବଂ ସେହି ଥିରେ କହିଛନ୍ତି କି ସେ ନିଜର ପରିବାର କୁ ବହୁତ ସମ୍ମାନ କରନ୍ତି ବୋଲି ଏବଂ ବର୍ଷା ସେ ତୀର ମାରିଛନ୍ତି ଧିରେ ଧିରେ ସେ ତାଙ୍କର ଶତୃ ବୋଲି ଆକ୍ଷ୍ୟା ଦେଇଛନ୍ତି ବର୍ଷା ଙ୍କୁ , ଏବଂ କହିଛନ୍ତି ଯେଉଁ ମାନେ ମୋର ପରିବାର ଠୁ ଦୂରେଇ ଏବଂ ଘୃଣା ର ଆକ୍ଷ୍ୟା ଦେଇଛନ୍ତି ସେମାନଙ୍କୁ

ସବୁ ବେଳେ ଘୃଣା କରେ ଏହି ଥିରେ ସେ କହିଛନ୍ତି ମୁଁ ସମସ୍ତ ଚେଷ୍ଟା ମୁଁ ବିଫଳ କରେ ହେଲେ ଏଠାରେ ସେ ପର୍ଟିକୁଲାର ଭାବେ କାହାର ନାମ ନେଇ ନାହାଁନ୍ତି । ହେଲେ ତାଙ୍କର ଟାର୍ଗେଟ୍ ଏବଂ ମାରି ଥିବା ତୀର ବର୍ଷା ଙ୍କ ଆଡକୁ ରହିଛି ବୋଲି ସଂମ୍ପର୍ଣ୍ଣ ଭାବେ ଜଣା ପଡୁଛି , ଏବଂ ଏପଟେ ବର୍ଷା ଏବେ ସମାଜ ସେବୀ କାମ ରେ ଲାଗିଛନ୍ତି , ଆଗକୁ ସେ ରାଜନୀତି ରେ ପାଦ ଦେଇ ପାରନ୍ତି ବୋଲି ଜଣା ପଡୁଛି ସେହିଥି ପାଇଁ ଅନୁଭବ ମହାନ୍ତି ଏବଂrgrtyhtj

ସାଂସଦ ଙ୍କ କଳହ ରେ ଟିକିଏ ବ୍ରେକ୍ ଲାଗିଛି , ହେଲେ ସେହି ପରି କ୍ଷେତ୍ର ରେ ବର୍ଷା ସୋସିଆଲ ମିଡ଼ିଆ ରେ ନିଜର ନୂଆ ଅବତାର ରେ ଏଣ୍ଟ୍ରୀ କରି ଲୋକ ମାନଙ୍କ ସେବା ବି କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ଏମାନଙ୍କ ଏହି ପରି କାର୍ଯ୍ୟକ୍ରମ ସବୁ ଆଡେ ଚର୍ଚ୍ଚା ର ବିଷୟ ପାଲଟିଛି ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *