ମଙ୍ଗଳବାର ଦିନ ଏହି ଭୁଲ କରନ୍ତୁ ନାହିଁ ସର୍ବନାଶ ହେବ ଆପଣ କରୁ ନାହାଁନ୍ତି ତ ଏହି ଭୁଲ

ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛିି କାମ ବିଷୟ ରେ କହିବୁ ଜାହାକୁ କେବେ ବି ମଙ୍ଗଳବାର ଦିନ କରିବା କଥା ନୁହେଁ , ନଚେତ୍ ଭଗବାନ ବଜରଙ୍ଗବଲୀ ଆପଣ ମାନଙ୍କର ପାଖ କେବେ ବି ମାଡିବେ ନାହିଁ । ଏବଂ ସେହି ମନୁଶ୍ୟ ଉପରେ ସେ ରିଷ୍ଟ ମଧ୍ୟ ହୋଇ ଥାନ୍ତି । ଏହାର ପ୍ରଭାବ ଆପଣଙ୍କ ଏବଂ ଆପଣ ମାନଙ୍କ ପରିବାର ଉପରେ ହିଁ ଦେଖିିବା ପାଇଁ ମିଳିବ , ତେବେ ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ସେହି କଥା ବିଷୟ ରେ । ବନ୍ଧୁଗଣ ଏହି କଥା କୁ ସବୁ ବେଳେ ମନେ ରଖିବେ କି ମଙ୍ଗଳବାର ଦିନ ଧନ କାହାକୁ ବି ଉଧାର ଦିଅନ୍ତୁ ନାହିଁ । କିମ୍ବା ଆପଣ ମାନେ କାହା ଠାରୁ ବି ଧନ ଉଧାର ନିଅନ୍ତୁ ନାହିଁ , ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ ଧନ ଉଧାର ଦେବା ଏବଂ ନେବା ସଠିକ୍ ହୋଇ ନ ଥାଏ ,କାରଣ ଏମିତି କରିଲେ ଆପଣ ମାନଙ୍କ ଆର୍ଥିକ ସଂଙ୍କଟ ଦେଖିବା ପାଇଁ ମିଳେ । ଏହି ଦିନ ରେ ଆପଣ ମାନେ ପଇସା ନେବା ଏବଂ ଦେବା ଠାରୁ ସଂମ୍ପର୍ଣ୍ଣ ଭାବେ ନିବୃତ ରୁହନ୍ତୁ । ସେହି ପରି ଭାବେ ପ୍ରତ୍ୟେକ ମଙ୍ଗବାର ଦିନ ଆପଣ ମାନେ ସାତ୍ୱୀକ ରୁହନ୍ତୁ , ଏବଂ ଏହି ଦିନ ରେ ଆପଣ ମାନେ ପିଆଜ ରସୁଣ ଏବଂ ଆମିଷ ଠାରୁ ସଂମ୍ପର୍ଣ୍ଣ ଭାବେ ଦୂରେଇ ରହିବା ଆବଶ୍ୟକ ଅଟେ , ଯଦି ଆପଣ ମାନେ ଏହି ଦିନ ରେ ସଂମ୍ପର୍ଣ୍ଣ ଭାବେ ସାତ୍ୱୀକ ରହି ଥାନ୍ତି ତେବେ ଆପଣ ମାନଙ୍କ ଉପରେ ଭଗବାନ ହନୁମାନ ଙ୍କ କୃପା ସବୁ ସମୟ ରେ ଲାଗି ରହିବ , ଏବଂ କୈଣସି ବି କାମ କୁ ପୂରଣ କରିବାରେ କୈଣସି ବି ବାଧା ଆସି ନ ଥାଏ , ସେହି ପରି ଆପଣ ମାନେ ଚାହିଁଲେ ମଙ୍ଗଳବାର ଦିନ ରାମ ମନ୍ଦିର କୁ ଜାଆନ୍ତୁ , ଯଦି ଆପଣ ମାନଙ୍କ ମନସ୍କାମନା ବହୁତ ଦିନ ରୁ ଅଧୁରା ହୋଇ ରହିଛି । ତେବେ ଆପଣ ମାନେ ସେଠାରେ ନିଜର ଡାହାଣ ହାତ ର ଆଙ୍ଗୁଳୀ ରେ ହନୁମାନ ଙ୍କ ସିନ୍ଦର ଆଣି ମାତା ସୀତା ଙ୍କ ଚରଣ ରେ ଲଗେଇ ଦିଅନ୍ତୁ । ଏମିତି କରିଲେ ଆପଣ ମାନଙ୍କ ସବୁ ମନସ୍କାମନା ନିଶ୍ଚିତ ଭାବେ ପୂରଣ ହୋଇ ଯିବ , ସେହି ପରି ବନ୍ଧୁଗଣ ଏହି କଥା ର ସବୁ ବେଳେ ମନେ ବା ଧ୍ୟନ ରଖିବା କଥା କି ମଙ୍ଗଳବାର ଦିନ ଆପଣ ମାନେ କେବେ ଖୈର ହୁଅନ୍ତୁ ନାହିଁ । ଆପଣ ମାନେ ଏହି ଦିନ ରେ କେବେ ବି ନଖ କିମ୍ବା ଚୁଟି କାଟନ୍ତୁ ନାହିଁ । ଆମ ପରମ୍ପରା ଅନୁସାରେ ମାନ୍ୟତା ରହିଛି କି ମଙ୍ଗଳବାର ଦିନ ଚୁଟି ଆଦି କାଟିବା ସଠିକ୍ ହୋଇ ନ ଥାଏ ଏମିତି କରିଲେ ଆପଣ ମାନଙ୍କୁ ଅଧିକ ରୁ ଅଧିକ ସମସ୍ୟା ର ସମ୍ମୁଖୀନ ହେବାକୁ ପଡି ପାରେ । ସେହି ପରି ବନ୍ଧୁଗଣ କେବେ ବି ମଙ୍ଗଳ ବାର ଦିନ ଘରକୁ ଧାରୁଆ ଜିନିଷ କିଣି କରି ଆଣନ୍ତୁ ନାହିଁ । ଏମିତି କରିବା ଘର ର ବାସ୍ତୁ ଉପରେ ବହୁତ ପ୍ରଭାବ ପଡି ଥାଏ ।

Love To Share

Leave a Reply

Your email address will not be published. Required fields are marked *