Vastu Shastra ତକିଆ ତଳେ ଏହି ଜିନିଷ ରଖି ଭୁଲରେ ବି ଶୋଇବେ ନାହିଁ , ନଚେତ ବର୍ବାଦ ହୋଇଯିବେ |

sleep

ବନ୍ଧୁଗଣ ତକିଆ ତଳେ ଏହି ଜିନିଷ କୁ କେବେ ବି ରଖନ୍ତୁ ନାହିଁ ଏହି ଜିନିଷ ପ୍ରେତ ଆତ୍ମା କୁ ଘର କୁ ଆକର୍ଷିତ କରେ , ସେମିତି ରେ ଆମେ ମାନେ ଶୋଇବା ସମୟ ରେ ବହୁତ ଜିନିଷ ତକିଆ ତଳେ ରଖି ଦେଇଥାନ୍ତି ହେଲେ କଣ ଆପଣ ଜାଣନ୍ତି କି ଏହି ତକିଆ ଆପଣ ମାନଙ୍କ ଖରାପ ସମୟ ଆଣି ପାରେ , ତକିଆ ତଳେ ଏହି ଜିନିଷ ରଖି ଶୋଇଲେ ବହୁତ ଅଶୁଭ ହୋଇଥାଏ ବହୁତ ସମୟ ରେ ଆମେ ମାନେ ଜାଣନ୍ତରେ ରେ ହେଉ କିମ୍ବା ଅଜାଣନ୍ତ ରେ ଏଙି ସବୁ ଜିନିଷ କୁ ଆମେ ମାନେ ତକିଆ ତଳେ ରଖି ଦେଇଥାନ୍ତି ।

ଆମେ ଆଜି ଆପଣ ମାନଙ୍କୁ ଏଠାରେ ଏମିତି ପାଞ୍ଚଟି ଜିନିଷ ବିଷୟ ରେ କହିବୁ ଜାହା ଆପଣ ମାନଙ୍କ ତକିଆ ପାଖରେ ବା ତଳେ ରଖିବା କଥା ନୁହେଁ । ପ୍ରଥମେ ତକିଆ ତଳେ କେବେ ବି ପର୍ସ ରଖନ୍ତୁ ନାହିଁ । କାରଣ ମାତା ଲକ୍ଷ୍ମୀ ଙ୍କ ବାସ ତକିଆ ତଳେ ନୁହେଁ ବରଂ ଆଲମାରୀ ହୋଇ ଥାଏ ,ଏମିତି କରିବା ଦ୍ୱାରା ଆପଣ ମାନଙ୍କ ଖର୍ଚ୍ଚ କମିବା ସହିତ ଦାମ୍ପତ୍ୟ ଜିବନ ରେ ସୁଧାର ଆସେ ।

sleeping

ଔଷଧ ବହୁତ ଲୋକ ମାେନ ରାତି ରେ ଔଷଧ ର ସେବନ କରି ସାରିବା ପରେ ସେହି ଔଷଧ କୁ ନିଜର ତକିଆ ତଳେ ରଖିବା ପାଇଁ ପସନ୍ଦ କରନ୍ତି । ହେଲେ ଏହା ଆପଣ ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବହୁତ ଖରାପ୍ ହୋଇ ଥାଏ । ତେବେ ଏହାକୁ ସବୁ ବେଳେ ଅନ୍ୟ ସ୍ଥାନ ରେ ରଖିବା ପାଇଁ ଚେଷ୍ଟା କରନ୍ତୁ ।

ଚାବିକାଠୀ ଆମେ ମାନେ ବହୁତ ସମୟ ରେ ଘର ର ଚାବିକାଠୀ ଶୋଇବା ସମୟ ରେ ନିଜର ତକିଆ ତଳେ ହିଁ ରଖି ଶୋଇ ଥାନ୍ତି , ତେବେ ସେହି ପରି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହା ଆପଣ ମାନଙ୍କ ଘର କୁ ଦାରିଦ୍ରତା ଆଣି ଥାଏ ,

sleeping

ସେହି ପରି ଭାବେ ଶୋଇବା ବିଛଣା ପାଖରେ କେବେ ବି ନିଜର ଜୋତା ବା ଚପଲ ରଖନ୍ତୁ ନାହିଁ । ଏହା ବି ଆପଣ ମାନଙ୍କ ଜୀବନ ରେ ବହୁତ ଗୁରୁତ୍ୱର ପ୍ରଭାବ ପକେଇ ଥାଏ । ବହୁତ ସମୟ ରେ ଆଳଶ୍ୟ ର ବସବର୍ତି ହୋଇ ଆମେ ମାନେ ମୁଣ୍ଡ ତେଳେ ବା ତକିଆ ତଳେ ପଢା ବହୀ କୁ ରଖି ଶୋଇ ଥାନ୍ତି , ଏହା କରିବା ଦ୍ୱାରା ମାତା ସରଶ୍ୱତୀ ଙ୍କ ଅପମାନ ହୋଇ ଥାଏ, ତେବେ ଏମିତି କେବେ ବି କରନ୍ତୁ ନାହିଁ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *