ଦୁବାଇ ର ଶାସକ ଙ୍କ ଛୋଟ ପତ୍ନୀ ଧୋକା ଦେଇ ପଳେଇ ଛନ୍ତି ସାଥିରେ ନେଇ ଜାଇଛନ୍ତି 271 କୋଟି ଟଙ୍କା

htyjkkuilksaa

ଦୁବାଇ ର ଅରବ ପତି ସାଶକ ଙ୍କ ଛୋଟ ପତ୍ନୀ (ରାନୀ) କୋଟି କୋଟି ଟଙ୍କାର ସଂମ୍ପତୀ ଏବଂ ଟଙ୍କା ସହିତ ସେ ନିଜର ଦୁଇ ଟି ପିଲା ଙ୍କ ସହିତ UAE ବା ସଂଯୁକ୍ତ ରାଷ୍ଟ୍ର ରୁ ସଂମ୍ପର୍ଣ୍ଣ ଭାବେ ଲା ପତା ରହିଛନ୍ତି । ତେବେ ସେମିତି ବେଳେ ଏହି ଖବର ରୁ ସଂମ୍ପର୍ଣ୍ଣ ଭାବେ ଜଣା ପଡ଼ିଛି କି ସେ ଘର ଛାଡିବା ପୂର୍ବ ରୁ ପ୍ରାୟ 31 ମିଲିୟନ୍ ପାଉଣ୍ଡ ମାନେ 271 କୋଟି ଟଙ୍କା ନେଇ ପଳେଇଛନ୍ତି ।ତେବେ ଯଦି ଆମେ ଏଠାରେ ମିଡ଼ିଆ ରିପୋର୍ଟ ର କଥା କହିବା ନିଶ୍ଚିତ ଭାବେ ସେ ସଂଯୁକ୍ତ ରାଷ୍ଟ୍ର ପ୍ରଧାନ ମନ୍ତ୍ରୀ ସେଖ୍ ମହମ୍ମଦ୍ ବିନ୍ ସହିମ୍ ଙ୍କ ସହିତ କିଛି ଅନ୍ୟ ପ୍ରକାରର ସଂମ୍ପର୍କ ଥିବା କଥା ଜଣା ପଡି ଥିବା ବେଳେ ସେଖ୍ ଙ୍କ ସହିତ କିଛି ଦିନ ରୁ କିଛି ସଠିକ୍ ରହୁ ନ ଥିଲା ।gfjadrg

ସେମିତି ବେଳେ ଆମ ପାଖରେ ରହି ଥିବା ଅନୁକୂଳ ସୂଚନା ଅନୁସାରେ ବର୍ତମାନ ସମୟ ରେ ଜଣା ପଡିଛି କି । ରାନୀ ଏବେ ଇଂଲଣ୍ଡ ର ରାଜଧାନୀ ମାନେ ଲଣ୍ଡନ ରେ ଲୁଚି ରହିଛନ୍ତି ବୋଲି ସେମିତି ବେଳେ ଏପରି ବି ଜଣା ପଡିଛି କି ସେ ଏବେ ସେଖ୍ ଙ୍କ ଠାରୁ ସଂମ୍ପର୍ଣ୍ଣ ଭାବେ ତଲାଖ୍ ନେବା ପାଇଁ ତଥା ସେ ଏବେ ସଂମ୍ପର୍ଣ୍ଣ ଭାବେ ଜର୍ମାନ ରେ ନିଜର ଘର ବସେଇବା ପାଇଁ ଚାହୁଁ ଥିବା ବେଳେ  ଏହି ଦିନ ରେ ସେ ସେଠାକାର ସରକାର ଙ୍କୁ ନିଜର 11 ବର୍ଷିୟ ପୁଅ ଏବଂ ଝିଅ ଙ୍କ ପାଇଁ ରାଜନୈତିକ ଭାବେ ସୁରକ୍ଷା ମାଗିଛନ୍ତି ,କୁହା ଜାଉଛି କି ସେ ସେଠାରେ କିଙ୍ଗ୍ ଅବଦୁଲ୍ଲା ଙ୍କ ସହିତ ସଂମ୍ପର୍କ ସ୍ଥାପନ କରି ସାରିଛନ୍ତି ।rhtykul

ସେମିତି ବେଳେ ସେ ଏପରି ବି କହି ଥିବାର ପ୍ରେସ୍ ଆଗରେ ଦେଖିବା ପାଇଁ ପାଇଁ ମିଳିଛନ୍ତି । ମତେ ଦୁବାଇ ରୁ ବାହାରିବା ପାଇଁ ଜର୍ମାନ ହିଁ ସାହାଯ୍ୟ କରିଛି ବୋଲି ସେ ସଂମ୍ପର୍ଣ୍ଣ ଭାବେ ମାନି ଥିବା ର ଦେଖିବା ପାଇଁ ମିଳିଛି ,ଦୁବାଇ ଏବଂ ଜର୍ମାନ ମଧ୍ୟ ରେ ଦେଖା ଦେଇ ପାରେ ସତୃତା ,ସେମିତି ରେ ଏଣିତି ଗୋଟିଏ ଘଟଣା କୁ ନେଇ ଏବେ ଦୁବାଇ ର ସେଖ୍ ସଂମ୍ପର୍ଣ୍ଣ ଭାବେ ରାଗି କରି ଅଛନ୍ତି , ତେବେ ସେମିତି ବେଳେ ସେ ଆଗାମୀ ସମୟ ରେ ଜର୍ମାନ ଉପରେ ଏହାର କଡା କଡି ଭାବେ ପଦକ୍ଷେପ ନେଇ ପାରନ୍ତି ,ବୋଲି ଜଣା ପଡିଛି ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *