ପୁଅମାନେ ନିଶ୍ଚୟ ଦେଖନ୍ତୁ :- ବିବାହ ପରେ ଝିଅ କୁ ପିନ୍ଧିବା ପାଇଁ ଦିଅନ୍ତୁ ନାହିଁ ଏହି ସବୁ ଜିନିଷ

ldsfdjgkf

ଆପଣ ମାନେ ଯଦି ପୁଅ ତେବେ କେବେ ବି ବିବାହ ପରେ ନିଜ ପତ୍ନୀ ଙ୍କୁ ଏହି ଜିନିଷ ପିନ୍ଧିବା ପାଇଁ ଦିଅନ୍ତୁ ନାହିଁ । ବନ୍ଧଗଣ ଆପଣ ମାନଙ୍କୁ ଆମର ଚେନ୍ନାଲ କୁ ସ୍ୱାଗତ କରୁଛୁ  ଆଜି ଆମେ ଏହି ଭିଡ଼ିଓ ରେ ଜାଣିବା ଝିଅ ମାନେ ବିବାହ ପରେ କେଉଁ 5 ଟି ଜିନିଷ ପିନ୍ଧିବା ବା ନାଇଁବା ଦ୍ୱାରା ସେମାନଙ୍କ ସ୍ୱାମୀ ବର୍ବାଦ୍ ହୋଇ ଜାଆନ୍ତି ।
ଗୋଟିଏ ପୁଅ ଏବଂ ଝିଅ ପାଇଁ ତାଙ୍କର ବାହାଘର ଦିନ ଠାରୁ ଆଉ ବଡ ଦିନ କିଛି ବି ନାହିଁ ଏହି ଦିନ ରେ ଗୋଟିଏ ଅଜଣା ଝିଅ ଗୋଟିଏ ଅଜଣା ପୁଅ ସହିତ ହାତ ଧରି ଚାଲି ଆସି ଥାଏ ,ଏବଂ ବାହାଘର ପରେ ସେହି ପୁଅ ପାଇଁ ସେହି ଝିଅ ସବୁ କିଛି ହୋଇ ଯାଏ , ମାନେ ଝିଅ ତାର ଅଦ୍ଧାଙ୍ଗୀନି ସାଜି ପ୍ରତ୍ୟେକ ଦୁଖଃ ସୁଖ ରେ ହାତ ବଢାଏ । ଏହି ପରି କ୍ଷେତ୍ର ରେ ଝିଅ ବାହା ହେବା ପରେ ଝିଅ ପିନ୍ଧି ଥିବା କେତୋଟି ଜିନିଷ ତାର ସ୍ୱାମୀ କୁ ବର୍ବାଦ୍ କରି ଦିଏ ।dfdhgksas

ଏବଂ ଦୁହିଁଙ୍କୁ ଅଲଗା ମଧ୍ୟ କରି ଦେଇ ଥାଏ । ହିନ୍ଧୁ ଧର୍ମ ରେ ବାସ୍ତୁ ଶାସ୍ତ୍ର କୁ ବହୁତ ମହତ୍ୱ ଦିଆ ଜାଇ ଥାଏ । ଘର ର ପ୍ରତ୍ୟେକ କାର୍ଯ୍ୟ ଶୁଭବେଳା ଏବଂ ଶୁଭ କାଳ ଦେଖି ହିଁ କରା ଜାଇ ଥାଏ  ଯେଉଁ ବାସ୍ତୁ ଶାସ୍ତ୍ର କୁ ଏତେ ମହତ୍ୱ ଦିଆ ଯାଏ , ସେହି ବାସ୍ତୁ ଶାସ୍ତ୍ର ସହିତ ତାଳ ରେ ତାଳ ମିଶାଇ କରି ବାହା ହୋଇ ଥିବା ଝିଅ ଏହି ଜିନିଷ କୁ ଶରୀର ରେ ପିନ୍ଧନ୍ତି ଏପରି ପିନ୍ଧିବା ଦ୍ୱାରା ତାଙ୍କ ଜିବନ ରେ ବହୁତ ପ୍ରଭାବ ପକାଇ ଥାଏ। ତେବେ ଚାଲନ୍ତୁ ଜାଣିବା ସେହି ଟି ଜିନିଷ ଜାହାକୁ ବାହା ହେବା ପରେ କୈଣସି ଝିଅ କୁ ପିନ୍ଧିବେ ନାହିଁ  ଏହା ପରିବାର ଉପର କୁ ବିପଦ ଡାକି ଆଣିବା ଏବଂ ପରିବାର କୁ ଅଭାବ ପଡି ଥାଏ sadhgtfdjs

ତଥା ଆଜିର ଆଧୁନିକ ଯୁଗ ରେ ନିଜର ଷ୍ଟାଇଲ କୁ ମେଣ୍ଟନ୍ କରିବା ପାଇଁ ଧଳା ଲୁଗା କିମ୍ଭା ଧଳା ଡ୍ରେସ୍ ପିନ୍ଧି ଥାନ୍ତି । ହେଲେ ଆପଣ ମାନଙ୍କୁ କହିବୁ କି ଏହା ସେମାନଙ୍କ ପାଇଁ ଉଚିତ୍ ହୋଇ ନ ଥାଏ । ଏପରି କରିବା ଦ୍ୱାରା ବାସ୍ତୁ ଅନୁସାରେ ସ୍ୱାମୀ ର ମୃତ୍ୟୁ କୁ ସ୍ୱାଗତ ଦେବା ସହିତ ସମାନ ହୋଇ ଥାଏ ,ଶାସ୍ତ୍ର ଅନୁସାରେ ଧଳା ବସ୍ତ୍ର କେବଳ ବିଧବା ମହିଳା ମାନେ ହିଁ ପିନ୍ଧିବା ଉଚିତ୍  ସେହିପରି ସୁନା ବିବାହିତ ମହିଳା ହୁଅନ୍ତୁ ବା ଅବିବାହିତ ସେମାନଙ୍କ ମନ ରେ ନିଶ୍ଚିତ ଭାବେ ସୁନା ପ୍ରତି ବହୁତ ଲାଳଶା ରହି ଥାଏ  ଏବଂ ବିବାହ ପରେ ନୂଆ ବୋହୁ ସୁନା ଅଳଙ୍କାର ରେ ସଜେଇ ହୋଇ ରହି ଥାଏ ।

କିନ୍ତୁ ସୁନା ବିବାହିତ ମହିଳା ମାନଙ୍କ ପାଇଁ ଯେତେ ଶୁଭ ହୋଇ ଥାଏ , ଠିକ୍ ସେତିକି ପରିମାଣ ରେ ଅଶୁଭ ମଧ୍ୟ ହୋଇ ଥାଏ । ତେବେ ସେହି ସୁନା ମାନଙ୍କ ମଧ୍ୟ ରୁ ସୁନା ପାଉଁଜୀ ବା ସୁନା ଝୁଟିଆଁ ବିବାହିତ ମହିଳା ମାନେ ଗୋଡ ରେ ପିନ୍ଧିବା ବହୁତ ଅଶୁଭ ହୋଇ ଥାଏ ,ରାଜା କୁବେର ଙ୍କ ଶଦୃଶ୍ୟ ସୁନା କୁ ଯଦି ଗୋଡ ରେ ଧାରଣ କରା ଯାଏ , ତେବେ ଏହା କୁବେର କୁ ଅପମାନ କରିବା ସହିତ ସମାନ ହୋଇ ଥାଏ । ସେହି ପରି ବେଳେ ବିବାହିତ ମହିଳା ମାନଙ୍କର ମଙ୍ଗଳ ସୂତ୍ର ବିବାହ ମୂଳ ସୂତ ହୋଇ ଥାଏ , ହେଲେ ଆଧୁନିକ ଯୁଗ ରେ ମଙ୍ଗଳ ସୂତ୍ର ଯେଉଁ ଥିରେ କଳା ମାଳୀ ନ ଥାଏ  ଏବଂ ଆଜିର ସମୟ ରେ ମହିଳା ମାନେ ନିଜ ହାତ ରେ ମଙ୍ଗଳ ସୂତ୍ର କି ପିନ୍ଧି ନିଜ ସ୍ୱାମୀ ର ଅଶୁଭ କାମନା କରିବା ସହିତ ସମାନ ହୋଇ ଥାଏ,ghkshgfk

ଏବଂ ସେହି ପରି ବେଳେ ଷ୍ଟାଇଲ୍ ଏବଂ ଶାଢୀ କୁ ମ୍ୟଚ୍ କରିବା ଭଳି ଭିନ୍ନ ଭିନ୍ନ ରଙ୍ଗ ର ସିନ୍ଦୁର କୁ ମଥା ରେ ଧାରଣ କରିବା ଗୋଟିଏ ବିବାହିତ ମହିଳା ପାଇଁ ବହୁତ ଅଶୁଭ ହୋଇ ଥାଏ , ଜାହାକି ଘରର ବାସ୍ତୁ ଉପରେ ପ୍ରଭାବ ପକେଇ ଥାଏ । ଏହି ଛୋଟ ଛୋଟ ଜିନିଷ ମହିଳା ମାନେ ବ୍ୟବହାର କରିବା ନିଜର ଘର ପରିବାର ସ୍ୱାମୀ ପ୍ରତି ବିପଦ ଆଣି ଥାଏ ,ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *