ସକାଳୁ ଖାଇ ନିଅନ୍ତୁ ଏହି ଗୋଟେ ଜିନିଷ କୋରନା ଆପଣଙ୍କ ପାଖ ମାଡିବ ନାହିଁ ।

ବନ୍ଧୁଗଣ ଏମିତି ବି ସମୟ ରହି ଥିଲା ଆମେ ମାନେ ଯେଉଁ ଠାରେ ସକାଳର ଜଳଖିଆ ରେ ବିଭିନ୍ନ ପ୍ରକାରର ତୈଳ ଜାତୀୟ ଯେମିତି କି ଚପ୍ ବରା ଏବଂ ସିଙ୍ଗଡା ଆଦି ଜିନିଷ ର ସେବନ କରୁଥିଲୁ ହେଲେ ଆଜିର ଦିନ ରେ ସମୟ ପରିବର୍ତିତ ହୋଇଛି । ତେବେ ଆପଣ ମାନଙ୍କୁ ଆମେ ଜଣେଇବୁ କି ଆପଣ ମାନେ ସକାଳର ଜଳଖିଆ ରେ କଣ ସେବନ କରିଲେ ଆପଣ ମାନଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣି ନେବା ସମ୍ପୂର୍ଣ୍ଣ ବିଷୟ ରେ ।

Fast food

ତେବେ ବନ୍ଧୁଗଣ ଯଦି ଆମେ ମାନେ ଫଳ ବିଷୟ ରେ କହିବା ଏମିତି ରେ ଗାଉଁଲୀ ଲୋକ ମାନଙ୍କୁ ଏହି ପରି ଜିନିଷ ଅତି ସହଜ ରେ କେବେ ବି ମିଳେ ନାହିଁ । ହେଲେ ସହରୀ ଲୋକ ମାନେ ଏହାକୁ ବହୁତ ଆରାମ୍ ରେ ପାଇଥାନ୍ତି, ସେମିତି ରେ ଆପଣ ମାନଙ୍କୁ ଏହି ସବୁ କୁ ନେଇ ଥରେ ଚିନ୍ତା କରିବାର ରହିଛି କି ଆପଣ ମାନେ ଏହି ଫଳ ମୂଳ ଆଦି ଜିନିଷ ରୁ ଯେତେ ପରିମାଣ ରେ ଦୂରେଇ ରହିବେ ତାହା ଆପଣ ମାନଙ୍କ ଶରୀର ରେ ରୋଗ ଜାତ କରିବାର ସେତେ ପକ୍ରିଆ ବଢାଇ ଥାଏ ।

ତେବେ ତୈଳ ଜାତୀୟ ଜିନିଷ କୁ ବା ଫାଷ୍ଟ ଫୁଡ୍ କୁ ଆଜିର ଦିନ ରେ ଲୋକ ମାନେ ବହୁତ ପରିମାଣ ରେ ପସନ୍ଦ କରନ୍ତି ହେଲେ ଆପଣ ମାନଙ୍କୁ କହିବୁ କି ଆପଣ ମାନେ ଏହି ସବୁ ଜିନିଷ କୁ ଯେତେ କମ୍ ପରିମାଣ ରେ ସେବନନ କରିବେ ତାହା ଆପଣ ମାନଙ୍କ ଶରୀର ପାଇଁ ବହୁତ ଭଲ ହେବ ।

banana

ତେବେ ବନ୍ଧୁଗଣ ଆପଣ ମାନେ ପ୍ରତ୍ୟେକ ଦିନ କଦଳୀ ସହିତ ମହୁ ଏବଂ ଘିଅ ମିଶେଇ ସେବନ କରିବେ ତେବେ ଆପଣ ମାନଙ୍କ ଶରୀର ପାଇଁ ଏହା ସକାଳର ଜଳଖିଆ ବହୁତ ଭଲ ଲାଭ ହୋଇଥାଏ । ତେବେ ଆପଣ ମାନେ ଏହାର ସେବନ କିଛି ଦିନ କରନ୍ତୁ ଦେଖିବେ ଆପଣ ମାନଙ୍କୁ ବହୁତ ପରିମାଣ ରେ ଲାଭ ମିଳିବ ଏବଂ ଆପଣଙ୍କ ଶରୀର ରେ ପରିବର୍ତନ ଦେଖିବା ପାଇଁ ମିଳିବ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *