ପିଲା ଙ୍କ ଓଜନ ବଢେଇବା ପାଇଁ ଏବଂ ସ୍ମରଣ ଶକ୍ତି ବଢେଇଇବା ପାଇଁ ଖୁଆନ୍ତୁ ଏହି ଖାଦ୍ୟ

ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ବନେଇ ଦେଖେଇବୁ 5 ବର୍ଷର ପିଲା ମାନଙ୍କ ପାଇଁ ଏକ ବହୁତ ଭଲ ଖାଦ୍ୟ ଏବଂ ଜାହା ବହୁତ ସୁନ୍ଦର ଏବଂ ଟେଷ୍ଟି ମଧ୍ୟ ଅଟେ . ଏହି ଖାଦ୍ୟ ରେ ଆମେ ଆଜି ଆପଣ ମାନଙ୍କୁ ଏମିତି ଦୁଇଟି ଜିନିଷ ର ପ୍ରସ୍ତୁତି କରିବା ସିଖେଇବୁ ଜାହା ଆପଣ ମାନଙ୍କ ପିଲା ର ଓଜନ ଏବଂ ଶକ୍ତି ବଢେଇବାରେ ବହୁତ ପରିମାଣ ସାହାଯ୍ୟ କରେ । ଏହି ଖାଦ୍ୟ କାର୍ବ ହାଇଡ୍ରେଟ୍ ଏବଂ ପ୍ରୋଟିନ୍ ରେ ଭରପୁର୍ ଅଟେ , ଏହା ପାଇଁ ଆପଣ ମାନଙ୍କୁ ପ୍ରଥମେ 4 ଟି ମିଡିୟମ୍ ଆଳୁ ର ଜୁରରୀ ପଡିବ , ଏବେ ଏହାର ଚୋପା କୁ ବାହାର କରି ଦିଅନ୍ତୁ ଏବେ ଏହାକୁ ଛୋଟ ଛୋଟ ପିସ୍ କରି କାଟି ଦିଅନ୍ତୁ , ଏବେ ଆପଣ ମାନେ ସେହି ଆଳୁ କୁ ସିଝେଇ ନିଅନ୍ତୁ , ଏବଂ ପରେ ଆପଣ ମାନେ ସେହି ସିଝି ଜାଇ ଥିବା ଆଳୁ କୁ ଚକଟି ନିଅନ୍ତୁ । ପରେ ଆପଣ ମାନେ କଢେଇଲେ ଦୁଇ ଚାମଚ ଘିଅ ପକାନ୍ତୁ , ପରେ ସେହି ଘିଅ ରେ ପ୍ରସ୍ତୁତ କରି ରଖି ଥିବା ଆଳୁ ଚକୁଟା କୁ ସେହି ଥିରେ ପକାନ୍ତୁ, ଏବଂ ପରେ ସେହି ଘିଅ ରେ ଏକ ରୁ ଦୁଇ ମିନିଟ୍ ଯାଏ ବହୁତ ଭଲ ଭାବେ ଭାଜି ନିଅନ୍ତୁ । ଏହାକୁ ଆପଣ ମାନେ ପ୍ରସ୍ତୁତ କରିବା ପରେ ଏହାକୁ ଦୁଇ ଦିନ ଯାଏ ଷ୍ଟୋର କରି ରଖି ପାରିବେ ଏବଂ ଆପଣ ମାନେ ନିଜର ପିଲା ମାନଙ୍କୁ ଖାଇବା ପାଇଁ ଦେଇ ପାରିବେ , ଏବଂ ପରେ ସେହି ଆଳୁ ରେ ଏକ ଗ୍ଲାସ୍ କ୍ଷୀର ମିଶାନ୍ତୁ , ଏବେ ଆପଣ ମାନେ ଏହି କ୍ଷୀର ଏବଂ ଆଳୁ ଚକୁଟା କୁ ସେହି କଢେଇରେ ଭଲ ଭାବେ ମିକ୍ସ କରି ନିଅନ୍ତୁ , ଏବେ ସେହି ଥିରେ ଏକ ଚାମଚ ର କମ୍ ପରିମାଣ ରେ ଚୀନି ମିଶାନ୍ତୁ । ଏବଂ ପରେ ଆପଣ ମାନେ ସେହି ଥିରେ ଡ୍ରୟ ଫୁଡ୍ ପାୱଡର ର ବ୍ୟବହାର କରନ୍ତୁ ଏହା ଏକ ଚାମଚ ହେବା ଜୁରୁରୀ ଅଟେ ଏବଂ ପରେ ଆପଣ ମାନଙ୍କୁ ସେହି କ୍ଷୀର ମିଶା ଆଳୁ ଏବଂ ଡ୍ରାୟ ପାୱଡର କୁ ମିଶା ଜାଇ ଥିବା ଖାଦ୍ୟ କୁ ହାଲ୍କା ଭାବେ ସୁଖେଇ କରି ପାରିବେ ଏବଂ ନିଜର ପିଲା ଙ୍କୁ  ଖାଇବା ପାଇଁ ଦିଅନ୍ତୁ ଆପଣ ମାନେ ଦେଖି ପାରିବେ ଏହି ଜିନିଷ ର କିଛି ଦିନ ର ସେବନ ରେ ହିଁ ଆପଣ ମାନଙ୍କ ପିଲା ମାନଙ୍କ ମଧ୍ୟ ରେ ବହୁତ କିଛି ପରିବର୍ତନ ଆପଣ ମାନେ ଦେଖିବା ପାଇଁ ପାଇବେ ଏବଂ ସେମାନଙ୍କ ପାଠ ପଢା ଏବଂ ସ୍ମରଣ ଶକ୍ତି ବଢେଇବା ସହିତ ଏହା ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢେଇବାରେ ବହୁତ ପରିମାଣ ରେ ସାହାଯ୍ୟ କାରି ହୋଇ ଥାଏ ।

Love To Share

Leave a Reply

Your email address will not be published. Required fields are marked *