ନବରାତ୍ରୀରେ କରନ୍ତୁ ନାହିଁ ଏହି ( ୮ଟି ଭୁଲ )ଦରିଦ୍ର ହୋଇଯିବେ କେବେ ବି କରନ୍ତୁ ନାହିଁ ଏହି ଭୁଲ

ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବୁ ନବରାତ୍ରୀ ରେ ଭୁଲ ରେ ବି କେଉଁ କାମ କୁ କରିବା କଥା ନୁହେଁ , ସେମିତି ରେ ଆପଣ ମାନେ ଭଲ ଭାବେ ଜାଣି ଥିବେ ଏହି ନବରାତ୍ରୀ ବର୍ଷ ରେ ଦୁଇ ଥର ଆସେ ଗୋଟିଏ ଚିତ୍ରା ନବରାତ୍ରୀ ଏବଂ ଆଉ ଗୋଟିଏ ସାରଦା ନବରାତ୍ରୀ ହୋଇ ଥାଏ । ସେମିତି ରେ ଏହି ନବରାତ୍ରୀ ମାଆ ଦୂର୍ଗା ଙ୍କ ପୂଜା କରା ଜାଇ ଥାଏ , ଚିତ୍ରା ନବରାତ୍ରୀ ବହୁତ କମ୍ ଲୋକ ମାନେ ପାଳନ କରୁ ଥିବା ବେଳେ ସାରଦା ନବରାତ୍ରୀ କୁ ସବୁ ଲୋକ ମାନେ ପାଳନ କରି ଥାନ୍ତି , ଏହି ନବରାତ୍ରୀ ରେ ସବୁ ସ୍ଥାନ ରେ ମାତା ଙ୍କ ମଣ୍ଡପ ମାନଙ୍କ ରେ ପୂଜା ଅର୍ଚ୍ଚନା କରା ଜାଇ ଥାଏ ।

ସେମିତି ରେ ଆପଣ ମାନଙ୍କୁ ଆମେ ଆଜି ଏମିତି କିଛି କଥା ବିଷୟ କହିବୁ ଜାହା ଏହି ନବରାତ୍ରୀ କରିବା ଦ୍ୱରା ମାତା କ୍ରୋଧିତ ହୋଇ ଥାନ୍ତି । ତେବେ ପ୍ରଥମ ନମ୍ବର ରେ ରହିଛି ମନ ମଧ୍ୟ ରେ କୈଣସି ଦୁସ୍କର୍ମ ଏବଂ ଦୁରାଚାରୀ ର ଭାବନା ଏହି ଦିନ ରେ ଆଣନ୍ତୁ ନାହିଁ , ଏବଂ ଏମିତି ବ୍ୟକ୍ତି ମାନେ ଏହି ଦିନ ରେ ନବରାତ୍ରୀ ପାଳନ କରନ୍ତୁ ନାହିଁ ଯଦି ଆପଣ ମାନଙ୍କ ମନ ରେ ମାତା ଙ୍କ ପାଇଁ ସମ୍ମାନ ରହିଛି ତେବେ ଜାଇ ପାଳନ କରନ୍ତୁ ,ସେହି ପରି ବନ୍ଧୁଗଣ ଏହି ଦିନ ରେ ଦୁଖୀଃ ଏବଂ ଦରିଦ୍ର ଙ୍କୁ ସାହାଯ୍ୟ କରିବା

କଥା ନା କି ସେମାନଙ୍କୁ ଆପଣ ମାନଙ୍କ ଗୃହ ରୁ ବାହାର କରି ଦିଅନ୍ତୁ ନାହିଁ ଏହା ପାପ ର ଭାଗୀ ଦାରି ହୋଇ ଥାନ୍ତି ।ସେହି ପରି ଦୁଇ ରେ ଏହି ଦିନ ରେ କେବେ ବି କୈଣସି ମଣିଷ ଙ୍କୁ ଅପଶବ୍ଧ ର ପ୍ରୋୟଗ କରିବା କଥା ନୁହେଁ ତିନି ରେ ମାସଂ ବା ମଦ ଆଦି ଜିନିଷ କୁ ଏହି ଦିନ ରେ କେବେ ବି ସେବନ କରିବା କଥା ନୁହେଁଁ ଏମିତି କରି ନବରାତ୍ରୀ ପାଳନ କରିଲେ ଆପଣ ମାନଙ୍କ ଉପରେ ମାତା କ୍ରୋଧିତ ହୋଇ ଥାନ୍ତି ।

ସେହି ପରି ବନ୍ଧୁଗଣ ଏହି ନବରାତ୍ରୀ ସମୟ ରେ କୈଣସି ବି ବ୍ୟକ୍ତି ମାନଙ୍କୁ ଚୁଟି ନଖ ବା ଦାଢି କାଟିବା କଥା ନୁହେଁ ଏମିତି କରିଲେ ଆପଣ ମାନଙ୍କ ଉପରେ ଏହାର ପ୍ରଭାବ ଦେଖିବା ପାଇଁ ମିଳେ , ସେହି ପରି ବନ୍ଧୁଗଣ ଆପଣ ମାନେ କେବେ ବି ଏହି ନବରାତ୍ରୀ ସମୟ ରେ ଚମଡା ଜାତୀୟ ଜିନିଷ ର ବ୍ୟବହାର କରିବା କଥା ନୁହେଁଁ ଏମିତି କରିବା ମାଆ ଙ୍କ ଅପମାନ କରିବା ସହିତ ସମାନ ହୋଇ ଥାଏ ।

ସେହି ପରି ଭାବେ ବନ୍ଧୁଗଣ ଆପଣ ମାନଙ୍କୁ ଖାଦ୍ୟ ସେବନ ର କଥା କହିବା ଏହି 9 ଦିନ ମଧ୍ୟ ରେ ଆପଣ ମାନଙ୍କୁ କୈଣସି ବି ଆମିଷ ଆଦିର ସେବନ ନ କରି ଆପଣ ମାନଙ୍କୁ ସ୍ୱସ୍ଥଳ ଭାବେ ନିରାମିଷ ର ସେବନ କରିବା ଜରୁରୀ ଏଟେ ଏବଂ ଆପଣ ମାନେ ଏହି ଦିନ ରେ ପରିବା ଯେଉଁ ପରିବା କୁ ମାଆ ଙ୍କ ପାଖରେ ବଳୀ ଭାବେ ପ୍ରଦାନ କରା ଜାଇ ଥାଏ ତଥା ବାଇଗଣ , ପାଣିକଖାରୁ , ଏବଂ ଜହ୍ନୀ ଆଦି ର ସେବନ କେବେ ବି କରିବା କଥା ନୁହେଁ ।

Love To Share

Leave a Reply

Your email address will not be published. Required fields are marked *