ଗାଧେଇବା ପରେ ଭୁଲରେ ବି କରନ୍ତୁ ନାହିଁ ଏହି ଖରାପ କାମ ମୃତ୍ୟୁ କେବେବି ପିଛା ଛାଡିବ ନାହିଁ |

ବନ୍ଧୁଗଣ ଗାଧୋଇ ସାରିବା ପରେ କେବେ ବି କରନ୍ତୁ ନାହିଁ । ଏହି ସବୁ କାମ ବହୁତ ସମୟ ରେ ଗାଧୋଇ ସାରିବା ପରେ ଆପଣ ମାନେ ତରବର ପୋଶାକ ପିନ୍ଧି ସଜବାଜ ହୋଇ ସକାଳୁ ଜଳଖିଆ ଖାଇ କାମ ରେ ବାହାରି ଜାଇ ଥାନ୍ତି । ସେମିତି ରେ ପୁରୁଷ ହେଉନ୍ତୁ କି ମହିଳା କେବେ ବି ଗାଧୋଇ ସାରିବା ପରେ ଏହି ସବୁ ଭୁଲ କରନ୍ତୁ ନାହିଁ । ଏହି ଛୋଟ ଛୋଟ ଭୁଲ ପାଇଁ ଆମ ଜିବନ ରେ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦିଏ ।

ତେବେ ଆସନ୍ତୁ ଜାଣି ନେବା ସେହି ଭୁଲ ବିଷୟ ରେ ପୁରୁଷ ହେଉ କିମ୍ବା ମହିଳା ସେମାନେ ଗାଧୋଇ ସାରିବା ପରେ ଏହି ସବୁ କାର୍ଯ୍ୟ କରିବା ସେମାନଙ୍କ ପାଇଁ ବହୁତ ବଡ ଭୁଲ ଅଟେ । ଏହି ଛୋଟ ଭୁଲ ଦ୍ୱାରା ଆମର ଜିବନ ରେ ସ୍ୱାସ୍ଥ୍ୟ ଗତ ସମସ୍ୟା ଆପଣ ମାନଙ୍କୁ ଦେଖିବା ପାଇଁ ମିଳେ ତେବେ ଆସନ୍ତୁ ସେହି ଭୁଲ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ଶାସ୍ତ୍ର ଅନୁସାରେ ପ୍ରତ୍ୟେକ କର୍ମ ର ସଠିକ୍ ନିୟମ ରହିଛି । ଏହି ନିୟମ କୁ ମାନି ଚାଲିଲେ ଆପଣ ମାନଙ୍କ ଘର ଏବଂ ପରିବାର ଖୁସି ହୋଇ ଥାନ୍ତି ।

Bathe

ପ୍ରଥମେ ରହିଛି ଆପଣ ମାନେ କେବେ ବି ଦକ୍ଷିଣ ଦିଗ କୁ ମୁହଁ କରି ସ୍ନାନ କରିବା ଉଚିତ୍ ନୁହେଁ । କାରଣ ଏହି ଦିଗ କୁ ଯମ ଙ୍କୁ ସମର୍ପଣ କରା ଜାଇଛି ସ୍ନାନ କରିବା ପରେ ଆପଣ ମାନଙ୍କୁ କହିବୁ କି ସୂର୍ଯ୍ୟ ଦେବ ଙ୍କୁ ସ୍ମରଣ କରନ୍ତୁ । ଏବଂ ଆପଣ ମାନେ ବାଲ୍ଟି ରେ ଗାଧୋଇ ଥିବା ପାଣି କୁ କେବେ ବି ଧରି ରଖନ୍ତୁ ନାହିଁ । ଏହା ଆପଣଙ୍କ ଧନ ଉପରେ ସମସ୍ୟା ଦେଇପାରେ ।

ବହୁତ ଲୋକ ମାନେ ଗାଧୋଇ ସାରିବା ପରେ ନିଜର ଓଦା କପଡା କୁ ସେମିତି ହିଁ ପକାଇ ରଖିଥାନ୍ତି । ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନଙ୍କ ଘରେ ଏହା ଦ୍ୱାରା ନାକାରାତ୍ମକ ଉର୍ଜା ର ବୃଦ୍ଦି ହୋଇଥାଏ । ସେହି ପରି ଭାବେ ଗାଧୋଇବା ସମୟ ରେ ଚପଲ ର ବ୍ୟବହାର କରିବା ନାକାରାତ୍ମକ ବୋଲି ମନାଯାଏ । ଏହା ଦ୍ୱାରା ଧନହାନୀ ହୋଇ ଥାଏ ।

Bathe.

ସେହି ପରି ଭାବେ ଗାଧୋଇବା ସମୟ ରେ ପ୍ରଥମ ପାଣି କୁ ନିଜର ପାଦ ରେ ପକେଇବା ଶୁଭ ମନାଯାଏ କେବେ ସ୍ନାନ କରିବା ସମୟ ରେ ନିରବ ହୋଇ ସ୍ନାନ କରିବା କଥା ନୁହେଁ । ତେବେ ଜାଣିଲେ ବନ୍ଧୁଗଣ ଗାଧୋଇ ସରିବା ପରେ କେଉଁ ସବୁ ଭୁଲ କରିବା କଥା ନୁହେଁ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *