ମାରି ଗଲେ ବି କରନ୍ତୁ ନାହିଁ ଏହି ୮ କାମ, ଭୋଗିବେ ନର୍କ ଦଣ୍ଡ

kirdghtrj

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେଉଁ ମାନେ ପ୍ରତ୍ୟେକ ଦିନ ହନୁମାନ ଚାଳିଶା ଏବଂ ରାମ ନାମ ଜପ କରିଥାନ୍ତି ସେମାନଙ୍କ ଉପରେ କେବେ ବି ଖରାପ ଶକ୍ତି ପଡି ନଥାଏ ପ୍ରଭୁ ହନୁମାନ ଚିରଞ୍ଜିବି ଅଟନ୍ତି ତାଙ୍କୁ ଶ୍ରୀ ରାମ କଳି ଯୁଗ ର ଅନ୍ତ ହେବା ପର୍ଯ୍ୟନ୍ତ ପୃଥିବୀ ଲୋକ ରେ ବସ ବାସ କରିବା ପାଇଁ ବରଦାନ ଦେଇଛନ୍ତି ତେଣୁ ଏଥି ପାଇଂ ପ୍ରଭୁ ହନୁମାନ ପୃଥିବୀ ରେ ପୂର୍ଣ୍ଣ ରୂପ ରେ ରହିଛନ୍ତି ଏବଂ ଏହାର କିଛି ପ୍ରମାଣ ମଧ୍ୟ ଆମେ ସମସ୍ତେ ଦେଖିବାକୁ ପାଉଛେ ସଂଙ୍କଟ ମୋଚନ ପ୍ରଭୁ ହନୁମାନ ତାଙ୍କର କେତେକ ଭଗବାନ ଙ୍କୁ ମଧ୍ୟ ଦର୍ଶନ ଦେଇଛନ୍ତି ଆଜି ବି କୁହାଯାଏ ।sddrteht dfhf

କି ଯେଉଁ ଠାରେ ପ୍ରଭୁ ଶ୍ରୀ ରାମ ଙ୍କର କଥା ପଡିଯାଏ ସେହି କତା କୁ ଶୁଣିବା ପାଇଁ ପ୍ରଭୁ ହନୁମାନ ଶୁଣିବା ପାଇଁ ଆସିଥାନ୍ତି , ତେଣୁ ଯେପରି ପ୍ରଭୁ ହନୁମାନ ତାଙ୍କର ଭକ୍ତ ମାନଙ୍କୁ ସଦା ସର୍ବଦା ରକ୍ଷା କରିଥନ୍ତି ସେହିଭଳି ଦୁଷ୍ଟ ମାନଙ୍କୁ ମଧ୍ୟ ଦଣ୍ଡ ଦେଇଥାନ୍ତି ପ୍ରାଚିନ ଧର୍ମ ଅନୁସାରେ ଏମିତି କିଛି କାମ ରହିଛି ଯାହାକୁ କରିବା ଦ୍ୱାରା ପ୍ରଭୁ ହନୁମାନ ଙ୍କ କୃପା ପାଇବା ଠାରୁ ବଞ୍ଛିତ ହୋଇ ଯାଆନ୍ତି ଏହାକୁ କଳି ଯୁଗ ର ପାପୀ ବୋଲି ମାନି ନିଆଯାଏ  ଯଦି କେଉଁ ସ୍ତ୍ରୀ ବା ପୁରୁଷ।retrjuyldfrh

ଏହି କାମ କରିଥାଏ ତେବେ ସେ ପ୍ରଭୁ ହନୁମାନ ଙ୍କୁ ପ୍ରସନ୍ନ କରି ପାରି ନଥାଏ ତେବେ ଏହି ଭଳି ବ୍ୟକ୍ତି ଙ୍କୁ ଦଣ୍ଡ ର ପ୍ରାପ୍ତି ବୋଲି ଭାବିଥାନ୍ତି ଆଜି ଆମେ ଆପଣ ମାନଙ୍କୁ େହି ଭଳି କିଛି କଥା କହିବା କୁ ଯାଉଛୁ ଯାହା କି କୈଣସି ଲୋକ କରିଲେ ତାଙ୍କର ଘରେ ନା ମାତା ଲକ୍ଷ୍ମି ଯାଇଥାନ୍ତି ନା ସେମାନ ଙ୍କୁ ପ୍ରଭୁ ହନୁମାନ ଙ୍କ ର କୃପା ମିଳିଥାଏ ତେଣୁ ଏହି କାର୍ଯ୍ୟ ବିଷୟ ରେ ଥରେ ଅଙ୍ଗଦ ରାବଣ ଙ୍କ ର ସଭା ରେ କହିଥିଲେ ତେଣୁ ଏହି ସବୁ ପାପ ର କାରଣ ରୁ ହନୁମାନ ଲଙ୍କା ଛାଡିବା ପୂର୍ବ ରୁ ଲଙ୍କା କୁ ନଷ୍ଟ କରି।ghhsdgsder

ଦେଇଥିଲେ ଅର୍ଥାତ୍ ଏହି ସବୁ କାର୍ଯ୍ୟ କରିବା ଦ୍ୱାରା ପ୍ରଭୁ ହନୁମାନ ତାଙ୍କ ଉପରେ କୃପା ଦୁଷ୍ଟି ପକାଇ ନଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ଗୁଡିକ ଯେଉଁ ଘରେ ଠାକୁର ଙ୍କୁ ପୁଜା ପାଠ , ପ୍ରତିଦିନ ଆମୀଷ , ମହିଳା ମାନଙ୍କୁ ସମ୍ମାନ ଆଦି ମିଳି ନଥାଏ ସେହି ସବୁ ଘରେ ମାତା ଲକ୍ଷ୍ମୀ କେବେ ବି ବାସ କରି ନଥାନ୍ତି । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Love To Share

Leave a Reply

Your email address will not be published. Required fields are marked *