କିଏ କେତେ ମାଗି ମାଗି ମରିଗଲେ ବି ଏହି 4ଟି ଜିନିଷ ଦିଅନ୍ତୁ ନାହିଁ । ସବୁ ଦିନ ପାଇଁ ଦରିଦ୍ର ହୋଇଯିବେ ।

4 things

ବନ୍ଧୁଗଣ ପିଲା ଦିନ ରୁ ହିଁ ଆମ କୁ କୁହାଯାଏ କି କାହାକୁ ଦାନ କରିବା ବା କାହାକୁ ସାହାଯ୍ୟ କରିବା ବହୁତ ଭଲ କାମ ହୋଇଥାଏ ବୋଲି । ହେଲେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଏମିତି ବି କିଛି ଜିନିଷ ରହିଛି ଯାହାକୁ କେବେ ବି କାହାକୁ ଦେବା କଥା ନୁହେଁ, କରଣ ଏହି ଜିନିଷ ଦେଲେ ଆପଣ ମାନେ ନିଜର ସୁଖ ଏବଂ ସମୃଦ୍ଧି କୁ ଆଉ କାହାକୁ ଦେଇ ଦିଉଛନ୍ତି । ତେବେ ବନ୍ଧୁଗଣ ବିଷ୍ଣୁ ପୁରାଣ ରେ ଏମିତି କିଛି ଜିନିଷ ବିଷୟ ରେ ଉଲ୍ଲେଖ ରହିଛି ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ସବୁ ଜିନିଷ ବିଷୟ ରେ କହିବୁ , ଜାହା ଆପଣ ମାନେ କେବେ ବି କାହାକୁ ଦେବା ଉଚିତ୍ ନୁହେଁଁ ।

Krishna

ତେବେ ପ୍ରଥମେ ରହିଛି ସ୍ତ୍ରୀ ଙ୍କର ଅଳଙ୍କାର । ବନ୍ଧୁଗଣ ସ୍ତ୍ରୀ ହେଉଛନ୍ତି ଘର ର ଲକ୍ଷ୍ମୀ ଅଟେ ସେହିଥି ପାଇଁ କେବେ ବି ଆପଣ ମାନେ ନିଜର ସ୍ତ୍ରୀ ର ଅଳଙ୍କାର କୁ କାହାକୁ ବି ଦାନ ରେ ବା ଋଣ ରେ ଦିଅନ୍ତୁ ନାହିଁ । ଖାସ୍ କରି ମହିଳା ମାନଙ୍କର ମଙ୍ଗଳ ସୂତ୍ର କୁ କେବେ ବି କାହାକୁ ଦାନ କରନ୍ତୁ ନାହିଁ ।

ଦିତୀୟ ରେ ହେଉଛି ଝାଡୁ କେବେ ବି କାହାକୁ ଦାନ କରନ୍ତୁ ନାହିଁ, କାରଣ ଝାଡୁ ଲକ୍ଷ୍ମୀ ଙ୍କ ସୂଚକ ମନା ଯାଏ । ସେଥିପାଇଁ ଝାଡୁ କୁ ଦାନ କରିବା ଦ୍ୱାରା ଘରେ ଧନ ର ଅଭାବ ହୋଇ ଥାଏ ଏହା ସହିତ ଆପଣ ମାନେ ଯଉଁ ବ୍ୟକ୍ତି ଙ୍କୁ ଦାନ କରି ଥାନ୍ତି ସେହି ଝାଡୁ ସହିତ ଆମ ଘର ର ଲକ୍ଷ୍ମୀ ତା ଘର କୁ ଚାଲି ଜାଇ ଥାନ୍ତି, ସେଥିପାଇଁ କେବେ କାହାକୁ ଝାଡୁ ଦାନ କରନ୍ତୁ ନାହିଁ ।

lax

ସେହି ପରି ବନ୍ଧୁଗଣ ନିଜର ଗୋଡର ମୁଦି କୌଣସି ମହିଳାଙ୍କୁ ଭୁଲ ରେ ବି ଦିଅନ୍ତୁ ନାହିଁ, ଏମିତି କରିବା ଦ୍ୱାରା ବହୁତ ବଡ଼ ବିନାଶ କାରୀ ହୋଇପାରେ । ପିନ୍ଧିଥିବା ମୁଦି କୁ ନିଜର ଭଉଣୀ, ମା, ନଣନ୍ଦ କାହାକୁ ବି ଦିଅନ୍ତୁ ନାହିଁ ଏବଂ ଏହି କଥାର ଧ୍ୟାନ ରଖନ୍ତୁ ।

ସେହି ପରି ସନ୍ଧ୍ୟା ସମୟ ରେ କ୍ଷୀର, ଦହୀ, ନଡିଆ, ଚାଉଳ, ଅଟା ଭଳି ଧଳା ଜିନିଷ କାହାକୁ ବି ଦେବା ଉଚିତ୍ ନୁହେଁ, ଶାସ୍ତ୍ର ରେ ଉଲେଖ କରା ଯାଇଛି ଯେ ଧଳା ଜିନିଷ ଉପରେ ଖରାପ ଦୃଷ୍ଟି ଜଲ୍ଦି ଲାଗିଥାଏ ଏଥିପାଇଁ ସୂର୍ଯ୍ୟ ଅସ୍ତ ହେବା ପରେ ଆପଣଙ୍କ ଘର ର ଏହି ଜିନିଷ କଦାବି କାହାକୁ ଦିଅନ୍ତୁ ନାହିଁ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *