ମରିଗଲେ ବି ଏହି ଦିଗକୁ ଗୋଡ କରି ଶୁଅନ୍ତୁ ନାହିଁ ଆୟୁଷ କମି କମି ଯିବ

sleep

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଦିଗ କୁ ମୁଣ୍ଡ ରଖି ଶୋଇବା ଶୁଭ ହୋଇଥାଏ ସେହି ବିଷୟ ରେ ଜାଣି ନେବା ବନ୍ଧୁଗଣ ଶୋଇବା ଆମ ଦୈନିକ ଜିବନ ରେ ଜରୁରୀ ଅଟେ କାହିଁକି ନା ଶରୀର କୁ ଆରାମ୍ ଦେବା ପାଇଁ ଏବଂ ଶରୀର କୁ ସୁସ୍ଥ ରଖିବା ପାଇଁ ଏବଂ ଆମ ମତ୍ସିକ ପାଇଁ ଶୋଇବା ଜରୁରୀ ହୋଇଥାଏ । ସେମିତି ରେ ବାସ୍ତୁ ଶାସ୍ତ୍ର ରେ କୁହାଜାଇଛି ଶୋଇବାର ସଠିକ୍ ଢଙ୍ଗ କଣ ହୋଇଥାଏ ଏବଂ ଶୋଇବା ସମୟରେ ଆମ ମାନଙ୍କୁ କେଉଁ ଦିଗ କୁ ମୁଣ୍ଡ କରି ଶୋଇବା ଜରୁରୀ ଅଟେ ସେହି ବିଷୟରେ ଆମେ ଆଜି ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ,

ବାସ୍ତୁ ଶାସ୍ତ୍ର ଅନୁସାରେ ଉତ୍ତର ଦିଗ କୁ ମୁଣ୍ଡ ଏବଂ ଦକ୍ଷିଣ ଦିଗ କୁ ଗୋଡ କରି ଶୋଇବା ଉଚିତ୍ ନୁହେଁ , କାରଣ ଏହି ଦିଗ କୁ ମୃ-ତ୍ୟୁ ର ଦିଗ ବୋଲି କୁହାଯାଏ । କିନ୍ତୁ ଏହି ଦିଗ ଅନ୍ୟ କାମ ପାଇଁ ଶୁଭ ହୋଇଥାଏ ଯେମିତି କି ପଢିବା ଦେଖିବା ଏହି ସବୁ ପାଇଁ ଉତ୍ତର ଦିଗ ବହୁତ ଶୁଭ ହୋଇଥାଏ ,

sleeping

ସବୁ ବେଳେ ମୁଣ୍ଡ ପୂର୍ବ ଏବଂ ଗୋଡ ପଶ୍ଚିମ କୁ କରି ଶୋଇବା ବହୁତ ଭଲ ହୋଇ ଥାଏ । ଏହା ଦ୍ୱାରା ଭଲ ନିଜ ସହିତ ଆପଣ ମାନଙ୍କ ଆୟୁ ବଢି ଥାଏ । ଯଦି ଘରେ ଏମିତି ସୁବିଧା ନାହିଁ, ତେବେ ଆପଣ ମାନେ ମୁଣ୍ଡ ଦକ୍ଷିଣ କୁ ଏବଂ ଗୋଡ ଉତ୍ତର କୁ କରି ଆପଣ ମାନେ ଶୋଇ ପାରିବେ ।

ସବୁ ବେଳେ ଆପଣ ମାନେ ମନେ ରଖିବେ କି ଉତ୍ତର ଦିଗ କୁ ସବୁ ବେଳେ ମୁଣ୍ଡ କରି ଆପଣ ମାନେ ପାଠ ପଢିଲେ ଆପଣ ମାନଙ୍କ ମୁଣ୍ଡ ରେ ସବୁ ପାଠ ପସି ଥାଏ । ନଚେତ୍ ଆପଣ ମାନଙ୍କ ମନ ଏଣେ ତେଣେ ବୁଲି ଥାଏ, କେବେ ବି ପାଣି କୁ ମୁଣ୍ଡ ପାଖରେ ରଖଇ ଶୁଅନ୍ତୁ ନାହିଁ ଏହା ଦ୍ୱାରା ଆପଣଙ୍କ ମନ ସବୁ ବେଳେ ମନ ଧନ ଏବଂ କାର୍ଯ୍ୟ ଉପରେ ଖାପ୍ ହୋଇ ଥାଏ ।

Love To Share

Leave a Reply

Your email address will not be published. Required fields are marked *