ଏମିତିକା ଝିଅ କୁ ଯେଉଁଠି ଭି ଦେଖିବେ ସାଙ୍ଗେ ସାଙ୍ଗେ ବହାହୋଇଯିବେ । ଭାଗ୍ୟରେ ଥିଲେ ଏମିତିକା ଝିଅ ମିଳନ୍ତି !!

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ରେ ନାରୀ ମାନଙ୍କ ଉପରେ ବହୁତ କିଛି କଥା ବିଷୟ ରେ ବବରଣୀ ବର୍ଣ୍ଣିତ ରହିଛି ଯେମିତି କି ସେମାନଙ୍କର କେଉଁ ପରି ଲକ୍ଷ୍ୟଣ ଥାଏ , ସେମାନେ କେମିତି ଭାବେ ସ୍ୱଭାବ ରହିଥାଏ ଏହି ପରି ଅନେକ ପ୍ରକାରର କଥା ବିଷୟ ରେ ଜ୍ୟୋତିଷ ଶାସ୍ତ୍ର ରେ ବର୍ଣ୍ଣିତ ରହିଛି । ସେମିତି ରେ ଆମେ ଆଜି ସେହି ଥିରେ ଦର୍ଶା ଜାଇ ଥିବା କିଛି ଝିଅ ମାନଙ୍କ ବିଷୟ ରେ ଜାଣିବା ଯେଉଁ ଝିଅ ମାନେ ଏତେ ଭଲ ହୋଇ ଥାନ୍ତି ଯେ ଆପଣ ମାନଙ୍କୁ ଏମିତି ଝିଅ ମିଳି ଗଲେ ଏହି ପରି ଝିଅ ମାନଙ୍କୁ ସାଙ୍ଗେ ସାଙ୍ଗେ ବିବାହ କରି ନେବା ଉଚିତ୍ ,

girls2

ବହୁତ ସମୟ ରେ ପୁଅ ମାନଙ୍କ କ୍ଷେତ୍ର ରେ ଏହି ପ୍ରଶ୍ନ ସବୁ ବେଳେ ରହି ଥାଏ ଜାହା ସହିତ ଆମର ବିବାହ ହେବ ସେହି ଝିଅ କିପରି ହୋଇ ଥିବ । ସେହି ଝିଅ ର ସ୍ୱଭାବ ଏବଂ ତା ସହିତ ଭବିଷ୍ୟତ ରେ ଭଲ ରେ ରହି ହେବ କି ନାହିଁ ଏମିତି ବହୁତ କଥା ଭାବନ୍ତି , ତେବେ ବନ୍ଧୁଗଣ ପ୍ରଥମେ ରହି ଥିବା ନାରୀ ହେଲେ ଯେଉଁ ନାରୀ ମାନେ କିଛି କାମ ନ ଜାଣି ବି ସବୁ କାମ ତୁଲେଇବାର କ୍ଷେମତା ରହି ଥାଏ ।

ସେହି ପରି ଝିଅ ଙ୍କୁ ବିବାହ କରି ନେବା ଉଚିତ୍ , ସେହି ପରି ଯେଉଁ ମହିଳା ମାନେ ବଡ ଏବଂ ସାନ ମାନଙ୍କୁ ସମାନ ପରିମାଣ ରେ ଆଦର ଦିଅନ୍ତି , ଏବଂ ସେମାନେ ଘର କୁ ସବୁ ବେଳେ ଶୃଙ୍ଖଳିତ ରଖଇ ଥାନ୍ତି , ସେହି ପରି ମହିଳା ମାନଙ୍କୁ ପୁରୁଷ ଦେଖିବା କ୍ଷେଣି ହିଁ ବିବାହ କରି ନେବା ଉଚିିତ୍ ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି । ଯେଉଁ ନାରୀ ମାନେ ସଂକୃତି ଏବଂ ପରମ୍ପରୀ କୁ ପାଳନ କରନ୍ତି ସେମାନେ ନିଜର ସ୍ୱାମୀ ପାଇଁ ଅତ୍ୟନ୍ତ ଶୁଭ ହୋଇଥାନ୍ତି,

womens

ସେହି ପରି ବନ୍ଧୁଗଣ ଯେଉଁ ନାରୀ ମାନଙ୍କ ପାଖରେ ସଞ୍ଚୟ କରିବାର କ୍ଷେମତା ରହି ଥାଏ , ସେହି ପରି ନାରୀ ମାନେ କେବେ ବି ଆର୍ଥିକ ସମସ୍ୟା ରେ ପଡନ୍ତି କି ନାହଁ କି ସେମାନେ କେବେ ବି ନିଜର ପରିବାର ଲୋକ ମାନଙ୍କୁ ଆର୍ଥିକ ସମସ୍ୟା ରେ ପଡିବା ପାଇଁ ଦିଅନ୍ତି ନାହିଁ , ଏମିତି ମହିଳା ବା ଝିଅ ମାନଙ୍କୁ ପୁରୁଷ ସବୁ ବେଳେ ଆଗ ପସନ୍ଦ କରନ୍ତି ଏବଂ ଏମିତି ମହିଳା ଙ୍କୁ ବିବାହ କରିଲେ ପୁରୁଷ ଶାନ୍ତି ରେ ରହେ ,

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *