ମରିଗଲେ ମଧ୍ୟ ଏହି 5ଟି ଜିନିଷକୁ ଗୋଡ଼ ବଜାନ୍ତୁ ନାହିଁ ନହେଲେ ହୋଇ ପାରେ

ମରିଗଲେ ବି ଏହିପାଞ୍ଚ ଟି ଜିନିଷ ଉପରେ କେବେ ବି ଗୋଡ ବଜେଇବା ଉଚିତ୍ ନୁହଁ ନଚେତ୍ ସର୍ବନାସ ହୋଇ ଥାଏ । ଆମେ ମାନେ ଜାଣିଛେ କି ଭାରତୀୟ ସଂସ୍କାର ଏବଂ ଭାରତୀୟ ସଭ୍ୟତା କୁ ବହୁତ ସମ୍ମାନ ଦିଆ ଜାଇ ଥାଏ ସେହି ପରି କ୍ଷେତ୍ର ରେ ଏଠାରେ ଆମେ ମାନେ ପ୍ରତ୍ୟେକ ଲୋକ ମାନଙ୍କୁ ସମ୍ମାନ ଦେବା ସହିତ ସେମାନଙ୍କୁ ଗୋଡ ରେ ବି ବଜେଇବା କଥା କୁ ଚିନ୍ତା କରି ନ ଥାନ୍ତି  ଯଦି ବି ବାଜେ ତେବେ ପ୍ରଣାମ କରି ଥାନ୍ତି । ନଚେତ୍ ଏହାକୁ ଆମ ଶାସ୍ତ୍ର ରେ ଅସମ୍ମାନ ବୋଲି କୁହା ଯାଏ ,ଆମେ ଆଜି ଆପଣ ମାନଙ୍କୁ ଏମିତି ଜିନିଷ ବିଷୟ ରେ କହିବୁ ଜାହା ସହିତ ପାଦ ବାଜିଲେ ଅମଙ୍ଗଳ ହୋଇ ଥାଏ ତେବେ ଆସନ୍ତୁ ସେହି ବିଷୟ ରେ ଜାଣିି ନେବା ।

ପ୍ରଥମେ ରହିଛି ବ୍ରାହ୍ମଣ କେବେ ବି ଆପଣ ମାନଙ୍କ ପାଦ ଯଦି ବ୍ରାହ୍ମଣ ଙ୍କ ଶରୀର ରେ ବାଜେ ତେବେ ଆମର ସର୍ବନାସ ସୁନିଶ୍ଚିତ ଅଟେ । ବାଜିବା କ୍ଷେଣି ହିଁଁ ଆମକୁ କ୍ଷେମା ମାଗିବା ଉଚିତ୍ ସେହି ପରି ଯେଉଁ ମହିଳା ମାନଙ୍କ ବୟସ କମ୍ ହୋଇ ଥାଏ ଏବଂ ସେମାନଙ୍କ ମାସିକ ଋତୁ ଶ୍ରାବ ହୋଇ ନ ଥାଏ ସେମାନଙ୍କୁ ହିନ୍ଧୁ ଧର୍ମ ରେ ପୂଜା କରା ଜାଇ ଥାଏ ଭୁଲ ରେ ବି ଏମାନଙ୍କ ଦେହ ରେ ଗୋଡ ବଜେଇବା କଥା ନୁହେଁ ।

ସେହି ପରି ହିନ୍ଧୁ ଧର୍ମ ରେ ଅଗ୍ନୀ ଙ୍କୁ ଭଗବାନ ର ଆଖ୍ୟା ଦିଆ ଯାଏ। ଏବଂ ସେହିଥି ପାଇଁ ଅଗ୍ନୀ କୁ ବି କେବେ ବି ଗୋଡ଼ ମାରିବା କଥା ନୁହେଁ ସେହି ପରି ଗୁରୁ ଙ୍କୁ ଆମେ ମାନେ ସବୁ ସମୟ ରେ ଭଗବାନ ଭାବେ ମାନ୍ୟତା ଦେଇ ଥାନ୍ତି ତେବେ କେବେ ବି ଆମ ମାନଙ୍କୁ ଗୁରୁଙ୍କ ଶରୀର ରେ ଗୋଡ ବଜେଇବା କଥା ନୁହେଁ ।

ସେହି ପରି ବନ୍ଧୁଗଣ ଆପଣ ମାନେ ପ୍ରତ୍ୟେକ ଦିନ ଖାଦ୍ୟ ଗ୍ରହଣ କରୁ ଥିବା ବାସନ କୁସନ ରେ କେବେ ବି ଗୋଡ ବଜାନ୍ତୁ ନାହିଁ କାରଣ ବନ୍ଧୁଗଣ ଖାଦ୍ୟ ପାତ୍ର ରେ ମାତା ଲକ୍ଷ୍ମୀ ବିଜେ କରନ୍ତି , ସେହିଥି ପାଇଁ କେବେ ବି ସେହି ଥିରେ ଗୋଡ ବଜାନ୍ତୁ ନାହିଁ ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହି ଥିରୁ କିଛି ସିଖିବା ପାଇଁ ପାଇ ଥିଲେ ନିଶ୍ଚିତ ଭାବେ ଆପଣ ମାନଙ୍କୁ ପୋଷ୍ଟ ଭଲ ଲାଗିଲେ ସେୟାର କରିବା ସହିତ ଉପରେ ଆମକୁ ଫୋଲ କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *