ଦିନରେ ମେଳା ହେଲେ ଏଠି ଚାଲେ ରାତିରେ ରାସଲୀଳା ।

malishai

ବନ୍ଧୁଗଣ କଥା ରେ ରହିଛି ଯେଉଁ ଠାରେ ଶିକ୍ଷା ସେହି ଠାରେ ହିଁ ମୂର୍ଖତା ବାସ କରିଥାଏ ହଁ ଆଜ୍ଞ୍ୟା ଆମେ ଆଜି ଆପଣ ମାନଙ୍କୁ ଏମିତି ଗୋଟିଏ ସ୍ଥାନ ବିଷୟ ରେ କହିବା ଯେଉଁ ଠାରେ ସକାଳ ସମୟରେ ବହୀଖାତା ଏବଂ ଇଲେକ୍ଟ୍ରୀ ର ଜିନିଷ ର ବିକ୍ରୀ ହୋଇଥାଏ । ହେଲେ ଯେମିତି ରାତି ହୁଏ ତେବେ ଏହି ଠାରେ ମୂର୍ଖତା ମାନେ ଦେହ ବ୍ୟପାର ଏବଂ ଝିଅ ମାନଙ୍କ ବ୍ୟପାର ଆରମ୍ଭ ହୋଇ ଜାଇ ଥାଏ । ତେବେ କେଉଁ ସ୍ଥାନ ରେ ଏହି ଜାଗା ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା ।

ଏହି ସ୍ଥାନ ହେଉଛି ଦିଲ୍ଲୀର ର ଏହାର ନାମ ବୁଧବାର ପେଠା ଏହି ଠାରେ ଆପଣ ମାନେ ଦିନ ବେଳା ବହୀ ଏବଂ ଇଲୋକ୍ଟ୍ରନିକ୍ସ ର ଜିନିଷ ସବୁ କୁ 5 ଫୁଟ୍ ର ଗଳି ରହିଛି ସେହିଠାରେ ଆପଣ ମାନେ ସବୁ କିଛି ପାଇ ପାରିବେ । ହେଲେ ରାତ୍ରୀ ସମୟ ର କଥା କହିବା ତେବେ ଏହା ରେ଼ଡ୍ ଲାଇଟ୍ ଏରିଆ ଭାବେ ବି ପରିଚିତ ହୋଇଥାଏ । ତେବେ ଏହା କହିବା ପାଇଁ ଗଲେ ଏସିଆ ର ଦ୍ୱିତୀୟ ରେଡ୍ ଲାଇଟ୍ ଏରିଆ ଭାବେ ଅଟେ ।

malisahi

ସଂନ୍ଧ୍ୟା ହେବା ମାତ୍ରେ ଏହି ଠାରେ ଏହି ପରି ଭାବେ ଆରମ୍ଭ ହୋଇଥାଏ । କଳା ବଜାରୀ ଲୋକ ମାନଙ୍କ ଭିଡ ଲାଗେ ଏବଂ ଏଠାରେ ଝିଅ ମାନଙ୍କୁ କିଣି ସେମାନଙ୍କ ସହିତ ରିଲେସନ୍ ରଖିବା ପାଇଁ ଲୋକ ମାନେ ପ୍ରସ୍ତୁତ ରହିଥାନ୍ତି । ଏଠାରେ ବହୁତ ପରିମାଣ ରେ ନେପାଳୀ ଝିଅ ମାନଙ୍କୁ ଦେଖିବା ପାଇଁ ମିଳିଥାଏ ।

ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଏହା ଏମିତି ଗୋଟିଏ ସ୍ଥାନ ଅଟେ 2008 ମସିହା ରେ ଏହି ଠାକୁ ବିଲଗେଡ୍ ମଧ୍ୟ ଆସିଥିଲେ ଏବଂ ଗୋଟିଏ ଘଣ୍ଟା ଟାଇମ୍ ମଧ୍ୟ ସ୍ପେଣ୍ଡ କରିଥିଲେ । ତେବେ ସେ ଏହିଥି ପାଇଁ ଏଠାକୁ ଆସିଥିଲେ କି ଏଠାକାର ସେକ୍ସ ୱାର୍କର ମାନଙ୍କୁ ସଚେତନ କରାଇବା କୁ । ଏହି ଠାରେ ଗୋଟିଏ 5 ତାଲା ର ବିଲ୍ଡିଂ ମଧ୍ୟ ରହିଛି । ଯେଉଁ ଠାରେ ରାତ୍ରୀ ସମୟରେ ବହୁତ ପରିମାଣ ରେ ଏମିତି କାର୍ଯ୍ୟ ହୋଇଥାଏ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *