ମହିଳାମାନେ ଭୁଲରେ ପିନ୍ଧନ୍ତୁ ନାହିଁ ( 5ଟି ଜିନିଷ ) ସ୍ୱାମୀ ହେବେ କାଙ୍ଗାଳ |

gfthjjcb

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତୁ ଜାଣିବା ବିବାହିତା ମାରୀ ମାନେ କେଉଁ ସବୁ ଜିନିଷ ପିନ୍ଧିଲେ ତାଙ୍କର ସ୍ୱାମୀ ମାନଙ୍କ ଉପରେ କାଳ ପଡିଥାଏ ବା ସ୍ୱାମୀ ର ଜୀବନ ବା ଜୀବୀକା ଉପରେ ପ୍ରଭାବ ପଡିଥାଏ । ଯାହା ଫଳ ରେ କି ସ୍ୱାମୀ ଦରିଦ୍ର ଏବଂ କାଙ୍ଗାଳ ହୋଇ ଯାଇଥାଏ , ତେଣୁ ନାରୀ ମାନେ ଏହା ଜାଣି ରଖନ୍ତୁ ଏବଂ ପୁରୁଷ ଏହା ନିଜର ସ୍ତ୍ରୀ ମାନଙ୍କୁ କେବେ ବି କରିବା ଦିଅନ୍ତୁ ନାହିଁ । ନଚେତ ଆପମ ହୋଇଯିବେ କାଙ୍ଗାଳ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବିବାହ ଏକ ପବିତ୍ର ବନ୍ଧନ । ଅନେକ କହିଥାନ୍ତି କି ବିବାହର ଯୋଡିପାଇଁ ସ୍ୱର୍ଗ ଲୋକ ରୁ ଠିକହୋଇ ଆସିଥାଏ । ତେଣୁ ସ୍ତ୍ରୀ ର କୈଣସି ଭୁଲ କାମ କିମ୍ବା କିଛି ଖରାପ କାମ ପାଇଁ ତାଙ୍କର ସ୍ୱାମୀ ମାନଙ୍କୁ କାଙ୍ଗଳ କିମ୍ବା ଦାରିଦ୍ରତା ର ଦଶା ଭୋଗିବା ସହିତ ଜୀବନ କୁ ନଷ୍ଟ କରି ଦେଇଥାଏ ।hgfyjhgk,m

ତେଣୁ ସ୍ତ୍ରୀ ମାନଙ୍କୁ ଏହି ଭଳି କିଛି ଭୁଲ କରିବା କଥା କରିବା ଉଚିତ ନୁହେଁ , ଯାହା ପାଇଁ ତାଙ୍କର ସ୍ୱାମୀ ମାନଙ୍କୁ କଷ୍ଟ ସହିବାକୁ ପଡିବ । ବନ୍ଧୁଗଣ ବିବାହ ପରେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ପବିତ୍ର ବନ୍ଧନ ରେ ବାନ୍ଧୀ ହୋଇ ଯାଆନ୍ତୀ ଏବଂ ସ୍ତ୍ରୀ ମାନେ ମଧ୍ୟ ତାଙ୍କର ସ୍ୱାମୀ ମାନଙ୍କ ସୁଖ ଏବଂ ଦୁଃଖ ର ମଧ୍ୟ ଭାଗୀଦାର ହୋଇଥାନ୍ତୀ । ସ୍ତ୍ରୀ ପିନ୍ଧିଥିବା କେତେ ଗୁଡିଏ ଜିନିଷ ତାଙ୍କର ସ୍ୱମୀ ଙ୍କୁ କାଙ୍ଗଳ କରି ଦେଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରୀ ସ୍ତ୍ରୀ ର ଶୃଙ୍ଗାର କୁ ବହୁତ ମାନ୍ୟତା ଦିଆ ଯାଇଥାଏ । ସେଥି ମଧ୍ୟ ରେ କେତେ ଗୁଡିଏ ଶୃଙ୍ଗାର କୁ ଭୁଲ ବା ଅଶୁଭ ମାନା ଯାଇଥାଏ । ତେବେ ଆସନ୍ତୁ ଯାଣିନେବା ସେହି ସବୁ ଶୃଙ୍ଗାର କଣ ।fhbfmnj,m

ସୁନା ର ଅଳଙ୍କାର – ନାରୀ ମାନଙ୍କର ସୁନା ର ଅଳଙ୍କାର ପରିଧାନ କରିବା କିମ୍ବା ସୈନ୍ଦର୍ଯ୍ୟ ର ଅଳଙ୍କାର ହୋଇଥାଏ । କିନ୍ତୁ ଏଭଳି କିଛି ସୁନା ର ଅଳଙ୍କାର ଅଛି ଯାହାକୁ ସ୍ତ୍ରୀ ମାନେ ପରିଧାନ କରିବା ଦ୍ୟାରା ତାଙ୍କର ସ୍ୱାମୂୀ ମାନଙ୍କ ଉପରେ ବିପଦ ପଡିଥାେ । ସୁନା ର ପାଉଁଜୀ କିମ୍ବା ସୁନାର ଝୁଟିଆଁ । ଏହାକୁ ପରିଧାନ କରିବା ପରେ ନିଜ ପରିବାର ର ଦାରିଦ୍ରତା ବଢିବା ସହ ଦୁଖଃ ବଢିଥାଏ ।

ଧଳା ଲୁଗା – ଆଧୁନିକ ଯୁଗ ଅନୁସାରେ ଏବେର ନାରୀ ମାନେ ଧଳା ବସ୍ତ୍ର ପରିଧାନ କରିବା କୁ ବେଶ କରୁଛନ୍ତି । ଯାହାକି ଆମର ହିନ୍ଦୁ ଶାସ୍ତ୍ର ଅନୁସାରେ ଧଳା ବସ୍ତ୍ର ପରିଧାନ କରିବା ଅର୍ଥ ନିଜର ସ୍ୱାମୀ ର ମରଣ କୁ ଆମନ୍ତଣ କରିବା . ତେଣୁ ଧଳା ବସ୍ତ୍ର ପରିଧାନ କରିବା ଦ୍ୟାରା ସ୍ୱାମୀ ର ପରମାୟୁ କମିଯାଏ ।
ମଙ୍ଗଳ ସୂତ୍ର – ମଙ୍ଗଳ ସୂତ୍ର ହେଉଛି ବୈବାହିକ ଜୀବନ ର ଏକ ମୂଳ ସୂତ୍ର । ତେଣୁ ବିବାହ ପରେ ସ୍ତ୍ରୀ ମାନେ ଏହାକୁ ନିଜ ବେକ ବା ଗଳା ରେ ପରିଧାନ କରିବା ଉଚିତ , କିନ୍ତୁ ଆଜିର ନାରୀ ମାନେ ଏହାକୁ ଗଳା ରେ ଦାରଣ ନ କରି ଏହାକୁ ନିଜର ହାତ ରେ ପିନ୍ଧୁଛନ୍ତି ଯାହା ଦ୍ୟାରା ସ୍ୱାମୀ ର ଜୀବନ ଏବଂ ଜୀବିକୀ ଉପରେ ପ୍ରଭାବ ପକାଇଥାଏ ।nhgmh,

ସିନ୍ଦୁର – ଶାସ୍ତ୍ର ଅନୁସାରେ ସିନ୍ଦୁର ସଧାବା ହେବା ର ପରିଚୟ ପ୍ରଦାନ କରିଥାଏ ଏବଂ ଏହାର ସ୍ୱାମୀ ର ଆୟୁସ ମଧ୍ୟ ବୃଦ୍ଧି କରାଇଥାଏ । ଆଜିର ଯୁଗ ରେ ନାରୀ ମାନେ ଏସବୁ କୁ ହେୟ ମନେ କରି ସିନ୍ଦୁର ଚୋଟ ଆକାର ରେ ଲୁଚେଇଲା ଭଳି ପିନ୍ଧୁଛନ୍ତି । ଆଉ କେହି କେହି ମଧ୍ୟ ନିଜର ବସ୍ର୍ତ ର ରଙ୍ଗ ଅନୁସାରେ ବିଭିନ୍ନ ରଙ୍ଗ ର ସିନ୍ଦୁର ମଧ୍ୟ ପିନ୍ଧଛନ୍ତି , ଯାହା ଦ୍ୟାରା ସେମାନ ଙ୍କର ସ୍ୱାମୀ ର ପରମାୟୁ କମି କମି ଯିବାରେ ଲାଗୁଛି । ଏହି ସବୁ ଛୋଟ ଛୋଟ ଜିନିଷ ନାରୀ ମାନଙ୍କୁ ଧ୍ୟାନ ଦେବା ଦରକାର । ୟାହା ଫଳ ରେ ତାଙ୍କର ସ୍ୱାମୀ ମାନଙ୍କର ଜୀବନ , ଜୀବିକୀ ଏବଂ ଧନ ଧ୍ୟ୍ୟାନ୍ୟ ଖୁସି ରେ ବିତିବ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *